Posted inଫୁରସତ

ଏହି ଦେଶରେ ସୋଫା, ଚେୟାର ଫିଙ୍ଗା ଯାଇ ପାଳନ କରାଯାଏ ନବବର୍ଷ

ସାଧାରଣତଃ ଭୋଜିଭାତ, ନାଚଗୀତର ଆସରରେ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷକୁ ସ୍ବାଗତ କରାଯାଇଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ ନୂତନବର୍ଷକୁ ଅତି ଅଦ୍ଭୁତ ଢଙ୍ଗରେ ପାଳନ କରାଯାଇଥାଏ। କେଉଁଠି ଚେୟାର, ସୋଫା ଫିଙ୍ଗା ଯାଇଥାଏ ତ ଆଉ କେଉଁଠି ଖାଦ୍ୟ ପ୍ଲେଟ ଭାଙ୍ଗିବା ଏବଂ କାଗଜ ଉଡ଼ାଯାଇଥାଏ। ଏପରି ଭିନ୍ନ ଏକ ପରିବେଶ ମଧ୍ୟରେ ବେଶ୍‌ ଧୂମ୍‌ଧାମରେ ନୂତନବର୍ଷ ପାଳନ କରାଯାଇଥାଏ। ଜାଣନ୍ତୁ ଏପରି ଦେଶ ସମ୍ପର୍କରେ…

ଇଟାଲି: ଇଟାଲୀର କିଛି ଅଞ୍ଚଳରେ ଝରକା ଏବଂ ବାଲକୋନିରୁ ପୁରୁଣା ଆସବାବପତ୍ର ଫିଙ୍ଗିବାର ପରମ୍ପରା ଅଛି। ଏହି ଆସବାବପତ୍ର ଫିଙ୍ଗା ଯୋଗୁ ଲୋକମାନେ ଆଘାତ ପାଆନ୍ତି ନାହିଁ। କାରଣ ଏଥିରେ ପୁରୁଣା ତଥା ନରମ ଆସବାବପତ୍ର ଫିଙ୍ଗି ଦିଆଯାଏ। ଯଥା ସୋଫା, ଚେୟାର ଏବଂ କାଗଜ ଫିଙ୍ଗା ଯାଇଥାଏ। ଏଠାରେ ବିଶ୍ୱାସ ରହିଛି, ପୁରୁଣା ସାମଗ୍ରୀ ଫିଙ୍ଗିଲେ ନୂତନ ବର୍ଷରେ ସବୁ ଅସୁବିଧା ଦୂର ହୋଇଯିବ। ପରିବାରରେ ସୁଖ, ଶାନ୍ତି ଭରିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ଚିକେନ ନଗେଟ୍‌ : ପ୍ୟାକେଟରେ ଥିଲା ଏମିତି କିଛି…

ଯଦି ଅନ୍‌ଲାଇନ୍ରେ‌ କିଛି ଖାଇବା ଅର୍ଡର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଲିଡ୍‌ସ୍‌, ଇଂଲଣ୍ଡର ଲିଲି ଡେଣ୍ଟନ ନାମକ ମହିଳା ଅନ୍‌ଲାଇରେ ଏକ ସାଇଡ୍‌ରୁ...

କପିଲ ଦେବ ପିନ୍ଧିଲେ ଏମିତି ପ୍ୟାଣ୍ଟ୍‌, ଫ୍ୟାନ୍‌ କହିଲେ ରଣବୀରଙ୍କଠାରୁ ଦୂରେଇ ରୁହ

୧୯୮୩ରେ ହୋଇଥିବା କ୍ରିକେଟ ବିଶ୍ୱକପରେ ଭାରତର ଐତିହାସିକ ବିଜୟକୁ ନେଇ ଫିଲ୍ମ ‘୮୩’ ନିର୍ମାଣ କରାଯାଉଛି। ଏହି ଫିଲ୍ମରେ ବଲିଉଡ ଅଭିନେତା ରଣବୀର ସିଂହ କପିଲ...

ବିବାହ କଥା ଉଠିବାରୁ ୩ ଦିନ ଧରି କବାଟ ବନ୍ଦ କରି ରହିଥିଲେ ଏହି ପ୍ରସିଦ୍ଧ ରାଜନେତା

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସଫଳ ରାଜନୈତିକ କ୍ୟାରିୟର ରହିଥିଲା। ୧୯୨୪, ଡିସେମ୍ବର ୨୫ରେ ସେ ଗ୍ବାଲିୟରରେ ଜନ୍ମଗ୍ରହଣ କରିଥିଲେ। ଅଟଳ ଜୀ ସାରା...

୯୦ ବର୍ଷୀୟା ଫିଟନେସ୍‌ ଟ୍ରେନର୍‌: ବୟସ ତାଙ୍କ ପାଇଁ କେବଳ ଏକ ନମ୍ବର…

୯୦ ବର୍ଷ ବୟସରେ ଲୋକେ ଭଲରେ ଚାଲି ବୁଲି ପାରନ୍ତିନି। ଏମିତି କି ନିଜର ଦୈନନ୍ଦିନ କାମରେ ବି ଅନ୍ୟର ସାହାଯ୍ୟ ଲୋଡ଼ନ୍ତି। କିନ୍ତୁ ଜାପାନର...

କରୋନା ପଜିଟିଭ୍‌ ପରେ ବି କମି ନାହିଁ ମନୋବଳ: ଯୋଗ, ବ୍ୟାୟାମ କରୁଛନ୍ତି ପୋଲିସକର୍ମୀ

ନୂଆଦିଲ୍ଲୀ,୨୪।୪: ସାରା ବିଶ୍ୱ କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହୋଇପଡ଼ିଛି। ସମସ୍ତେ ଏହି ସଂକ୍ରମଣକୁ ନେଇ ଭୟଭୀତ ହୋଇପଡ଼ିଥିବା ବେଳେ ଏହାରି ଭିତରେ ଦିଲ୍ଲୀ ପୋଲିସର...

ହସ ଫୁଟାଇଛି ‘ପଦ୍ମା’

୨୦୨୧ ମେ ୧୩। କପିଳାସ ଚିଡ଼ିଆଖାନା ପାଇଁ ଏହି ଦିନ ଥିଲା ବେଶ୍‌ ଦୁଃଖଦ। କାରଣ ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଥିବା ହାତୀ ଶାବକ ‘ହୀରୋ’ ସବୁଦିନ...

ସବୁଠୁ ଦାମୀ ବ୍ୟାଗ୍‌, ଏହା ବଦଳରେ କିଣି ହେବ ବିଳାସପୂର୍ଣ୍ଣ ଘର ସହ ୧୦ କାର୍‌

ଇଟାଲୀର ଏକ ବିଳାସପୂର୍ଣ୍ଣ ବ୍ରାଣ୍ଡ୍‌ ବିଶ୍ୱର ସବୁଠୁ ଦାମୀ ବ୍ୟାଗକୁ ଡିଜାଇନ କରିଛି। କମ୍ପାନୀ ଏହି ବ୍ୟାଗ୍‌ କିଛିଦିନ ତଳେ ଲଞ୍ଚ କରିଛି। ଏହି ବ୍ୟାଗର...

ବାଥ ଟବରେ ଗାଧୋଉଛି ବାଘ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ବାଘ ବାଥ ଟବରେ ଗାଧୋଉଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଜଙ୍ଗଲ...

Advertisement
Archives

Model This Week