ଦେଖିବାକୁ ହିରୋଇନଙ୍କଠାରୁ କମ୍‌ ନୁହନ୍ତି ଏହି ଲୋକପ୍ରିୟ କମେଡିଆନ୍‌ଙ୍କ ସ୍ତ୍ରୀ; ହେଲେ ଭୁରିଙ୍କ ପ୍ରେମରେ…

ବମ୍ବେ: ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଶୋ’କୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି। ଅପରପକ୍ଷେ ଭାରତୀ ସିଂହ, କିକୁ ଶାରଦା, ଅଭିଷେକ କୃଷ୍ଣା, ଚନ୍ଦନ ପ୍ରଭାକର ପ୍ରମୁଖ ସୋସିଆଲ ମିଡିଆରେ ନିଜର ଖୁସିବ୍ୟକ୍ତ କରୁଛନ୍ତି।

ଶୋ’ରେ ସମସ୍ତ କଳାକାର ନିଜ ନିଜର ଚରିତ୍ରକୁ ନେଇ ବେଶ ଲୋକପ୍ରିୟ। ସେଭଳି ହେଉଛନ୍ତି ଚନ୍ଦନ ପ୍ରଭାକର। ଚନ୍ଦନ ‘ଚନ୍ଦୁ ଚା’ ବାଲା’ ଭୂମିକାରେ ନଜର ଆସୁଥିବା ବେଳେ ତାଙ୍କର ପ୍ରଶଂସକ କାହିଁରେ କେତେ। ସେ ଶୋ’ରେ ସବୁବେଳେ ଭୁରିଙ୍କ ପ୍ରେମରେ ପଡ଼ିଥିବା ଦେଖିବାକୁ ମିଳୁଥିବା ବେଳେ ଅସଲ ଜୀବନରେ କିନ୍ତୁ ବିବାହିତ।

ଚନ୍ଦନଙ୍କ ସ୍ତ୍ରୀଙ୍କ ନାମ ନନ୍ଦିନୀ ଖନ୍ନା। ୨୦୧୫ରେ ଉଭୟଙ୍କ ବିବାହ ହୋଇଥିଲା। କମେଡିଆନ୍‌ଙ୍କ ସ୍ତ୍ରୀ ଭାବେ ତାଙ୍କ ପରିଚୟ ଥିଲେ ହେଁ ସେ ଦେଖିବାକୁ କୌଣସି ହିରୋଇନଙ୍କଠାରୁ କମ୍‌ ନୁହନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଚନ୍ଦନ ଛାଡ଼ିଥାନ୍ତି। ସେଥିରେ ତାଙ୍କର ଷ୍ଟାଇଲିସ୍‌ ଲୁକ୍‌ ଦେଖିବାକୁ ମିଳେ। ଚନ୍ଦନଙ୍କ ଗୋଟିଏ ଝିଅ ମଧ୍ୟ ରହିଛି। ତାଙ୍କର ହସଖୁସିର ପରିବାରର ଝଲକ ପ୍ରଶଂସକଙ୍କ ହୃଦୟ ଜିତିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୪ରେ ହାତକୁ ଦି’ହାତ ହେବେ ବରୁଣ ଧାଓ୍ବନ, ଅତିଥି ତାଲିକାରେ ରହିଛି ଏମାନଙ୍କ ନାମ

ମୁମ୍ବାଇ : ଅଭିନେତା ବରୁଣ ଧାଓ୍ବନ ଏବଂ ନତାଶା ଦଲାଲ ଆସନ୍ତା ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ଏହି ବିବାହରେ...

ଜନ୍‌ ଆବ୍ରାହମଙ୍କ ସହ ଡେବ୍ୟୁ କରିବେ ଶେହନାଜ, ଦୀପାବଳିରେ ହେବ ରିଲିଜ୍‌!

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲ ଏବେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ପ୍ରଥମେ ତ ଶୁଣିବାକୁ ମିଳୁଥିଲା କି, ସେ ସଲମାନ ଖାନ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ...

ଏହି ଅଭିନେତ୍ରୀଙ୍କ ପାଇଁ ସଲମାନ-ଶାହାରୁଖଙ୍କ ମଧ୍ୟରେ ହୋଇଥିଲା ପ୍ରବଳ ଝଗଡ଼ା

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାନ୍‌ ଏବଂ ଦବଙ୍ଗ ସଲ୍‌ମାନ ଖାନ୍‌ ସବୁଠୁ ଭଲ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଜଣେ ଅଭିନେତ୍ରୀଙ୍କ ପାଇଁ...

ପ୍ରିୟଙ୍କାଙ୍କ ଭାରତ ବାହୁଡ଼ାକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା ଜୋନାସଙ୍କ ଭାରତ ଫେରିବାକୁ ନେଇ ସିନେପ୍ରେମୀଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୩ ବର୍ଷ ପରେ ପ୍ରିୟଙ୍କା ଭାରତ...

ପତ୍ନୀଙ୍କ ପୁରୁଣା ଫଟୋ ଶେୟାର କଲେ ଅମିତାଭ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଅନେକ ସମୟରେ ସେ ତାଙ୍କ ଟୁଇଟର ଓ ଇନଷ୍ଟାଗ୍ରାମରେ ଯାହା ଶେୟାର କରନ୍ତି...

”ଯାତ୍ରାରେ ପରିଚାଳକର ଭୂମିକା ବାପାଙ୍କ ଭୂମିକାଠୁ କମ୍‌ ନୁହେଁ“: ପ୍ରଜିତ କୁମାର ରାଉତରାୟ

”ଗୋଟିଏ ପରିବାରରେ ଜଣେ ବାପାଙ୍କ ଭୂମିକା ଯାହା ଗୋଟିଏ ଯାତ୍ରାପାର୍ଟିରେ ଜଣେ ପରିଚାଳକଙ୍କ ଭୂମିକା ଅବିକଳ ସେଇଆ। ପାର୍ଟି ଭିତରେ ସମତୂଲ ବଜାୟ ରଖିବା ସହିତ...

ପୋଲିସଙ୍କୁ ମାସ୍କ ଦେଲେ ମସାବା

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣ ବିରୋଧରେ ଚାଲିଥିବା ଯୁଦ୍ଧରେ ସମସ୍ତେ ମିଳିମିଶି ଲଢ଼େଇ କରୁଛନ୍ତି। ବଲିଉଡ୍‌ ତାରକାମାନେ ମଧ୍ୟ ଏଥିରେ ସହଯୋଗର ହାତ ବଢ଼ାଇଛନ୍ତି। ବଲିଉଡ୍‌...

୨୭ରେ ବିବାହ କରିବେ ମୌନୀ ରୟ, ଜାଣନ୍ତୁ କ’ଣ କରନ୍ତି ଭାବି ସ୍ବାମୀ

ଅଭିନେତ୍ରୀ ମୌନୀ ରୟ ଖୁବ୍‌ଶୀଘ୍ର ପ୍ରେମିକ ସୁରଜ ନାମ୍ବିଆର୍‌ଙ୍କୁ ବିବାହ କରିବେ। ଅଭିନେତ୍ରୀ ୨୭ ଜାନୁୟାରୀ ୨୦୨୨ରେ ଗୋଆରେ ଏକ ସମୁଦ୍ରକୂଳରେ ବିବାହ କରିବେ। କରୋନାକୁ...

Advertisement
Archives

Model This Week