ରାଜଧାନୀରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ହେଲେ ଭୟଭୀତ ନ ହେବାକୁ କହିଲେ କେଜରିୱାଲ

ନୂଆଦିଲ୍ଲୀ,୨ ।୧: ରାଜଧାନୀରେ ବଢି ଚାଲିଥିବା କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ପଛରେ ପକାଇ ଦେଇଛି । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇଛି ସତ । କିନ୍ତୁ ଏହାକୁ ନେଇ କିଛି ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସେ କହିଛନ୍ତି ରାଜଧାନୀରେ ଏବେ ସକ୍ରିୟ ଅଛନ୍ତି ୬୩୬୦ଜଣ ସଂକ୍ରମିତ । ରବିବାର ସୁଦ୍ଧା ଗତ ୨୪ ଘଣ୍ଟାରେ ସର୍ବାଧିକ ୩୧୦୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ହେଲେ ହସ୍ପିଟାଲରେ ମାତ୍ର ୨୪୬ ଜଣ ଚିକିତ୍ସିତ ହେଉଛନ୍ତି ବୋଲି କେଜରିୱାଲ କହିଛନ୍ତି । ତେଣୁ ଏଥରର କରୋନାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି ବେଳେ ବେଳେ କୌଣସି ଲକ୍ଷଣ ବି ଦେଖା ନ ଯାଇ ଜଣେ ବ୍ୟକ୍ତି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌-ବନ୍ଦ ଘରେ କରୋନା ସଂକ୍ରମଣ ଆଶଙ୍କା ଅଧିକ…

ଲଣ୍ଡନ/ନୂଆଦିଲ୍ଲୀ,୩।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣ କେଉଁଠି ଅଧିକ ହୋଇଥାଏ ସେ ନେଇ ଏକ ରିପୋର୍ଟ...

ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ରାଜୌରୀରେ ପିଙ୍କ୍‌ ଭ୍ୟାନ୍‌ ସେବା ଆରମ୍ଭ

ଶ୍ରୀନଗର,୧୨।୧୦: ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ଜମ୍ମୁ-କଶ୍ମୀର ରାାଜୌରୀରେ ପିଙ୍କ୍‌ ଭ୍ୟାନ୍‌ ସେବା ଆରମ୍ଭ ହୋଇଛି। ଅନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳନ ଅବସରରେ...

କରୋନାର ସଙ୍ଗିନ ସ୍ଥିତି : ଝାରସୁଗୁଡ଼ା ଜିଲାର ୧୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଝାରସୁଗୁଡ଼ା ଅଫିସ, ୪।୪: ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଝାରସୁଗୁଡ଼ା ଜିଲାରେ ଏହାର...

ମଧ୍ୟପ୍ରଦେଶ କଂଗ୍ରେସକୁ ଆଉ ଏକ ଝଟ୍‌କା: ଭାଜପାରେ ଯୋଗଦେଲେ ସୁମିତ୍ରା

ଭୋପାଳ,୧୮।୭: ରାଜସ୍ଥାନ ରାଜନୀତିରେ ଚାଲିଥିବା କଳି ମଧ୍ୟରେ କଂଗ୍ରେସକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ମଧ୍ୟପ୍ରଦେଶରେ କଂଗ୍ରେସର ଆଉ ଜଣେ ବିଧାୟକ ସୁମିତ୍ରା ଦେବୀ...

ପୁଣି ଡରାଇଲାଣି କରୋନା: ରାଜ୍ୟରେ ୧୦୧୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ରବିବାରବାର ୧୦୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୩୦ ଜଣ ପିଲା...

ଭାଜପା ସଦସ୍ୟ ସଂଗ୍ରହ ଅଭିଯାନ: ‘ସମାଲୋଚକ ପେସାଦାର ନିରାଶାବାଦୀ’

ବାରାଣସୀ,୭ା୭(ଆଇଏଏନ୍‌ଏସ୍‌); ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ନିଜ ନିର୍ବାଚନମଣ୍ଡଳୀ ବାରାଣସୀରୁ ଶାସକ ଦଳ ଭାଜପାର ସଭ୍ୟସଂଗ୍ରହ ଅଭିଯାନ ଶୁଭାରମ୍ଭ କରିଛନ୍ତି। ସବୁ ବର୍ଗର ଲୋକଙ୍କୁ...

ଅକ୍ସିଜେନ୍‌ ସିଲିଣ୍ଡର ସହ ୟୁପିଏସ୍‌ସି ପରୀକ୍ଷା ହଲ୍‌ରେ ବସିଲେ ଛାତ୍ରୀ

ନୂଆଦିଲ୍ଲୀ,୩।୬: ଗମ୍ଭୀର ହାଡ଼ ଜନିତ ସମସ୍ୟା ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲେ ମଧ୍ୟ ନିଜର ମନୋବଳକୁ ଦୃଢ ରଖିଛନ୍ତି କେରଳର ୨୪ ବର୍ଷୀୟା...

ୟୁକ୍ରେନ୍‌ ସଙ୍କଟ: କ’ଣ କରିବ ଭାରତ

ନୂଆଦିଲ୍ଲୀ, ୧୫ା୨: ୟୁକ୍ରେନ୍‌ ପ୍ରସଙ୍ଗରେ ରୁଷିଆକୁ ଘେରିବାକୁ ଉଦ୍ୟମ କରୁଛନ୍ତି ନାଟୋ ଦେଶ। ଆମେରିକା ଓ ପାଶ୍ଚାତ୍ୟ ଦେଶ ମସ୍କୋ ଉପରେ ଚାପ ପକାଇବାକୁ ସବୁ...

Advertisement
Archives

Model This Week