Posted inଜାତୀୟ

ମେଳାରେ ମୁସଲିମ ଭେଣ୍ଡରଙ୍କୁ ମନା

ଉଡୁପି,୨୩।୩: କର୍ନାଟକର ଉଡୁପି ଜିଲାରେ ହୋସା ମାରଗୁଡ଼ି ମନ୍ଦିରଠାରେ ପ୍ରତି ବର୍ଷ ବସୁ ଥିବା ମେଳା କଦାପି ମୁସଲିମ ଏବଂ ହିନ୍ଦୁଙ୍କ ମଧ୍ୟରେ ଭେଦଭାବ କରି ନାହିଁ। ପ୍ରତି ବର୍ଷ ହିନ୍ଦୁ ଷ୍ଟଲ ମାଲିକଙ୍କ ସହ ଦୋକାନ ପକାନ୍ତି ୧୦୦ରୁ ଊର୍ଦ୍ଧ୍ୱ ମୁସଲିମ ଭେଣ୍ଡର। କିନ୍ତୁ ଏଥର ମୁସଲିମ ଭେଣ୍ଡରଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ମନ୍ଦିର ମେଳାରେ ମୁସଲିମମାନଙ୍କୁ ପୂରାଇ ନ ଦେବାକୁ ପୂରା କର୍ନାଟକରେ ପୋଷ୍ଟର ଲଗାଯିବା ପରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଥିଲେ ସରକାର।

“ଆମେ ମନ୍ଦିର କମିଟି ସଦସ୍ୟଙ୍କୁ ଭେଟିଥିଲୁ। କିନ୍ତୁ କେବଳ ହିନ୍ଦୁଙ୍କ ପାଇଁ ସ୍ଲଟ ନିଲାମ କରାଯିବ ବୋଲି ସେମାନେ କହିଲେ। ଆମକୁ ରାଜି ହେବାକୁ ପଡ଼ିଲା। ସେମାନେ ନିଶ୍ଚିତ ଭାବେ ପ୍ରବଳ ଚାପରେ ଅଛନ୍ତି” ବୋଲି ଷ୍ଟ୍ରିଟ୍‌ ଭେଣ୍ଡର୍ସ ଆସୋସିଏଶନର ସାଧାରଣ ସମ୍ପାଦକ ମହମ୍ମଦ ଆରିଫ କହିଛନ୍ତି। ଦକ୍ଷିଣ ପନ୍ଥୀ ଗୋଷ୍ଠୀଠାରୁ ପ୍ରବଳ ଚାପର ସମ୍ମୁଖୀନ ହେବାକୁ ଥିବା ହୋସା ମାରିଗୁଡ଼ି ମନ୍ଦିର ଅଧିକାରୀ ପ୍ରଶାନ୍ତ ଶେଟ୍ଟି ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟାନ୍ସ ଭିଡିଓ ଶେୟାର କରି ପ୍ରିୟଙ୍କାଙ୍କୁ ଟାର୍ଗେଟ କଲେ ଅମିତ ମାଳବିୟ, ଜନତା ଶେୟାର କଲେ ସିନ୍ଧିଆଙ୍କ ଫଟୋ

ନୂଆଦିଲ୍ଲୀ,୧୧ ।୧୨: ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ ଜଣଙ୍କର ହେଲିକପ୍ଟର ଦୁର୍ଘଟଣା ଜନିତ ମୃତ୍ୟୁ...

୩ ମାସରେ ୯୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ, ୧୯ା୧୧(ପି.ଟି.) ପାକିସ୍ତାନ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି। ଚଳିତବର୍ଷ ଗତ ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ୯୫୦...

୨୮ଜୁନରୁ ଏହି ରାଜ୍ୟରେ ଖୋଲିବ ସେଲୁନ

ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ କରୋନା ସଙ୍କଟ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। କରୋନା ଲକ୍‌ଡାଉନ ଯୋଗୁ ସାଧାରଣ ଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଅନଲକ୍‌-୧ରେ ସରକାର...

ମାଡାମ୍‌ ତୁସାଦ୍‌ ମ୍ୟୁଜିୟମ୍‌ ହେବ ବନ୍ଦ

ନୂଆଦିଲ୍ଲୀ,୨୯।୧୨: ରାଜଧାନୀ ଦିଲ୍ଲୀର କର୍ନଟ ପ୍ଲେସ୍‌ଠାରେ ଥିବା ମାଡାମ୍‌ ତୁସାଦ୍‌ ମ୍ୟୁଜିୟମ୍‌କୁ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦିଲ୍ଲୀରେ ଏହି ମ୍ୟୁଜିୟମ୍‌ ପର୍ଯ୍ୟଟକଙ୍କ...

ପ୍ରଧାନମନ୍ତ୍ରୀଙ୍କ ପ୍ରତି ଘୃଣା ଏବେ ଦେଶପ୍ରତି ଘୃଣା ପାଲଟିଛି: ସ୍ମୃତି ଇରାନୀ…

ନୂଆଦିଲ୍ଲୀ,୧୫।୩ : ପ୍ରଧାନମନ୍ତ୍ରୀଙ୍କ ପ୍ରତି ରାହୁଲ ଗାନ୍ଧୀଙ୍କ ଘୃଣା ଏବେ ଦେଶ ପ୍ରତି ଘୃଣାଭାବରେ ପରିଣତ ହୋଇଛି। ବିଦେଶ ମାଟିରେ ଦେଶ ବିରୋଧରେ ଦିଆଯାଇଥିବା ବିବୃତ୍ତି...

ମହାରାଷ୍ଟ୍ରରେ ଲାଗୁ ହେବ ପୁରୁଣା ପେନସନ ଯୋଜନା, ଶିନ୍ଦେ ଦେଲେ ସଙ୍କେତ…

ମୁମ୍ବାଇ,୨୨।୧ : ଗୋଟିଏ ପଟେ ଯେତେବେଳେ କଂଗ୍ରେସ କିମ୍ବା ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ପୁରୁଣା ପେନସନ ଯୋଜନା ପୁନଃସ୍ଥାପିତ ହେଉଛି, ସେତେବେଳେ ଭାଜପା ଶାସିତ ରାଜ୍ୟଗୁଡ଼ିକ...

ଗାଜିପୁର ସୀମାରେ ବଢୁଛି ତମ୍ବୁ ସଂଖ୍ୟା: ଟିକାଏତ୍ କହିଲେ ବିଜୟୀ ହୋଇ ଫେରିବୁ

ନୂଆଦିଲ୍ଲୀ,୩୦ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରାୟ ୨ ମାସ ହେବ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆନ୍ଦୋଳନରେ ବସିଛନ୍ତି କୃଷକ...

ସ୍ତ୍ରୀ ଭିଣୋଇ ଘରକୁ ଚାଲିଯିବାରୁ ରାଗିଗଲେ ସ୍ବାମୀ, ଶାଶୁ-ଶ୍ୱଶୁରଙ୍କୁ କଲେ ଆକ୍ରମଣ

ଲକ୍ଷ୍ନୌ,୪ା୭: ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରୁ ଚକିତ କରିଦେବା ପରି ଏକ ଘଟଣା ସାମ୍ନାକୁ ଆସିଛି। ଶ୍ୱଶୁର ଘରକୁ ଆସି ସ୍ତ୍ରୀଙ୍କୁ ଘରେ ନ ଦେଖିବାରୁ ଶାଶୁ-ଶ୍ୱଶୁରଙ୍କ...

Advertisement
Archives

Model This Week