କୋଟଗଡ଼ରେ ପୁଣି ବ୍ୟାନର ଲଗାଇଲେ ମାଓବାଦୀ

କୋଟଗଡ଼,୧୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ମାଦାଗୁଡ଼ା ଛକରେ ମଙ୍ଗଳବାର ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। ମାଓବାଦୀମାନେ ଏକ ଗଛରେ ଏହି ବ୍ୟାନନ ମାରି ସେପ୍ଟେମ୍ବର ୧୩ ତାରିଖକୁ ସ୍ବାଧୀନ ସଂଗ୍ରାମୀ ଦିବସ ଓ ରାଜନୈତିକ ବନ୍ଦିମୁକ୍ତି ଦିବସ ଭାବେ ପାଳନ କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।
ତେବେ କୋଟଗଡ଼ ବ୍ଲକରେ ବାରମ୍ବାର ମାଓବାଦୀ ପୋଷ୍ଟର ବ୍ୟାନର ଲଗାଯାଉଥିବାରୁ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଉଅଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ମହାନଗର ନିଗମରେ ଯୋଗାଯିବ ‘ଆକ୍ୱାଗାର୍ଡ’ ଜଳ

ଭୁବନେଶ୍ୱର,୧୭।୬(ବ୍ୟୁରୋ):ରାଜ୍ୟରେ ୪ଟି ମହାନଗର ନିଗମରେ ଖୁବ୍‌ଶୀଘ୍ର ଟ୍ୟାପ୍‌ ଯୋଗେ ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ ଉପଲବ୍ଧ ହେବ। ଲୋକେ ସିଧାସଳଖ ଏହି ଟ୍ୟାପ୍‌ରୁ ଆକ୍ୱାଗାର୍ଡ ମାନର...

ଅଳକାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୬(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବାଜିମାତ୍‌ କରିଛି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କଠାରୁ ୬୬ ହଜାର...

ଆତ୍ମସମର୍ପଣ କଲେ ମାଓବାଦୀଙ୍କୁ ଯୋଗାଇ ଦିଆଯିବ ଚିକିତ୍ସା

ମାଲକାନଗିରି,୯ା୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତଓ୍ବୋଡ଼ା ଜିଲାର ବିଭିନ୍ନ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ମଧ୍ୟ କରୋନା କବଳରୁ ମୁକୁଳି ପାରିନାହାନ୍ତି। ୫୦ରୁ ଊର୍ଦ୍ଧ୍ୱ...

ଟେଣ୍ଟ ଭାଙ୍ଗିଲା ପ୍ରଶାସନ

ବନ୍ତ,୧୨।୫: ଭଦ୍ରକ ଜିଲା ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଣ୍ଢିଆ ଗ୍ରାମର ସର୍ବସାଧାରଣ ରାସ୍ତା ଉପରେ ବନ୍ଧା ଯାଇଥିବା ଟେଣ୍ଟକୁ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ଘର ଘର ବୁଲି ସଚେତନ କରୁଛନ୍ତି ସରପଞ୍ଚ

ହାଟଡ଼ିହୀ, ୨।୫(ଡି.ଏନ୍‌.ଏ.)କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ହାଟଡ଼ହୀ ପଞ୍ଚାୟତ ସରପଞ୍ଚ ଅନସୂୟା ସେଠୀ ଘରକୁ ଘର ବୁଲି କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ବାହାରକୁ...

ପାହାଡ଼ ତାଡ଼ି ମୋରମ ଚାଲାଣ

କେନ୍ଦୁଝର,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ତହସିଲ ଅଫିସଠାରୁ ଦେଢ଼ କି.ମି ଦୂର ରାସ୍ତା କଡ଼ରେ ବେଆଇନ ମୋରମ ଖନନକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିନା...

ବ୍ୟାଙ୍କରେ ରହୁନି ସାମାଜିକ ଦୂରତା:ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଗଞ୍ଜାମ,୧।୬(ଡି.ଏନ୍‌.ଏ.): ଗଞ୍ଜାମ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଦ୍ୱିତୀୟ ଲହରରେ ଏହି ସହରରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ...

ଚଳନ୍ତା ଟ୍ରାକ୍ଟରରୁ ଅଲଗା ହେଲା ଚକା, ଅଳ୍ପକେ ବର୍ତ୍ତିଲେ ଲୋକେ

ଜି.ଉଦୟଗିରି,୧ା୧୨(ଡି.ଏନ୍‌.ଏ.)- ଜି.ଉଦୟଗିରି ବରାଳିନୀ ମାର୍କେଟ ତହସିଲ ଗେଟ୍‌ ସମ୍ମୁଖରେ ରବିବାର ପୂର୍ବାହ୍ନ ପ୍ରାୟ ୯ଟାରେ ଏକ ମାଟି ବୋଝେଇ ଟ୍ରାକ୍ଟରର ଏକ୍ସିଲ ଭାଙ୍ଗି ବଡଚକ ଅଲଗା...

Advertisement
Archives

Model This Week