Posted inଜାତୀୟ

ନିଶ କାଟିବାକୁ ମନା କରିବାରୁ ସସ୍‌ପେଣ୍ଡ

ଭୋପାଳ,୯।୧: ଲମ୍ବା ନିଶ କାଟିବାକୁ ମନା କରିବାରୁ ମଧ୍ୟପ୍ରଦେଶରେ ଜଣେ ପୋଲିସ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। କନଷ୍ଟେବଳ ରାକେଶ ରାଣା ପୋଲିସର ମୋଟର ଟ୍ରାନ୍ସପୋର୍ଟ ଶାଖାରେ ଡ୍ରାଇଭର ପୋଷ୍ଟରେ ଥିଲେ। ନିଶକୁ ଉଚିତ ଆକାରରେ କାଟିବା ପାଇଁ ତାଙ୍କୁ ନିର୍ଦ୍ଦେଶ ମିଳିଥିଲା। କିନ୍ତୁ ସେ ନିର୍ଦ୍ଦେଶ ମାନିବାକୁ ମନା କରି ଦେଇଥିଲେ। ଏଣୁ ତାଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଛି।

ତାଙ୍କ ସସ୍‌ପେନଶନ ଅର୍ଡରରେ ରାଣା ଅନୁଚିତ ଆକାରରେ ନିଶ ରଖିଛନ୍ତି। ଆଉ ଏହା ଡିପାର୍ଟମେଣ୍ଟର ଅନ୍ୟ କର୍ମଚାରୀଙ୍କ ଉପରେ ଭୁଲ ପ୍ରଭାବ ପକାଉଛି। ନିର୍ଦ୍ଦେଶ ସତ୍ତ୍ୱେ ନିଶ ନ କାଟିବାରୁ ତାଙ୍କୁ ସସ୍‌ପେଣ୍ଡ କରାଯାଉଛି।

ଏହାର ଜବାବରେ ରାଣା କହିଛନ୍ତି, ମୁଁ ଜଣେ ରାଜପୁତ। ମୋ ନିଶ ମୋ ପାଇଁ ଗର୍ବ। ମୁଁ ନିଶ କାଟିବି ନାହିଁ।

ସସ୍‌ପେଣ୍ଡ ନିର୍ଦ୍ଦେଶ ଜାରି କରିଥିବା ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ପ୍ରଶାନ୍ତ ଶର୍ମା କହିଛନ୍ତି, ସିନିୟରଙ୍କ ନିର୍ଦ୍ଦେଶ ନ ମାନିବା କାରଣରୁ ରାଣାଙ୍କୁ ନିଲମ୍ବିତ କରାଯାଇଛି। ଯାଞ୍ଚ ବେଳେ କନଷ୍ଟେବଳ ବେକ ପର୍ଯ୍ୟନ୍ତ ନିଶ ରଖିଥିବା ଦେଖିବାକୁ ମିଳିଥିଲା। ଅସୁନ୍ଦର ଲାଗୁଥିବାରୁ ତାଙ୍କୁ ନିଶ କାଟିବାକୁ କୁହାଯାଇଥିଲା। କିନ୍ତୁ ସେ ନିର୍ଦ୍ଦେଶ ପାଳନ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୀମା ପାର ହୋଇ ବର ଯାଉଛନ୍ତି ସତ ହେଲେ ସାଙ୍ଗରେ କନ୍ୟାକୁ ଧରି ଫେରି ପାରୁନାହାଁନ୍ତି

ଜୟପୁର,୧୬।୭: ପାକିସ୍ତାନ ସୀମାକୁ ଲାଗି ରହିଥିବା ରାଜସ୍ଥାନର ଜୈସଲମେର, ବାଡମେର ଓ ଯୋଧପୁରରେ ରହୁଥିବା ସୌଡ଼ା ରାଜପୁତ ପରିବାରର ବରମାନେ ସୀମାପାର ହୋଇ ପାକିସ୍ତାନ ବିବାହ...

୯୦ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା

ନୂଆଦିଲ୍ଲୀ,୨।୭: ରାଜଧାନୀ ଦିଲ୍ଲୀରେ ଗତ ୩ ଦିନ ହେବ ପ୍ରବଳ ଖରା ହେଉଛି। ଫଳସ୍ବରୂପ ତାପମାତ୍ରା ୯୦ ବର୍ଷର ରେକର୍ଡ ଭାଙ୍ଗିଛି। ଜୁଲାଇର ପ୍ରଥମ ଦିନ...

ଛାତ୍ରୀଛାତ୍ରଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ,୨୩।୬: ଆସନ୍ତା ବର୍ଷଠାରୁ ସିବିଏସ୍‌ସି ପିଲାଙ୍କଠାରୁ ଯେଉଁ ସ୍କୁଲ ଫି ନେଉଛି ତାକୁ ସରକାର ବହନ କରିବେ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ।...

‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’: କେବଳ ଶିକ୍ଷାର୍ଥୀ ପଚାରିବେ ମୋଦିଙ୍କୁ ପ୍ରଶ୍ନ

ନୂଆଦିଲ୍ଲୀ,୧୬।୧: ଜାନୁୟାରୀ ୨୦ରେ ହେବାକୁ ଥିବା ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ର ତୃତୀୟ ସଂସ୍କରଣରେ କେବଳ ଶିକ୍ଷାର୍ଥୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ପଚାରି ପାରିବେ...

ଭାଜପାରେ ସାମିଲ ହେବା ପୂର୍ବରୁ ପୂର୍ବତନ ଜେଡିଏସ ନେତାଙ୍କୁ ନିର୍ମମ ହତ୍ୟା

ବେଙ୍ଗାଲୁରୁ,୧୬।୧୧: କର୍ନାଟକରେ ପୂର୍ବତନ ଜେଡିଏସ ନେତା ମଲ୍ଲିକାର୍ଜୁନ ମୁଥିଆଲଙ୍କୁ ନିର୍ମମ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଗୋଟିଏ ଦିନ ପୂର୍ବରୁ ମୁଥିଆଲ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।...

ୟୁନିଫର୍ମ ସିଭିଲ କୋଡ୍‌ ଆଇନ ଆଣିବାକୁ ମୋଦିଙ୍କୁ ଅନୁରୋଧ କଲେ ରାଜ୍‌ ଠାକ୍‌ରେ

ପୁଣେ,୨୨।୫: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁନିଫର୍ମ ସିଭିଲ କୋଡ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଏକ...

ପ୍ରସିଦ୍ଧ ଧାର୍ମିକ ଗୁରୁ ସିଦ୍ଧେଶ୍ୱର ସ୍ବାମୀଜୀଙ୍କ ପରଲୋକ: ପ୍ରଧାନମନ୍ତ୍ରୀଙ୍କ ଶୋକ

ବେଙ୍ଗାଲୁରୁ,୩।୧: କର୍ନାଟକର ବିଜୟପୁର ଜିଲାରେ ଅବସ୍ଥିତ ଜନ୍ନାୟୋଗାଶ୍ରାମର ପ୍ରସିଦ୍ଧ ଧାର୍ମିକ ଗୁରୁ ସିଦ୍ଧେଶ୍ୱର ସ୍ବାମୀଜୀଙ୍କ ପରଲୋକ ଘଟିଛି। ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ କିଛି...

ଦିଦି-ଓଓ୍ବାଇସି ବାକ୍‌ ଯୁଦ୍ଧ

ନୂଆଦିଲ୍ଲୀ,୧୬।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଜାରି ରହିଛି।...

Advertisement
Archives

Model This Week