Posted inଜାତୀୟ

ହସ୍ପିଟାଲରେ ସ୍ବାମୀଙ୍କୁ ଦେଖି ଭାବୁକ ହେଲେ ନବନୀତ

ମୁମ୍ବାଇ,୫।୫: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ଓ ବିଧାୟକ ସ୍ବାମୀ ଦୀର୍ଘ ୧୨ ଦିନ ପରେ ଗୁରୁବାର ଜେଲ୍‌ରୁ ମୁକୁଳିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ସମୟ ପୂର୍ବରୁ ବାଏକୋଲା ମହିଳା ଜେଲ୍‌ରୁ ନବନୀତ ରାଣା ମୁକୁଳିଥିଲେ। ଜେଲ୍‌ରୁ ମୁକୁଳିବା ପରେ ସିଧାସଳଖ ସେ ଚିକିତ୍ସା ପାଇଁ ଲୀଲାବତି ହସ୍ପିଟାଲରେ ପହଞ୍ଚିଥିଲେ। ପିଠିରେ ଯନ୍ତ୍ରଣା ହେତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟପଟେ ଅପରାହ୍ନ ୪ଟାରେ ବିଧାୟକ ସ୍ବାମୀ ରବି ରାଣା ତଲୋଜା ଜେଲ୍‌ରୁ ମୁକୁଳିବା ପରେ ସିଧାସଳଖ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ସ୍ବାମୀ ରବି ରାଣାଙ୍କୁ ଦେଖିବା ପରେ ନବନୀତ ଭାବୁକ ହୋଇ କାନ୍ଦି ପକାଇଥିଲେ। ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଭ୍‌ ଜେହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ: ଆଇନ ହେଲା ଲାଗୁ

ଲକ୍ଷ୍ନୌ,୨୮।୧୧: ଲଭ୍‌ ଜିହାଦ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ପାରିତ ହୋଇଥିବା ଅଧ୍ୟାଦେଶକୁ ଶନିବାର ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କ ମଞ୍ଜୁରୀ ମିଳିଛି।...

କ୍ରୁଜ ପାର୍ଟି: ଅଭିନେତାଙ୍କ ପୁଅ କହିଲେ ମୋତେ ଅତିଥି ଭାବେ ଡକାଯାଇଥିଲା

ମୁମ୍ବାଇ,୩ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜ ଉପରେ ଚଢାଉ କରିଥିଲା । ଶନିବାର ବିଳମ୍ବିତ ରାତିରେ ସେଥିରେ ଚାଲିଥିବା...

କରୋନାରେ ଆଖି ବୁଜିଲେ ଭାଜପା ବିଧାୟିକା କିରଣ ମାହେଶ୍ବରୀ

ଜୟପୁର,୩୦।୧୧-ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ରାଜସ୍ଥାନ ରାଜସମାନ୍ଦର ଭାଜପା ବିଧାୟିକା କିରଣ ମାହେଶ୍ବରୀ। ରବିବାର ବିଳମ୍ବିତ ରାତିରେ ସେ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ...

ଥରିଲା ମୁମ୍ବାଇ

ମୁମ୍ବାଇ, ୧୭।୬: ମୁମ୍ବାଇରେ ବୁଧବାର ପୂର୍ବାହ୍ନ ୧୧ଟା ୫୧ରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୫ ଥିବା ଜାତୀୟ ଭୂକମ୍ପ ଗବେଷଣା...

ତାଜମହଲ ଦେଖିବାକୁ ଆସିଛନ୍ତି ସର୍ବାଧିକ ପର୍ଯ୍ୟଟକ…

ଆଗ୍ରା, ୨୯।୯ : ୨୦୨୧-୨୨ ମସିହାରେ ସର୍ବାଧିକ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହି ସୂଚନା...

ମାଟିତଳୁ ବାହାରିବ ୧୪୩ ବର୍ଷର ଟାଇମ୍‌ କ୍ୟାପସୁଲ୍‌: ବଖାଣିବ ଇତିହାସ

ଅଲୀଗଡ଼ , ୫।୯: ମାଟିତଳୁ ୧୪୩ ବର୍ଷ ତଳେ ପୋତାଯାଇଥିବା ଟାଇମ୍‌ କ୍ୟାପସୁଲ୍‌ ବାହାର କରାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଅଲୀଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟରେ...

କରୋନା ଗାଁର ଦୁଃଖ: ଲୋକେ ଆସିବାକୁ ଡରୁଛନ୍ତିି !

ଲକ୍ଷ୍ନୌ,୩୦।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଉତ୍ତରପ୍ରଦେଶର କରୋନା ଗାଁର...

ଚନ୍ଦ୍ରୟାନ-୨ର ବିଫଳତା ନେଇ ଯୁବକ କଲେ ହଙ୍ଗାମା: ଅଧଘଣ୍ଟା ଅଟକି ରହିଲା ଟ୍ରେନ୍‌

ଭୋପାଳ,୧୧।୯: ଚନ୍ଦ୍ରୟାନ-୨ର ବିଫଳତା ମଧ୍ୟପ୍ରଦେଶରେ ଜଣେ ଯୁବକ ହଙ୍ଗାମା କରିଛନ୍ତି। ଯୁବକଙ୍କ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସାଗର ଅଞ୍ଚଳରେ ଭୋର୍‌...

Advertisement
Archives

Model This Week