ଛାଡ଼ପତ୍ର ଦେବେ ମିଆ

ଓ୍ବାଶିଂଟନ,୨୫ା୭: ବିବାହର ୨ ବର୍ଷ ପରେ ଆମେରିକୀୟ ପର୍ନଷ୍ଟାର ମିଆ ଖଲିଫା ସ୍ବାମୀ ରବର୍ଟ ସାଣ୍ଡବର୍ଗଙ୍କଠାରୁ ଅଲଗା ହେବେ। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ସ୍ବିଡେନ ନାଗରିକ ରବର୍ଟଙ୍କୁ ୨୦୧୯ ଜୁନରେ ମିଆ ବିବାହ କରିଥିଲେ। ଉଭୟେ ବର୍ଷେ ଧରି ସେମାନଙ୍କ ସମ୍ପର୍କ ସଜାଡ଼ିବାକୁ ଉଦ୍ୟମ କରିଥିଲେ ହେଁ ଏଥିରେ ବିଫଳ ହୋଇଥିବା ସେ କହିଛନ୍ତି। କିଛି ଦିନ ପୂର୍ବରୁ ମିଆ ତାଙ୍କ ବିବାହ ବାର୍ଷିକୀରେ ରବର୍ଟଙ୍କ ପାଇଁ ହୃଦୟସ୍ପର୍ଶୀ ପୋଷ୍ଟ କରିଥିଲେ। କରୋନା ମହାମାରୀ ପରେ ଉଭୟେ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁଙ୍କୁ ଗ୍ରାଣ୍ଡ୍‌ ପାର୍ଟି ଦେବାର ଯୋଜନା କରିଥିଲେ। କିନ୍ତୁ ଏହା ପୂର୍ବରୁ ଉଭୟେ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପାଶାଙ୍କ ପୂର୍ବରୁ ଦୁଇଦୁଇ ଜଣଙ୍କୁ ବିବାହ କରିଥିଲେ କରଣ, ଖୁବ୍‌ ଅଳ୍ପ ଦିନରେ…

ଅଭିନେତା କରଣ ସିଂ ଗ୍ରୋଭରଙ୍କ ଆଜି ଜନ୍ମଦିନ। ସେ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଆଜି...

ମସ୍‌ଜିଦରେ ନାଚିବାରୁ ଅଭିନେତ୍ରୀଙ୍କୁ ମିଳିଲା ହତ୍ୟା ଧମକ

ଲାହୋର,୧୦।୮: ବଲିଉଡ୍‌ ମୁଭି ‘ହିନ୍ଦି ମିଡିୟମ’ରେ ନଜର ଆସିଥିବା ଅଭିନେତ୍ରୀ ସବା କମରଙ୍କୁ ମିଳିଛି ହତ୍ୟା ଧମକ। ସୂଚନାଯୋଗ୍ୟ, ପାକିସ୍ତାନର ଲାହୋରରେ ଥିବା ଐତିହାସିକ ଓ୍ବାଜିର...

ସତରେ କ’ଣ ଶ୍ରୁତି ହାସନଙ୍କର ହୋଇଗଲା ବ୍ରେକ୍‌ଅପ୍‌!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ହାସନ ଓ ତାଙ୍କର ଇଟାଲିୟନ୍‌ ପୁରୁଷ ବନ୍ଧୁ ମାଇକେଲ କୋରସେଲଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଥିବା ଖବର ଶୁଣିବାକୁ ମିଳୁଛି। ଅବଶ୍ୟ...

ପୁଣି ଚର୍ଚ୍ଚାରେ ସୋନୁ

ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ଗରିବଙ୍କ ଦେବଦୂତ ସାଜିଥିବା ସୋନୁ ସୁଦ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ...

ଯଦି ରାଜି ହୋଇଥାଆନ୍ତେ…

ବେଳେବେଳେ ପ୍ରଯୋଜକ ଯାହାଙ୍କୁ ଲିଡ୍‌ ରୋଲ୍‌ରେ ନେବାକୁ ଚାହିଁଥାଆନ୍ତି, ତାହା କେତେକ କାରଣରୁ ସମ୍ଭବ ହୋଇ ନ ଥାଏ। କିନ୍ତୁ ଏହା ବଦଳରେ ସେ ଯାହାକୁ...

ମୁହଁର ସର୍ଜରୀ କରିଥିବା ସ୍ବୀକାର କଲେ ଶ୍ରୁତି

ବଲିଉଡ୍‌ କଳାକାରମାନେ ପ୍ଲାଷ୍ଟିକ୍‌ ସର୍ଜରୀ କରିବା କିିଛି ନୂଆ କଥା ନୁହେଁ। ଅନେକ ଅଭିନେତ୍ରୀ ଓଠ, ନାକ ଆଦି ଶରୀରର ବିଭିନ୍ନ ଅଙ୍ଗକୁ ଆକର୍ଷଣୀୟ କରିବା...

ଅନନ୍ୟାଙ୍କୁ ପସନ୍ଦ ନୁହେଁ ଧଳା ପୋଷାକ

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ତଥା ନବାଗତା ନାୟିକା ଅନନ୍ୟା ପାଣ୍ଡେ । ଶୀତରେ ବି ଝାଳ ବୋହିବାର ତାକତ ଅଛି ଏହି ନାୟିକାଙ୍କର ।...

୧୭ ବର୍ଷରେ ଏତେ ବଦଳିଗଲେଣି ରଶ୍ମୀ, ଚକିତ କରୁଛି ମେକ୍‌ଓଭର

ବମ୍ବେ: ପ୍ରଥମେ ଫିଲ୍ମ ‘କନ୍ୟାଦାନ’ରୁ ନିଜର ଡେବ୍ୟୁ କରିବା ପରେ ଲୋକପ୍ରିୟ ଟେଲି ଧାରାବାହିକ ‘ଉତରନ୍‌’ରୁ ଷ୍ଟାର ପାଲଟିଥିଲେ ଅଭିନେତ୍ରୀ ରଶ୍ମୀ ଦେଶାଇ। ଏବେ ରଶ୍ମୀ...

Advertisement
Archives

Model This Week