Posted inଜାତୀୟ

ପୁରୀ ଜଗନ୍ନାଥଙ୍କ ରଙ୍ଗ ଭଳି ନିର୍ମାଣ ହେବ ନେତାଜୀଙ୍କ ମୂର୍ତ୍ତି

ନୂୂଆଦିଲ୍ଲୀ,୨୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏହି ପ୍ରତିମୂର୍ତ୍ତିକୁ ପୁରୀ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିର ରଙ୍ଗ ଭଳି ଜେଟ୍‌ ବ୍ଲାକ ଗ୍ରାନାଇଟରେ ନିର୍ମାଣ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ନେତାଜୀଙ୍କ ପ୍ରତିମୂର୍ତ୍ତିର ନିର୍ମାଣ ଦାୟିତ୍ୱରେ ଥିବା ଶିଳ୍ପୀ ଅଦ୍ୱିତା ଗଡନାୟକ।

ଏହି ମୂର୍ତ୍ତିଟି ୨୮ ଫୁଟ ଲମ୍ବ ଗ୍ରାନାଇଟ ସ୍ଲାବରୁ ନିର୍ମିତ ହେବ। ମୂର୍ତ୍ତି ନିର୍ମାଣ ପାଇଁ ମୁଁ ଦେଶର ୩ଟି ସ୍ଥାନ(ମୈଶୁର, ବେଙ୍ଗାଲୁରୁ, ଏବଂ ତେଲେଙ୍ଗାନା)ରୁ ଗ୍ରାନାଇଟ ସର୍ଟଲିଷ୍ଟ କରିଛି। ସଠିକ୍‌ ସ୍ଲାବ ବାଛିବା ପାଇଁ ମୁଁ ଶୀଘ୍ର ନିଜେ ସ୍ଥାନ ପରିଦର୍ଶନ କରିବି ବୋଲି ଗଡନାୟକ କହିଛନ୍ତି। ସେ ଆହୁରି କହିଛନ୍ତି, ଏପରି ଏକ ମହାନ ବ୍ୟକ୍ତିଙ୍କର ପ୍ରତିମୂର୍ତ୍ତି ଖୋଦିତ କରିବାର ଦାୟିତ୍ୱ ମୋତେ ମିଳିଥିବାରୁ ମୁଁ ବହୁତ ଭାଗ୍ୟବାନ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ସିଏଏ ନିଆଁ: ରାଜଧାନୀରେ ଜାରି ରହିଛି ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨୦।୧୨: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ମଧ୍ୟ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଜାମା ମସ୍‌ଜିଦ ବାହାରେ ହଜାର ହଜାର ସଂଖ୍ୟାରେ...

ବିଧାୟକଙ୍କୁ ମମତାଙ୍କ ପରାମର୍ଶ: ଲୋକଙ୍କୁ କ୍ଷମା ମାଗ

କୋଲକାତା, ୧୨।୭: ଲୋକ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି)ର ଖରାପ ପ୍ରଦର୍ଶନ ପରେ ଦଳର କିଛି ନେତା ଦଳ ଛାଡି ଭାଜପାରେ ଯୋଗଦେଇଥିଲେ। ଏହାକୁ ନେଇ...

କୃଷି ଆଇନରେ ଥିଲା କ୍ରାନ୍ତିକାରୀ ପରିବର୍ତ୍ତନର କ୍ଷମତା: କୃଷିମନ୍ତ୍ରୀ

ନୂଆଦିଲ୍ଲୀ,୧୯ ।୧୧: କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନକୁ କୃଷକ ବିରୋଧ କରିବାର ପାଖାପାଖି ଦେଢ ବର୍ଷ ପରେ କେନ୍ଦ୍ର ସରକାର ଏହାକୁ ଫେରାଇ...

ଘଡଘଡି ମାରିବା ସମୟରେ କାନରେ ଲଗାଇଥିଲେ ଇୟରଫୋନ୍‌, ଘଟିଲା ଏମିତି

ନୋଏଡା,୫।୧: ଗ୍ରେଟର ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ କାନରେ ଇୟରଫୋନ୍‌ ଲଗାଇବା ମହଙ୍ଗା ପଡିଛନ୍ତି। ବଜ୍ରପାତ ସମୟରେ କାନରେ ଇୟରଫୋନ ବିସ୍ଫୋରଣ...

ରାଗି ଖରାପ ମାଇକ୍‌କୁ ମଞ୍ଚରେ ବଙ୍କା କରିଦେଲେ ମନ୍ତ୍ରୀ, ଭିଡ଼ିଓ ଭାଇରାଲ…

ବକ୍ସର,୧୩।୧୧ : ବକ୍ସରରେ ଶ୍ରୀ ରାମ କର୍ମଭୂମି ନ୍ୟାସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ତାଙ୍କ ମାଇକ କାମ ନ...

ମେ ୨ରେ ହଟିବେ ଦିଦି: ମୋଦି

କୋଲକାତା,୨୧।୩: ପଶ୍ଚିମବଙ୍ଗ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାବେଳେ ଏବେ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ପ୍ରଥମ ପର୍ଯ୍ୟାୟ ମତଦାନ କିଛି ଦିନ ବାକି...

ଟି. ରାଜା ଭାଜପାରୁ ନିଲମ୍ବିତ, ୧୦ ଦିନ ମଧ୍ୟରେ ଦେବେ ଜବାବ…

ନୂଆଦିଲ୍ଲୀ, ୨୩।୮ : ମହାପୁରୁଷ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମାମଲାରେ ଭାରତୀୟ ଜନତା ପାର୍ଟି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ତେଲେଙ୍ଗାନା...

ଚାଇନାକୁ ପୁଣି ଝଟ୍‌କା: ହାତରୁ ଗଲା କାନପୁର-ଆଗ୍ରା ମେଟ୍ରୋ ପ୍ରୋଜେକ୍ଟ

ଲକ୍ଷ୍ନୌ, ୪।୭: ଗଲଓ୍ବାନ ଘାଟିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍‌ ହେବା ପରେ ଦେଶରେ ଚାଇନା ବିରୋଧୀ ଅଭିଯାନ ଜାରି ରହିଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week