କୋଭିଡ କଟକଣା ମଧ୍ୟରେ ସରିଲା ମା’ ଭୁଧାରଚଣ୍ଡୀଙ୍କ ଉଡାପର୍ବ

ସଜନାଗଡ,୧୫।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିରୁ ପାଞ୍ଚ କି.ମି. ଦୂର ସଜନାଗଡ ଗ୍ରାମରେ ଆମ୍ରକୁଞ୍ଜ ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ଭୁଧାରଚଣ୍ଡୀଙ୍କ ଉଡାପର୍ବ ଅନୁଷ୍ଠିତ ହୋଇଯାଇଛି। ମା’ଙ୍କ ପୀଠରେ ରଜ ସଂକ୍ରାନ୍ତିରେ ନିଆଁପାଟ ଓ ଉଡାପର୍ବ ପାଳିତ ହୋଇଥାଏ। ହଜାର ହଜାର ଭକ୍ତଙ୍କର ଉପସ୍ଥିତିରେ ଏହି ପର୍ବ ପାଳନ କରାଯାଉଥିବା ବେଳେ ଏ ବର୍ଷ କରୋନା କଟକଣା ମଧ୍ୟମରେ କେବଳ ବିଧି ମୁତାବକ ଏହି ପର୍ବ ପାଳନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ରାତି ଅଧରେ ହଷ୍ଟେଲରେ ଦୁଇ ଛାତ୍ରଙ୍କ ଗୁଣ୍ଡାରାଜ

ବ୍ରହ୍ମପୁର ଅଫିସ,୧୩ା୯- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି ା ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ବୁଧବାର ବିଳମ୍ବିତ ରାତିିରେ ୨ ଜଣ ସ୍ନାତକୋତ୍ତର ଛାତ୍ର ନୂତନ...

ସରକାରୀ ଜମିରେ ସ୍ଥାୟୀ ଭାବେ ରହିବାରୁ ସଂଘର୍ଷ

କୃଷ୍ଣପ୍ରସାଦ, ୮।୧୧(ଡି.ଏନ୍‌.ଏ): କୃଷ୍ଣପ୍ରସାଦ ବ୍ଲକ ଅଧୀନ ଚିଲିକା ମଧ୍ୟରେ ଥିବା ବ୍ରହ୍ମପୁର ଗ୍ରାମରେ ୩୦ ଦଳିତ ପରିବାର ସ୍ଥାୟୀ ଭାବେ ରହୁଥିଲେ। ମିଳିଥିବା ସୂଚନା ଅନୁସାରେ...

ବିଜେପୁର ଅଞ୍ଚଳ ଚାଷୀଙ୍କ ଦାବି ରହିଲା: ଏଣିକି ପାଞ୍ଚ ଦିନ ବସିବ ପରିବା ମାର୍କେଟ୍‌

ବିଜେପୁର,୨୬।୪(ଡି.ଏନ୍‌.ଏ.): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ବିଜେପୁର ଏନ୍‌ଏସିର ହାଇସ୍କୁଲ ପଡିଆରେ ଅସ୍ଥାୟୀ ଭାବେ ବସୁଥିବା ପରିବା ମାର୍କେଟକୁ ସପ୍ତାହକୁ...

୨୪ ଘଣ୍ଟାରେ ସାପ କାମଡାରେ ୨ମୃତ

ମାଲକାନଗିରି,୨୩ା୮ (ଡି.ଏନ.ଏ.)- ମାଲକାନଗିରି ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସାପ କାମୁଡାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଦେବା ମାଡକାମୀ ଓ ମାଳତି...

ନାବାଳିକାକୁ ବଳାତ୍କାର ପରେ ହତ୍ୟା ଘଟଣା: ଜେଲ ଗଲେ ଅଭିଯୁକ୍ତ ଯୁବକ

ବ୍ରହ୍ମପୁର ଅଫିସ ,୨୬।୬: ଗଞ୍ଜାମ ଜିଲା ସଦର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣକରି ବଳତ୍କାର ଓ ପରେ ହତ୍ୟା ଘଟଣାରେ ପୋଲିସ ଶୁକ୍ରବାର ଅଭିଯୁକ୍ତଙ୍କୁ...

ନାବାଳିକାଙ୍କ ବିବାହ ଯୋଜନା ଧରାପଡ଼ିଲା, ୩ଗିରଫ

ବୌଦ୍ଧ, ୨୯ା୪(ସ୍ବ.ପ୍ର)-ଜଣେ ନାବାଳିକାଙ୍କ ବିବାହ ଯୋଜନା ପୋଲିସ ହାତରେ ଧରାପଡିଛି ା ଏହି ବିବାହରେ ବ୍ୟବହୃତ କାର ପାଇଁ ଜାଲ୍‌ ପାସ୍‌ ବ୍ୟବହାର କରାଯାଇଥିବା ଘଟଣା...

ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ରକ୍ଷାବନ୍ଧନ ଉତ୍ସବ

ରୂପ୍‌ସା, ୧୭ା୮(ଡି.ଏନ୍‌.ଏ.)-ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଦିଗରେ ସରକାର ଯତ୍ନବାନ ହେବାର ସମୟ ଆସିଛି। ବିରଳ ଓ ବିଲୁପ୍ତପ୍ରାୟ ଏହି କଙ୍କଡ଼ାର ସୁରକ୍ଷା ଓ ତା ସମ୍ପର୍କରେ...

ଓଲଟିଲା ଟ୍ରକ୍‌ : ଚକାତଳେ ହେଲ୍‌ପରଙ୍କ ଜୀବନଗଲା, ଡ୍ରାଇଭର ଗୁରୁତର

ଯୋଡ଼ା,୧୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ୨ନଂ. ରାଜ୍ୟ ରାଜପଥ ଡିବି ସିଂ ଛକ ନିକଟସ୍ଥ ରାସ୍ତାରେ ଏକ ୧୨ ଚକିଆ ଟ୍ରକ ଭାରସାମ୍ୟ...

Advertisement
Archives

Model This Week