ଶାହିଦ ନୁହନ୍ତି, ମୀରାଙ୍କ ପସନ୍ଦର ସେଲିବ୍ରିଟି ଏହି କ୍ରିକେଟର

ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପ୍ରଶଂସକଙ୍କ ସହ ସବୁବେଳେ ପ୍ରଶ୍ନ-ଉତ୍ତର ଖେଳ ଖେଳିଥାନ୍ତି। ନିକଟରେ ସେ ଠିକ୍‌ ଏମିତି କିଛି କରିଛନ୍ତି। ଏହି ଗେମ୍‌ରେ ମୀରା ପ୍ରଶଂସକଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ତାଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା, ଶାହିଦ କପୁର ଏବଂ ଏବି ଡିଭିଲିୟର୍ସଙ୍କ ମଧ୍ୟରେ ଆପଣଙ୍କର ପ୍ରିୟ ସେଲିବ୍ରିଟି କିଏ। ଉତ୍ତରରେ ମୀରା ଡିଭିଲିୟର୍ସଙ୍କ ନାମ ନେଇଥିଲେ। ଆଉ ଏକ ପ୍ରଶ୍ନ କରାଯାଇଥିଲା, ଆପଣ କ୍ରିକେଟ ଦେଖିବାକୁ ଭଲ ପାଆନ୍ତି ନା ଫୁଟବଲ? ଉତ୍ତରରେ ମୀରା କହିଥିଲେ ଡିଭିଲିୟର୍ସ ଜଣେ ଭଲ କ୍ରିକେଟର, ତେଣୁ ମୁଁ କ୍ରିକେଟ ଦେଖିବାକୁ ଭଲପାଏ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଟିରେ ରିଲିଜ ହେବ ସଞ୍ଜୟଙ୍କ ଏହି ଫିଲ୍ମ

ମୁମ୍ବାଇ: କରୋନା ଲକ୍‌ଡାଉନ ଯୋଗୁ ସମସ୍ତ ହଲ୍‌ ବନ୍ଦ ରହିଛି। ଫଳରେ ପ୍ରଯୋଜକମାନେ ଫିଲ୍ମ ରିଲିଜ୍‌ ପାଇଁ ଏବେ ଡିଜିଟାଲ ପ୍ଲାଟଫର୍ମକୁ ଚୟନ କରିଛନ୍ତି। ଏହି...

ବିବାହର ୪ ମାସ ପରେ ଯମଜ ସନ୍ତାନର ମା’ ହେଲେ ନୟନତାରା

ସାଉଥ ସୁପରଷ୍ଟାର ନୟନତାରା ଏବଂ ବିଗ୍ନେଶ ଶିବନ ବିବାହର ମାତ୍ର ୪ ମାସ ପରେ ଯମଜ ସନ୍ତାନର ମାତା-ପିତା ହୋଇଛନ୍ତି। ଏହି ଦମ୍ପତି ସରୋଗେସି ମାଧ୍ୟମରେ...

ଏତିକି କୋଟି ଟଙ୍କାର ମାଲିକାଣୀ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୟୁନିଭର୍ସ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ ଏବେ ଚର୍ଚ୍ଚାରେ ରହିଛନ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ...

ହେମାଙ୍କୁ ବିବାହ କରି ବି କୌଣସି ଅଭିନେତ୍ରୀଙ୍କୁ ଘରର ବୋହୂ କରିବାକୁ ଚାହିଁ ନ ଥିଲେ ଧର୍ମେନ୍ଦ୍ର; ଏପରି ଭାଙ୍ଗିଥିଲା ବବିଙ୍କ ହୃଦୟ…

ବମ୍ବେ: ଦିନ ଥିଲା ଭାଇଙ୍କ ବନ୍ଧୁଙ୍କୁ ଭଲପାଇ ବସିଥିଲେ। ହେଲେ ପ୍ରେମ ତାର ଶେଷ ଠିକଣାରେ ପହଞ୍ଚିପାରିଲା ନାହିଁ। ଆମେ କଥା ହେଉଛୁ ଦେଓଲ ପରିବାରର...

କରନ୍‌ଙ୍କ ଉପରେ ରାଗିଗଲେ କଙ୍ଗନାଙ୍କ ଭଉଣୀ

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଫିଲ୍ମ ନିର୍ମାତା କରନ୍‌ ଜୋହର ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଥିବା କୁହାଯାଉଛି। ନିକଟରେ ପଦ୍ମଶ୍ରୀ ପୁରସ୍କାର...

ଆତ୍ମହତ୍ୟା ପୂର୍ବରୁ ଗୁଗଲ୍‌ରୁ ଏହି ୪ ଜିନିଷ ଅଧିକଥର ସର୍ଚ୍ଚ କରୁଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ଦେଢମାସ ପୂରିଲାଣି। କିନ୍ତୁ ଏବେ ବି ତାଙ୍କୁ ଭୁଲି ପାରୁନାହାନ୍ତି ତାଙ୍କ ପ୍ରଶଂସକ ଏବଂ ପରିବାର ଲୋକେ।...

ହାତକୁ ଦୁଇହାତ ହେଲେ କାମ୍ୟା

ବମ୍ବେ: ବିବାହ ବନ୍ଧନରେ ଟେଲିଜଗତର ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ପ୍ରେମିକ ସଲଭ ଦାଙ୍ଗଙ୍କୁ ସେ ପଞ୍ଜାବୀ ରୀତିନୀତିରେ ବିବାହ କରିଛନ୍ତି। ଏହା କାମ୍ୟାଙ୍କ ଦ୍ୱିତୀୟ...

ଏହି ଅଭିନେତ୍ରୀ କରୋନା ପଜିଟିଭ: ହସ୍ପିଟାଲରେ ଭର୍ତ୍ତି

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ରେନୁ ପାରିଖ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ଟୁଇଟରରେ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ...

Advertisement
Archives

Model This Week