ଅନ୍ୟ ନିର୍ବାଚନମଣ୍ଡଳୀ ବୁଲିବେ ବିଧାୟକ, କଡ଼ା ନିର୍ଦ୍ଦେଶ ଦେଇ କହିଲେ…

ଭୁବନେଶ୍ୱର,୨୮ା୧୧: ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଙ୍ଗଠନକୁ ଆହୁରି ମଜଭୁତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜ ନିଜ ନିର୍ବାଚନମଣ୍ଡଳୀ ବାହାରେ ଥିବା ଅନ୍ୟ ନିର୍ବାଚନମଣ୍ଡଳୀଗୁଡ଼ିକୁ ଯାଇ କ୍ଷେତ୍ରସ୍ତରରେ କାମ କରିବାକୁ ବିଧାୟକମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଡିସେମ୍ବର ୧ରୁ ୨୫ ଯାଏ ଅନ୍ୟ ନିର୍ବାଚନମଣ୍ଡଳୀ ବୁଲିବେ ବିଧାୟକ। ସାଙ୍ଗଠନିକ ସ୍ଥିତିର ସମୀକ୍ଷା କରିବାକୁ ବିଧାୟକଙ୍କୁ ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ଏବଂ ଯୋଜନାର ସୁଫଳ ତୃଣମୂଳ ସ୍ତରରେ କିପରି ପହଞ୍ଚୁଛି ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି। ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳର ସାଙ୍ଗଠନିକ ସ୍ଥିତି କିପରି ରହିଛି, ତାର ଟିକିନିଖି ସମୀକ୍ଷା କରିବା ପାଇଁ ବିଧାୟକମାନଙ୍କୁ ସ୍ୱତନ୍ତ୍ର ଟାସ୍କ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମାୟାବତୀ

ନୂଆଦିଲ୍ଲୀ,୨୮।୧୧: ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ, ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଯୋଗାଇବା ନେଇ କେନ୍ଦ୍ର…

ଅଷ୍ଟ୍ରେଲିଆ ଟିମ୍‌ରେ ବଡ଼ ହଲଚଲ: ୨ ଅଭିଜ୍ଞ ଖେଳାଳି ଦଳରୁ ବିଦା, କ୍ରିକେଟ୍‌ ଜଗତରେ ବଢୁଛି ଚର୍ଚ୍ଚା

ସିଡନୀ,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୪ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି। ଦଳରୁ ଦୁଇ ଅଭିଜ୍ଞ ଖେଳାଳି ନାଥନ ଲାୟନ ଓ…

ଜାଣନ୍ତୁ କ’ଣ ଖାଆନ୍ତି ବୈଭବ ସୂର୍ଯ୍ୟବଂଶୀ: ଲମ୍ବା ଛକା ପଛର ରହସ୍ୟ…

ନୂଆଦିଲ୍ଲୀ,୨୮।୧୧: ନିଜର ବିସ୍ଫୋରକ ବ୍ୟାଟିଂ ଓ ଲମ୍ବା ଲମ୍ବା ଛକା ପାଇଁ ଚର୍ଚ୍ଚାରେ ରହିଛନ୍ତି ଭାରତର ଯୁବ କ୍ରିକେଟ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ। ମାତ୍ର ୧୫ ବର୍ଷ…

IPLରୁ ସନ୍ନ୍ୟାସ ପରେ ପ୍ରଥମଥର ମୁହଁ ଖୋଲିଲେ ଧୋନୀ, ଖୋଲିଲେ ସାଂଘାତିକ ରହସ୍ୟ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୨୮।୧୧: କ୍ରିକେଟ ଦୁନିଆରେ ୭ ନମ୍ବର କଥା ଉଠିଲେ ପ୍ରଥମେ ମନକୁ ଆସନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଧୋନୀଙ୍କ ସହ ୭ ନମ୍ବରର…

ମହାରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ନ୍ୟୁଜିଲାଣ୍ଡ ବିପକ୍ଷରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ ବଡ଼ ସ୍କୋର କରିପାରି ନ ଥିଲେ ମଧ୍ୟ ଭାରତୀୟ ଉଇକେଟ୍‌କିପର ବ୍ୟାଟର ରିଷଭ ପନ୍ତ ଏକ ବଡ଼…

ଏହି ଦିନ ବ୍ୟାଙ୍କ ଧର୍ମଘଟ ଡାକରା: କେଉଁ ସେବା ଚାଲିବ, କେଉଁଟା ବନ୍ଦ, ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୧୧: ଆସନ୍ତା ସପ୍ତାହରେ ବ୍ୟାଙ୍କ ଶାଖାକୁ ଯାଇ ଚେକ ଜମା କରିବା, ନଗଦ ଟଙ୍କା ଉଠାଇବା କିମ୍ବା ଅନ୍ୟ କୌଣସି ଜରୁରୀ କାମ କରିବାର ଯୋଜନା ଥିଲେ…

ରୋହିତ ପୁଣି ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍‌ଟେନ: ଖୁସି ହୋଇ ନୀତା ଅମ୍ବାନୀ କହିଲେ ମନର କଥା, ୨୦୧୧ରୁ…

ନୂଆଦିଲ୍ଲୀ,୨୮।୧୧: ଆଇପିଏଲ ୨୦୨୭ ପାଇଁ ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେ ରୋହିତ ଶର୍ମା। ଏହି ନିଷ୍ପତ୍ତିକୁ ନେଇ ଦଳର ମାଲିକାଣୀ ନୀତା ଅମ୍ବାନୀ ବେଶ ଖୁସି…

୩ ମାସ ପରେ ବି କାର୍ଯ୍ୟକାରୀ ହେଲାନି ଜିଲାପାଳଙ୍କ ନିର୍ଦ୍ଦେଶ: ଜାଲ ପ୍ରମାଣପତ୍ରରେ ଉତ୍ତରାଧିକାରୀ ସାର୍ଟିଫିକେଟ ହାସଲ ଅଭିଯୋଗ

କଟକ ସଦର, ୨୮।୧୧ (ସୁଶାନ୍ତ କୁମାର ଜେନା): ଜାଲ ମୃତ୍ୟୁ ପ୍ରମାଣପତ୍ର ଓ ନକଲି ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ଆଧାରରେ ଉତ୍ତରାଧିକାରୀ ପ୍ରମାଣପତ୍ର ହାସଲ ଅଭିଯୋଗ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?