ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍‌: ବିବାଦୀୟ ବିଦା

ଭୁବନେଶ୍ୱର,୫।୬(ବ୍ୟୁରୋ): ନବୀନ ଗଢ଼ିଛନ୍ତି ନୂଆ ଟିମ୍‌। ସରକାରର ପଞ୍ଚମ ପାଳିରେ ମାଷ୍ଟରଷ୍ଟୋକ ଖେଳି ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ବଦଳାଇଛନ୍ତି ନବୀନ । ରବିବାର ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ୨୧ ଜଣ ମନ୍ତ୍ରୀ। ତେବେ ଏହି ନୂଆ ଟିମରେ ବହୁ ହେଭିଓ୍ବେଟ୍‌ ନେତାଙ୍କୁ ବାଦ ଦେଇଛନ୍ତି ନବୀନ। ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାଣ୍ଡିର୍ର୍, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନଙ୍କ ଭଳି ନେତାଙ୍କୁ ବାଦ ଦେଇଛନ୍ତି ନବୀନ ।

ତେବେ ବିଦାଦୀୟ ହୋଇପଡିଥିବା ନେତାଙ୍କୁ ବି ନୂଆ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଛି । ବିଭିନ୍ନ ପ୍ରସଙ୍ଗରେ ଛନ୍ଦି ହୋଇଥିବା ନେତାଙ୍କୁ ନୂଆ ଟିମରେ ସାମିଲ କରି ନାହାନ୍ତି ନବୀନ। ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା, ନୟାଗଡର ପରୀ ହତ୍ୟା ମାମଲା, କଳାହାଣ୍ଡି ମମିତା ମେହେର ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର ବିବାଦ ଘେରକୁ ଆସିଥିଲେ। ଏଣୁ ନୂଆ ଟିମରୁ ମନ୍ତ୍ରୀମାନଙ୍କୁ ବିଦା କରି ନବୀନ ବିରୋଧୀଙ୍କ ସ୍ବର ଚପାଇଦେବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୂଅରେ ଗଲା ମା’ପୁଅଙ୍କ ଜୀବନ

ପରଜଙ୍ଗ, ୫।୫(ଡି.ଏନ.ଏ.) ମା’ ସାମ୍ନାରେ କୂଅ ଭିତରେ ଖସିପଡ଼ିଲା ୩ବର୍ଷର ଶିଶୁପୁତ୍ର। ନିଜ ଆଖି ଆଗରେ ପୁଅର ମୃତ୍ୟୁକୁ କେମିତିବା ଦେଖିଥାନ୍ତା ମା’? ପୁଅକୁ ରକ୍ଷା...

ପୁଣି ଆଖି ବୁଜିଲା ଆଉ ଏକ ହାତୀ

କେନ୍ଦୁଝର,୨୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅନ୍ତର୍ଗତ କାଳିଆ ହତା ସେକ୍ସନ ଅଧିନସ୍ଥ କଳାପାଟ ଜଙ୍ଗଲରେ ଏକ ୩୫ ବର୍ଷ ବୟସ୍କା ମାଈହାତୀର ମୃତ୍ୟୁ ଘଟିଛି।...

ଗିରଫ ହେଲେ କୋଟିପତି ଓପିଏଚ୍‌ଡବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲେଫେୟାର କର୍ପୋରେଶନ(ଓପିଏଚ୍‌ଡବ୍ଲ୍ୟୁସି)ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ବୁଧବାର ଗିରଫ କରାଯାଇଛି। ଶେଷରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ...

ଗୋଧୂଳି ଲଗ୍ନରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ

ସମ୍ବଲପୁର,୧୭ା୬(ବ୍ୟୁରୋ): ସାତଦିନ ଧରି ଚାଲିଥିବା ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଗୁରୁବାର ଶେଷ ହୋଇଛି। ନବବିବାହିତ ଶିବପାର୍ବତୀଙ୍କୁ ପଣ୍ଡିତମାନେ ମହାଆଳତି କରିଥିଲେ। ଘଣ୍ଟ, ଶଙ୍ଖ, ହରିବୋଳ...

୨ ଓମିକ୍ରନ ଆକ୍ରାନ୍ତ ସଂସ୍ପର୍ଶରେ ୨୧ ଜଣ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଓଡିଶାରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଚିନ୍ତା ବଢିଛି। ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ସରିଛି। ତେବେ ୨୧ ଜଣ ସେମାନଙ୍କ...

ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷିକୁ ଫୋକସ୍‌

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟ ପାଇଁ କରୋନା ମହାମାରୀ ପରବର୍ତ୍ତୀ ସମୟ ଅତ୍ୟନ୍ତ କଠିନ ହୋଇଛି। କେନ୍ଦ୍ରୀୟ ଟିକସ ହ୍ରାସ ସାଙ୍ଗକୁ ଜିଏସ୍‌ଟି କ୍ଷତିପୂରଣ, ପଞ୍ଚଦଶ ଅର୍ଥ କମିଶନ...

ଜୁନ୍‌ ୩ୟ ସପ୍ତାହରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ପ୍ରଶାନ୍ତ ମହାସାଗରରେ ‘ଲା-ନିନା’ ପ୍ରଭାବ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିବ। ଭାରତ ମହାସାଗରରେ ଡାଇପୋଲ ନକାରାତ୍ମକ ସ୍ଥିତି...

ଚର୍ଚ୍ଚାରେ ରାଜ୍ୟ ସଭା ଲଢ଼େଇ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡିଶାର ୩ଟି ରାଜ୍ୟ ସଭା ଆସନ ଏପ୍ରିଲ ୨ତାରିଖରେ ଖାଲି ହେବାକୁ ଥିବାବେଳେ ଗୋଟିଏ ଆସନ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ପରଠାରୁ...

Advertisement
Archives

Model This Week