ଅଭିନେତ୍ରୀଙ୍କୁ ହତ୍ୟା ଧମକ ଦେବା ପଡ଼ିଲା ମହଙ୍ଗା: ରୋଷେୟା ଗିରଫ

ଟିଭି ଅଭିନେତ୍ରୀ ମାହି ବିଜ୍‌ଙ୍କୁ ହତ୍ୟା ଧମକ ଦେଇଥିବା ତାଙ୍କ ରୋଷେୟାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଅଭିନେତା ଜୟ ଭାନୁଶାଳୀ ଏବଂ ମାହିଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ହଠାତ୍‌ ରାଗିଯାଇ ସେମାନଙ୍କୁ ହତ୍ୟା ଧମକ ଦେଇଥିଲେ। କେବଳ ଏତିକି ନୁହେଁ, ମାହିଙ୍କୁ ଛୋଟ ଝିଅକୁ ମାରିଦେବାକୁ ଧମକ ଦେଇଥିଲା।
ଏହି ଘଟଣା ପରେ ଦମ୍ପତି ବହୁତ ଡରି ଯାଇଥିଲେ। ରୋଷେୟାଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ମୁମ୍ବାଇ ପୋଲିସ ରୋଷେୟାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସନ୍ତୋଷ ଯାଦବ (୪୦)। ଅଭିଯୁକ୍ତ ଜୁହୁର ନେହେରୁ ନଗରର ବାସିନ୍ଦା। ଆଇପିସିର ଧାରା ୫୦୯, (ମହିଳାଙ୍କ ପ୍ରତି ହିଂସା), ୫୦୪, (ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା) ଏବଂ ୫୦୬ (ଅପରାଧିକ କାର୍ଯ୍ୟକଳାପ ପାଇଁ ଦଣ୍ଡ) ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତା କୁନାଲଙ୍କ ଘରେ ନୂଆ ଅତିଥି: ପୁତ୍ର ସନ୍ତାନ ଜନ୍ମଦେଲେ ନୈନା

ଅଭିନେତା କୁନାଲ କପୁର ଏବଂ ସ୍ତ୍ରୀ ନୈନା ବଚ୍ଚନଙ୍କ ଘରକୁ ଏକ ନୂଆ ଅତିଥି ଆସିଛନ୍ତି। ନୈନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।...

‘ସୀତା ଔର ଗୀତା’ ଅଭିନେତା ମୁସ୍ତାକ୍‌ ମର୍ଚ୍ଚାଣ୍ଟଙ୍କ ପରଲୋକ

ମୁମ୍ବାଇ, ୨୮ା୧୨: ବଲିଉଡ୍‌ ଅଭିନେତା ତଥା କମେଡିଆନ ମୁସ୍ତାକ ମର୍ଚ୍ଚାଣ୍ଟଙ୍କ ସୋମବାର ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ହୋଇଥିଲା। ଦୀର୍ଘଦିନରୁ ସେ ମଧୁମେହରେ ପୀଡ଼ିତ...

ମନେ ପକାନ୍ତି ତାପସୀ

ତାପସୀ ପାନ୍ନୁ ଏବେ ତାଙ୍କ ବଲିଉଡ୍‌ କ୍ୟାରିୟରର ପୁରୁଣା ଦିନକୁ ମନେ ପକାଉଛନ୍ତି। ହିନ୍ଦୀ ସିନେମାରେ ଅଭିନୟ କରିବା ପୂର୍ବରୁ ସେ ତାମିଲ ଏବଂ ତେଲୁଗୁ...

ପ୍ରେମିକ କରନ୍‌ କୁନ୍ଦ୍ରାଙ୍କଠାରୁ ଅଲଗା ହେଲେ ଅନୁଷା, କହିଲେ ‘ପ୍ରେମରେ ମିଳିଛି ପ୍ରତାରଣା’

ବମ୍ବେ: ପ୍ରେମିକ କରନ୍‌ କୁନ୍ଦ୍ରାଙ୍କଠାରୁ ଅଲଗା ହୋଇଛନ୍ତି ଅନୁଷା ଦାଣ୍ଡେକର। ଦୀର୍ଘ ପାଞ୍ଚ ବର୍ଷ ଧରି ଉଭୟ ଡେଟ୍‌ କରୁଥିଲେ। ଏଣୁ ୨୦୨୦ରେ ହଠାତ୍‌ ସେମାନଙ୍କ...

ଶୁଟିଂ ଚାଲିଛି ‘ଜଓ୍ବାନି ଜାନେମନ୍‌’

ମୁମ୍ବାଇ: ଅଭିନେତା ସୈଫ ଅଲି ଖାନ୍‌ କମେଡି ଫିଲ୍ମ ‘ଜଓ୍ବାନି ଜାନେମନ୍‌’ ଲଣ୍ଡନରେ ଶୁଟିଂ ଚାଲିଛି। ଏଥିରେ ପୂଜା ବେଦୀଙ୍କ କନ୍ୟା ଆଲାଇଆ ଫର୍ନିଚରଓ୍ବାଲା ଜଣେ...

ଲେହେଙ୍ଗା ପିନ୍ଧି ପୁଶ୍‌-ଅପ୍‌ କଲେ ନବବିବାହିତା, ଭାଇରାଲ ହେଉଛି ଭିଡିଓ

ଲେହେଙ୍ଗା ପିନ୍ଧି ମୁଣ୍ଡରେ ଓଢ଼ଣୀ ପକାଇ ନବବିବାହିତା ପୁଶ୍‌-ଅପ୍‌ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ମହିଳାଙ୍କ ନାମ ଆନା...

ପଞ୍ଜାବି ସିଙ୍ଗରଙ୍କୁ ବିବାହ କରିବେ ନୋରା!

ମୁମ୍ବାଇ: ସୁଦୂର କାନାଡାରୁ ଆସି ବଲିଉଡରେ ଖୁବ୍ କମ୍ ସମୟ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛନ୍ତି ନୋରା ଫତେହି । ହିନ୍ଦି...

ସ୍ବାମୀଙ୍କ ସହ ଗଲ୍ଫ ଖେଳୁଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସଙ୍କ ସହ ଆଜିକାଲି ହଲିଉଡ୍‌ର କିଛି ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ। ଏତେ ବ୍ୟସ୍ତତା ସତ୍ତ୍ୱେ ପ୍ରିୟଙ୍କା...

Advertisement
Archives

Model This Week