କମ୍‌ ସମୟରେ ଶୀଘ୍ର ମେକ୍‌ଅପ୍‌

ଶୀଘ୍ର ମେକ୍‌ଅପ୍‌ ନେବା ପାଇଁ ଚାହୁଁଥିଲେ ଆପଣଙ୍କୁ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡ଼ିବ। ତେବେ ଏଥିପାଇଁ ଆପଣଙ୍କୁ
କେଉଁ ସବୁ ଦିଗପ୍ରତି ଅଧିକ ଦୃଷ୍ଟି ଦେବାକୁ ହେବ
ସେନେଇ ଜାଣି ରଖନ୍ତୁ…

ଶୀଘ୍ର ମେକ୍‌ଅପ୍‌ ନେବା ପାଇଁ ଚାହୁଁଥିଲେ ଆପଣଙ୍କୁ ପ୍ରଥମେ ଏକ ରୁଟିନ୍‌ ସ୍ଥିର କରିବାକୁ ହେବ। ଯେଉଁକାମ କମ୍‌ ସମୟରେ ଆପଣ କରିପାରିବେ ସେହି ସବୁ କାମକୁ ପ୍ରଥମେ କରନ୍ତୁ। ଫଳରେ କମ୍‌ ସମୟରେ ଶୀଘ୍ର କାମ ସରିଯିବ ଏବଂ ଅନ୍ୟ କାମ ପାଇଁ ସମୟ ପାଇବେ।

ମେକ୍‌ଅପ୍‌ ହେବାପାଇଁ ଆପଣଙ୍କ ପାଖରେ କମ୍‌ ସମୟ ଥିଲେ ସେହି ସବୁ କାମକୁ ବାଦ୍‌ ଦିଅନ୍ତୁ, ଯାହାକୁ ନ କଲେ ବି ଆପଣଙ୍କ ମେକ୍‌ଅପ୍‌ ଅଧା ଲାଗିବ ନାହିଁ। ଯେମିତି କି କେଶର ଷ୍ଟ୍ରେଟେନିଂ, କର୍ଲିଂ ଇତ୍ୟାଦି।

ମେକ୍‌ଅପ୍‌ ନିମନ୍ତେ ଯଦି ଆପଣଙ୍କ ପାଖରେ କମ୍‌ ସମୟ ଅଛି ତେବେ କେଶ ସଜ୍ଜା କରନ୍ତୁ ନାହିଁ। କେବଳ ମୁହଁର ମେକ୍‌ଅପ୍‌ ନେବା ପରେ ଆପଣ କେଶକୁ ଖୋଲା ଛାଡ଼ି ପାର୍ଟିକୁ ଯାଇପାରିବେ। ଖୋଲା କେଶ ବି ଆଜିକାଲି ଏକ ସୁନ୍ଦର ଷ୍ଟାଇଲ୍‌ ଟ୍ରେଣ୍ଡ। ଯଦି ଖୋଲା କେଶ ଆପଣଙ୍କୁ ପସନ୍ଦ ନୁହେଁ ତା’ହେଲେ ହେୟାର ବ୍ୟାଣ୍ଡ ବାନ୍ଧି ଯାଇପାରିବେ।

ଆପଣ କେଉଁ ଡ୍ରେସ୍‌ ପିନ୍ଧିବେ ପୂର୍ବ ଦିନରୁ ହିଁ ସ୍ଥିର କରି ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri