Posted inଜାତୀୟ

ଶହୀଦଙ୍କ ବାପାଙ୍କୁ ମାଡ଼ ମାରି ଗିରଫ କଲା ପୋଲିସ

ପାଟନା, ୧।୩: ୨୦୨୦ ଗଲଓ୍ବାନ ଶହୀଦ ଯବାନ ଜୟ କିଶୋରଙ୍କ ବାପାଙ୍କୁ ସୋମବାର ରାତିରେ ପୋଲିସ ଗିରଫ କରିନେଇଛି। ସରକାରୀ ଜାଗାରେ ଯବାନଙ୍କ ସ୍ମାରକୀ ହୋଇଥିବାବେଳେ ଯବାନଙ୍କ ବାପା ରାଜ କପୁର ସିଂ ଉକ୍ତ ଜାଗାକୁ ଜବରଦଖଲ କରି ରଖିଥିବା ଅଭିଯୋଗ ହୋଇଥିଲା। ୧୫ ଦିନ ମଧ୍ୟରେ ସ୍ମାରକୀକୁ ସ୍ଥାନାନ୍ତର କରିବା ନେଇ ପୋଲିସ କହିଥିଲା। କିନ୍ତୁ ସୋମବାର ରାତିରେ ରାଜ କପୁରଙ୍କୁ ପୋଲିସ ଜୋରଜବରଦସ୍ତ ଗିରଫ କରିନେଇଥିବା ତାଙ୍କ ଘରଲୋକେ ଅଭିଯୋଗ ଆଣିଛନ୍ତି। ପୋଲିସ ତାଙ୍କୁ ମାଡ଼ ମାରିବା ସହ ଘୋଷାରି ଘୋଷାରି ନେଇଥିବା ତାଙ୍କ ସାନପୁଅ ନନ୍ଦ କିଶୋର ସିଂ କହିଛନ୍ତି। ଏ ନେଇ ଗ୍ରାମବାସୀ ପୋଲିସ ବିରୋଧରେ ଜୟ କିଶୋରଙ୍କ ସ୍ମାରକୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷେ ସରକାରୀ ଜମିରୁ ଜବରଦଖଲ ହଟାଇବା ପାଇଁ ବାରମ୍ବାର ରାଜକପୁରଙ୍କୁ କୁହାଯାଇଥିଲେ ସୁଦ୍ଧା ସେ ବେଆଇନ ନିର୍ମାଣ କରିଥିବା ଯୋଗୁ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ଅଫିସର ପୁନମ କେଶରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CSKକୁ ମିଳିଲା ଆୟୁଷଙ୍କ ରିପ୍ଲେସମେଣ୍ଟ: IPL 2026 ମଧ୍ୟରେ ଚେନ୍ନାଇରେ ପହଞ୍ଚିଲେ ପୂର୍ବତନ MI ଖେଳାଳି

ନୂଆଦିଲ୍ଲୀ,୨୩।୪: ଚେନ୍ନାଇ ସୁପର କିଙ୍ଗସ ଆୟୁଷ ମହାତ୍ରେଙ୍କ ବଦଳରେ ଜଣେ ଖେଳାଳିଙ୍କୁ ପାଇଛି। ମହାତ୍ରେଙ୍କ ସ୍ଥାନରେ CSK ୩୨ ବର୍ଷୀୟ ଦ୍ରୁତ ବୋଲର ଆକାଶ ମାଧୱାଲଙ୍କୁ ନିଜ…

RCB ପ୍ଲେୟାରଙ୍କୁ ନେବ CSK! IPLରେ ଜଣେ ଖେଳାଳିଙ୍କୁ ଋଣରେ ନେବାରେ କ’ଣ ରହିଛି ନିୟମ ଜାଣନ୍ତୁ

ନୂଆଦିଲ୍ଲୀ,୨୩।୪: IPL 2026 ରେ ଖେଳାଳିଙ୍କ ଆଘାତର ଧାରା ଅବିରତ ଜାରି ରହିଛି। ଏହା ମଧ୍ୟରେ, ଚେନ୍ନାଇ ସୁପର କିଙ୍ଗସ ନିଜକୁ ଏକ ବଡ଼ ସଙ୍କଟରେ ପକାଇଛି।…

ସରିଲା ଛୁଟି, ଖୋର୍ଦ୍ଧା ଜିଲାରେ କାଲିଠୁ ସକାଳୁଆ ସ୍କୁଲ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାରେ ଶୁକ୍ରବାରଠାରୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌ ଚାଲିବା…

ଜିଲା ବିକାଶ ସମନ୍ବୟ ଓ ପରିଚାଳନା କମିଟି ବୈଠକ: ଜିଲାର ସମସ୍ତ ଗ୍ରାମରେ ପାନୀୟଜଳ ଯୋଗାଣକୁ ତ୍ୱରାନ୍ବିତ କରିବାକୁ ଏମ୍‌ପିଙ୍କ ନିର୍ଦ୍ଦେଶ

ବରଗଡ,୨୩।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲା ବିକାଶ ସମନ୍ବୟ ଏବଂ ପରିଚାଳନା କମିଟି(ଦିଶା)ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ…

ମିଳୁନି ଇନ୍ଧନ, ୨୦ ହଜାରରୁ ଅଧିକ ବିମାନ ରଦ୍ଦ, ଟିକେଟ ବୁକିଂ ପୂର୍ବରୁ ଜାଣି ନିଅନ୍ତୁ…

ବର୍ଲିନ,୨୩।୪: ଆମେରିକା-ଇରାନ ବିବାଦ ମଧ୍ୟରେ, ବିଶ୍ୱବ୍ୟାପୀ ଇନ୍ଧନ ଅଭାବ ସ୍ପଷ୍ଟ ଦେଖାଯାଉଛି। ଫଳରେ, ଇନ୍ଧନ ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଏହାର ପ୍ରଭାବ ଏବେ ବିମାନ…

ବେଆଇନ କରତକଳ ଉପରେ ଚଢ଼ାଉ; କାଠ-ଯନ୍ତ୍ରପାତି ଜବତ, ଲମ୍ବୁ ତାରିଣୀ ଗିରଫ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଭଞ୍ଜନଗର ଓ ଗାଙ୍ଗପୁର ପୋଲିସ ମିଳିତ ଭାବେ ବେଆଇନ କରତକଳ ଉପରେ ଚଢ଼ାଉ କରିଛନ୍ତି…

ଭାରତ ସହ ପୂରା ବିଶ୍ୱରେ ବନ୍ଦ ହୋଇଯିବ ଇଣ୍ଟରନେଟ୍‌? ଇରାନ ଦେଲା ସାଂଘାତିକ ଧମକ

ନୂଆଦିଲ୍ଲୀ,୨୩।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ; ପ୍ରକୃତରେ, ଏହା ଦିନକୁ ଦିନ ବୃଦ୍ଧି ପାଉଛି। ସଦ୍ୟତମ ସୂଚନା ଅନୁଯାୟୀ, ଏହି ସଂଘର୍ଷ ଏବେ ଏକ…

ଅଶାନ୍ତ ପଶ୍ଚିମବଙ୍ଗ, ହେଲେ ଭାଙ୍ଗିଲାନି ଭୋଟରଙ୍କ ମନୋବଳ

କୋଲକାତା,୨୩।୪: ପଶ୍ଚିମବଙ୍ଗରେ ପ୍ରବଳ ଗରମ ଏବଂ ହିଂସା ମଧ୍ୟରେ, ଦିନ ପ୍ରାୟ ୩ଟା ସୁଦ୍ଧା ମତଦାନ ହାର ୭୮ ପ୍ରତିଶତ ଅତିକ୍ରମ କରିଛି। ଏହି ସମୟରେ, ତାମିଲନାଡୁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri