Posted inVideo

ରାଷ୍ଟ୍ରୀୟ କୃଷକ ଦିବସ

Featured Video Play Icon

ଦେଶରେ କୃଷକ ମାନଙ୍କ ଅବଦାନକୁ ଉଜ୍ଜିବିତ କରି ରଖିବା ପାଇଁ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ନିଜ ଜନ୍ମ ଦିନକୁ ରାଷ୍ଟ୍ରୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ସେବେଠାରୁ ପ୍ରତି ଡିସେମ୍ବର ୨୩ ତାରିଖକୁ ରାଷ୍ଟ୍ରୀୟ କୃଷକ ଦିବସ ରୂପେ ପାଳନ କରାଯାଉଛି । ଜୀବନ ଧାରଣର ମୁଖ୍ୟ ଅବଶ୍ୟକତା ହେଉଛି କୃଷି । ହେଲେ ସେଇ କୃଷକ ଆଜିବି ଅବହେଳିତ । କୃଷକଙ୍କୁ ସମ୍ମାନ ତ ଦୂରର କଥା , ଉଚିତ ମୂଲ୍ୟ ଦେବାକୁ ବି କିଛି ଲୋକ କୁଣ୍ଠାବୋଧ କରିଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ବାବୁ ମହଲ: ଖୁଚୁରା ଟେନ୍‌ସନ୍‌ | Babu Mahal #22 “Khuchura Tension”

ରିଜର୍ଭ ବ୍ୟାଙ୍କ କିମ୍ବା ସରକାର ଖୁଚୁରା ମୁଦ୍ରାକୁ ଏଯାଏଁ ଅଚଳ ଘୋଷଣା କରିନଥିଲେ ମଧ୍ୟ ଅନେକ ବ୍ୟବସାୟୀ ଏହାକୁ ଗ୍ରହଣ କରୁନଥିବା ପରିଲକ୍ଷିତ ହେଉଛି। ତେବେ...

Featured Video Play Icon

This is where cyclone Bulbul will make landfall । କେଉଁଠି ଲ୍ୟାଣ୍ଡଫଲ କରିବ ବୁଲବୁଲ୍

Cyclone Bulbul will make landfall between Sagar Islands (West Bengal) and Khepupara (Bangladesh), across the Sunderban delta during the...

Featured Video Play Icon

Mango market opens for business in Bargarh

Mangoes have their own charm in summer. ORMAS and RMC have opened a mango market in Bargarh district in...

Featured Video Play Icon

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା

କେରଳ କୋଝିକୋଡ ଵିମାନ ଵନ୍ଦର ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୧୬ଜଣଙ୍କ ମୃତ୍ୟୁ ହୋଇଛି। ଦୁବାଇରୁ କେରଳର କୋଝିକୋଡକୁ ଆସୁଥିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ।...

Featured Video Play Icon

Naveen begins his fifth innings

Biju Janata Dal (BJD) president Naveen Patnaik took oath for a record fifth time as Chief Minister of Odisha...

ସିଲ୍ ହେଲା ବମିଖାଲ- ଗ୍ରାଉଣ୍ଡ ଜିରୋ ରିପୋର୍ଟ | Bomikhal Sealed – Report from Ground Zero

ଗତକାଲି ବମିଖାଲ ଅଂଚଳରେ ତିନି ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ସ୍ଥାନୀୟ ଅଂଚଳକୁ ସିଲ କରାଯାଇଛି । କିଭଳି ରହିଛି...

Featured Video Play Icon

୧୫ ବର୍ଷ ପରେ ଅଲଗା ହେଲେ ଆମୀର-କିରଣ

ଆଜିର ଏପିସୋଡରେ ଦେଖିବା : *୧୫ ବର୍ଷ ପରେ ଅଲଗା ହେଲେ ଆମୀର-କିରଣ *ଟ୍ରୋଲ ହେଲେ ମନ୍ଦିରା *ୟାମୀଙ୍କୁ ଇଡିର ସମନ *‘ବେଲ ବଟମ୍‌’କୁ ୩୦...

Featured Video Play Icon

ବିନା ଭକ୍ତରେ ରୁକୁଣା ରଥ

ଚଳିତ ବର୍ଷ ବିନା ଭକ୍ତରେ ଗଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଭକ୍ତମାନେ ଯୋଗ ଦେବେ ନାହିଁ , କେବଳ ସେବାୟତ ମାନେ ରକୁଣା...

Advertisement
Archives

Model This Week