Posted inଖେଳ

ମୋଲେମା ୧୪ତମ ଷ୍ଟେଜ୍‌ ବିଜେତା

ପ୍ୟାରିସ, ୧୧|୭ : ନେଦରଲାଣ୍ଡ୍ସର ବାଉକେ ମୋଲେମା ଟୁର୍‌ ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ୧୪ତମ ଷ୍ଟେଜ୍‌ ବିଜେତା ହୋଇଛନ୍ତି। ଜେନେରାଲ କ୍ଲାସିଫିକେଶନରେ ଫ୍ରାନ୍ସର ଗୁଇଲାମ ମାର୍ଟିନ ୭ ସ୍ଥାନ ଉପରକୁ ଉଠି ଟାଡେଜ ପୋଗାକାରଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଦୁଇ ରାଇଡରଙ୍କ ମଧ୍ୟରେ ବ୍ୟବଧାନ ମାତ୍ର ୪.୦୪ ମିନିଟ ରହିଛି। ଟେକ୍‌୍‌ ସେଗାଫ୍ରେଡୋ ଟିମ୍‌ର ମୋଲେମା ଶନିବାର ଅନୁଷ୍ଠିତ ୧୮୩.୭ କିମି ଦୂରତା ବିଶିଷ୍ଟ ରେସ୍‌କୁ ୪ ଘଣ୍ଟା ୧୬ମିନିଟ ୧୬ସେକେଣ୍ଡରେ ଶେଷ କରିଥିଲେ।
ରେସ୍‌ର ଶେଷ ୪୨ କିମି ବାଟ ସେ ଅନ୍ୟମାନଙ୍କଠାରୁ ଆଗରେ ରହିଆସିଥିଲେ। ଟୁର୍‌ରେ ତାଙ୍କର ଦ୍ୱିତୀୟ ଷ୍ଟେଜ୍‌ ବିଜୟ। ଅଷ୍ଟ୍ରିଆର ପ୍ୟାଟ୍ରିକ୍‌ କୋନାର୍ଡ ୧.୦୪ ମିନିଟ୍‌ ପଛରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। କଲମ୍ବିଆର ସର୍ଗିଓ ହିଗୁଇଟା ଏବଂ ଇଟାଲୀର ମାଟିଆ କାଟାନେଓ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅବସରର ୧୧ ବର୍ଷ ପରେ ସଚିନଙ୍କୁ ୨ଥର ଭୁଲ୍‌ ଆଉଟ୍‌ ଦେଇଥିବା ସ୍ବୀକାର କଲେ ବକ୍‌ନର

ନୂଆଦିଲ୍ଲୀ, ୨୧।୬- ବିଂଶ ଶତାବ୍ଦୀରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ଶ୍ରେଷ୍ଠ ଅମ୍ପାୟରଙ୍କ ମଧ୍ୟରେ ଜାମାଇକାର ଷ୍ଟିଭ ବକ୍‌ନର ଅନ୍ୟତମ ଥିଲେ। କିନ୍ତୁ ବକ୍‌ନରଙ୍କ କେତେକ...

ରାଜସ୍ଥାନକୁ ଶୀର୍ଷରେ ପହଞ୍ଚାଇଲେ ଚହଲ

ମୁମ୍ବାଇ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ରବିବାର ୨୦ତମ ମ୍ୟାଚରେ ରାଜସ୍ଥାନ ରାୟାଲ୍ସ ୩ ରନ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ପରାସ୍ତ କରିଛି। ରାଜସ୍ଥାନ ୨୦ ଓଭରରେ...

ଆୟର୍ଲାଣ୍ଡକୁ ହରାଇଲା ଭାରତୀୟ ମହିଳା ହକି ଦଳ

ଡବଲିନ,୨ା୬(ପିଟି)- ଗୋଟିଏ ଗୋଲରେ ପଛୁଆ ରହିବା ପରେ ମଧ୍ୟ ଭାରତୀୟ ମହିଳା ହକି ଦଳ ୨-୧ ଗୋଲରେ ଆୟର୍ଲାଣ୍ଡକୁ ଏଠାରେ ଚାଲିଥିବା ୨୧ ବର୍ଷରୁ କମ୍‌...

ଓ୍ବିମ୍ବେଲଡନ ପୁରସ୍କାର ବାଣ୍ଟି ଦିଆଯିବ

ଓ୍ବିମ୍ବେଲଡନ, ୧୧ା୭ (ଏପି): କରୋନା ଭାଇରସ୍‌ ମହାମାରୀ ଯୋଗୁ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନଶିପ୍‌ ବାତିଲ କରିଦିଆଯାଇଛି। ଏହା ସତ୍ତ୍ୱେ ୧୨.୫ ନିୟୁତ ଡଲରା ପୁରସ୍କାର...

ଗୋଟିଏ ସର୍ତ୍ତରେ ଅଧିନାୟକ ପଦ ଛାଡ଼ିବାକୁ ରାଜି ଟିମ୍‌ ପେନ୍‌; ଅଷ୍ଟ୍ରେଲିଆର ଆଗାମୀ ଅଧିନାୟକ ଭାବେ…

ମେଲବର୍ନ,୧୩।୫: ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ଟିମ୍‌ ପେନ ଦାୟିତ୍ୱରୁ ହଟିବାକୁ ନେଇ ସଙ୍କେତ ଦେଇଛନ୍ତି। ଆସେସ୍‌ କ୍ରିକେଟ ସିରିଜରେ ଇଂଲଣ୍ଡକୁ ଯଦି ତାଙ୍କ ଦଳ ପରାସ୍ତ...

ସନ୍ଦୀପ କୁମାରୀ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୩ା୫ (ପି.ଟି.)-ଡୋପ୍‌ ଟେଷ୍ଟରେ ବିଫଳ ହେବାରୁ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ ଡିସ୍‌କସ୍‌ ଥ୍ରୋୟର ସନ୍ଦୀପ କୁମାରୀଙ୍କୁ ୪ ବର୍ଷ ବାସନ୍ଦ କରିଛି। କୌତୂହଳର କଥା...

ଓସିଏ ଆନ୍ତଃ ଜିଲା ସିନିୟର ଟି ୨୦: କଟକ-ଏ’ ଚାମ୍ପିୟନ

ଭୁବନେଶ୍ୱର,୨୩।୧୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି ୨୦ କ୍ରିକେଟ...

୨୦୨୦ ପରେ ପେସ୍‌ ଅବସର ନେବେ

ନୂଆଦିଲ୍ଲୀ,୨୬।୧୨(ପି.ଟି.)- ଭାରତୀୟ ଟେନିସ ଆଇକନ୍‌ ଲିଆଣ୍ଡର ପେସ୍‌ ୨୦୨୦ ପରେ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଆସନ୍ତାବର୍ଷ ହେବ ତାଙ୍କ ଗୌରବମୟ କ୍ୟାରିୟରର ଶେଷ...

Advertisement
Archives

Model This Week