Posted inଜାତୀୟ

ମଙ୍ଗଳସୂତ୍ର, ସିନ୍ଦୁର ଧରି ଶ୍ରେଣୀଗୃହରେ ପଶିଲେ ନାବାଳକ, ଆଉ ତା’ ପରେ…

ହାଇଦ୍ରାବାଦ,୬ା୧୨: ବାଲ୍ୟ ବିବାହ ପ୍ରଥା ଆଇନସଙ୍ଗତ ହୋଇ ନ ଥିବା ବେଳେ ଦୁଇ ନାବାଳିକା-ନାବାଳକ ଶ୍ରେଣୀଗୃହରେ ବିବାହ କରିବା ଘଟଣା ସାମ୍ନାକୁ ଆସିଛି। ଏହି ବିବାହ ସମୟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଏକ ରିପୋର୍ଟ ଅନୁଯାୟୀ, ଜଣେ ୧୭ ବର୍ଷର ନାବାଳକ ମଙ୍ଗଳସୂତ୍ର ଏବଂ ସିନ୍ଦୁର ଆଣି ଶ୍ରେଣୀଗୃହକୁ ଆସିଥିଲେ। ଛାତ୍ର ଜଣକ ପୂର୍ବ ଗୋଦାବରୀ ଜିଲାର ରାଜା ମହେନ୍ଦ୍ରବରମରେସ୍ଥିତ ଏକ ଜୁନିଅର କଲେଜରେ ବିବାହ କରିଥିଲେ। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଛି।

ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୋଲିସ ଏବଂ ଅନ୍ୟ ଅଧିକାରୀମାନେ ଏହି ଘଟଣା ସମ୍ପର୍କରେ ସୂଚନା ପାଇଥିଲେ। ବାଲ୍ୟ ବିବାହ ଆଇନ ୨୦୦୬ ଅନୁଯାୟୀ, ପୋଲିସ ଏକ ମାମଲା ରୁଜୁ କରିଛି। ‘ବିବାହ କରିଥିବା’ ନାବାଳକଙ୍କୁ ପୋଲିସ ଖୋଜୁଛି। ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ, ଏହି ବିବାହ ଆଇନଗତ ବୈଧ ନୁହେଁ।

ଆନ୍ଧ୍ରପ୍ରଦେଶ ମହିଳା ଆୟୋଗର ଅଧ୍ୟକ୍ଷ ବସିରେଡ୍ଡୀ ପଦ୍ମା କହିଛନ୍ତି, ଝିଅର ମାତାପିତା ତାଙ୍କୁ ଘରକୁ ଫେରିବାକୁ ଅନୁମତି ଦେଇନାହାନ୍ତି। ପରେ ନାବାଳିକାକୁ କାଉନସେଲିଂ ପାଇଁ ଗୋଟିଏ ବାଳସୁଧାର ଗୃହକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଲୋକ ସଭା-୩୦ ବିଧାନସଭା ଆସନରେ ଉପ ନିର୍ବାଚନ ଅକ୍ଟୋବର ୩୦ରେ…

ନୂଆଦିଲ୍ଲୀ,୨୮।୯: ଦେଶର ୩ ଲୋକ ସଭା ଏବଂ ୩୦ ବିଧାନସଭା ଆସନରେ ଉପ ନିର୍ବାଚନ ଅକ୍ଟୋବର ୩୦ରେ କରାଯିବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ମଙ୍ଗଳବାର...

ରାହୁଲ ଗାନ୍ଧୀ ହାତ ଧରିବାରୁ ଦୌଡିଲେ ୭୫ ବର୍ଷିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ନୂଆଦିଲ୍ଲୀ,୭ ।୧୦: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଭାରତ ଯୋଡୋ ଯାତ୍ରାରେ । ଗୁରୁବାର ଅର୍ଥାତ ୬ ଅକ୍ଟୋବରରେ ଏହାକୁ ନେଇ ଏମିତି...

ମୋଦି ବିଦେଶରେ ସମ୍ମାନ ପାଇବା ଯୋଗ୍ୟ: ଥରୁର

ପୁଣେ,୨୩ା୯(ପି.ଟି.): ମୋଦି ନେତୃତ୍ୱାଧୀନ ସରକାରଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି।...

କଶ୍ମୀରକୁ ନେଇ ଇସ୍‌ଲାମିକ୍‌ ସଂଗଠନ ରଖିଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୨।୧୨: ଇସ୍‌ଲାମିକ ଦେଶର ସଂଗଠନ ଓଆଇସି (ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ କୋଅପରେଶନ୍‌) ପୁଣି ଥରେ କଶ୍ମୀର ବିବାଦ ସମ୍ପର୍କରେ ଏକ ବୟାନ ଜାରି କରିଛି। କଶ୍ମୀର...

୨୮ବର୍ଷ ପରେ ପ୍ରଥମ ଥର ବୁଲେଟପ୍ରୁଫ୍‌ ଟେଣ୍ଟରେ ବିରାଜମାନ ହେବେ ରାମଲଲା

ଅଯୋଧ୍ୟା,୨୫।୨: ଅଯୋଧ୍ୟାରେ ୨୮ବର୍ଷ ପରେ ପ୍ରଥମ ଥର ଏକ ଅସ୍ଥାୟୀ ଟେଣ୍ଟ ତଳେ ରହିବେ ରାମଲଲା। ରାମଲଲାଙ୍କ ମୂର୍ତ୍ତିକୁ ଏକ ବୁଲେଟପ୍ରୁଫ୍‌ର ଫାଇଭର ଷ୍ଟ୍ରକଚର୍‌ ଭିତରେ...

ଓମ୍‌ ପ୍ରକାଶଙ୍କୁ ମିଳିଲା ଓ୍ବାଇ ସୁରକ୍ଷା

ଲକ୍ଷ୍ନୌ,୨୨।୭: ଉତ୍ତରପ୍ରଦେଶର ଜହୁରାବାଦର ବିଧାୟକ ତଥା ଏସ୍‌ବିଏସ୍‌ପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମ୍‌ ପ୍ରକାଶ ରାଜଭରଙ୍କୁ ‘ଓ୍ବାଇ’ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ୟୁପି ସରକାରଙ୍କ ନିର୍ଦ୍ଦେଶକ୍ରମେ...

୨୪ ବର୍ଷର ସ୍ବପ୍ନକୁ କାହିଁକି ଭାଙ୍ଗି ଦେଲେ ରଜନୀକାନ୍ତ

ରଜନୀକାନ୍ତ ଭାରତୀୟ ଫିଲ୍ମ ଇତିହାସର ସବୁଠୁ ବଡ଼ ନାମ କହିଲେ ଭୁଲ ହେବ ନାହିଁ। ଏହି ଅଭିନେତାଙ୍କ ଫ୍ୟାନ ଫଲୋଇଂ ବିଷୟରେ କିଏବା ଜାଣି ନାହିଁ।...

୧୪ ଦିନର ଟ୍ରାଭେଲ ହିଷ୍ଟ୍ରି ଦାଖଲ କରିବେ ଅନ୍ତର୍ଜାତୀୟ ଯାତ୍ରୀ

ନୂଆଦିଲ୍ଲୀ, ୨୮।୧୧: ଅନ୍ତର୍ଜାତୀୟ ବିମାନ ଯାତ୍ରା ଲାଗି କେନ୍ଦ୍ର ସରକାର ରବିବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଡିସେମ୍ବର ୧ରୁ ଏହି ସଂଶୋଧିତ ଗାଇଡ୍‌ଲାଇନ ଲାଗୁ...

Advertisement
Archives

Model This Week