ମା’ ତାରିଣୀଙ୍କ ଚଇତି ପର୍ବ: ଆଜିଠୁ ଚଳଚଞ୍ଚଳ ଘଟଗାଁ

କେନ୍ଦୁଝର,୯।୪(ସ୍ବ.ପ୍ର.): ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ ଶନିବାରଠାରୁ ଆରମ୍ଭ ହୋଇଛି। ଚଇତି ପର୍ବ ଦିନ ମା’ଙ୍କ ଆବିର୍ଭାବ ହୋଇଥିଲା। ମା’ଙ୍କ ଜନ୍ମ ବାର୍ଷିକୀକୁ ବଡ ଧୁମଧାମରେ ଆଜିଠୁ ବିଷୁବ ପଣା ସଂକ୍ରାନ୍ତି ଯାଏ ପାଳନ କରାଯିବ। ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ତେଣୁ ମାଆଙ୍କ ଦର୍ଶନ ଲାଗି ଦୂରଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଛି। ମା’ଙ୍କ ସୁନାବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଭକ୍ତରେ ହେବ ସ୍ନାନ ପୂର୍ଣ୍ଣିମା

ପୁରୀ,୧୬।୬: ରଥଯାତ୍ରା ଭଳି ବିନା ଭକ୍ତରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ବୁଧବାର ଅନୁଷ୍ଠିତ ପୁରୀ ମନ୍ଦିର ପ୍ରଶାସକ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।...

ଘନ କୁହୁଡ଼ି: ଦୁଇ ଡଙ୍ଗା ମଧ୍ୟରେ ଧକ୍କା, ଅଳ୍ପକେ ବର୍ତ୍ତିଲେ ୧୮ ମତ୍ସ୍ୟଜୀବୀ

ଗୋପାଳପୁର,୧୯।୧(ଡି.ଏନ୍‌.ଏ.): କିଛିଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଘନକୁହୁଡ଼ି ଦେଖାଦେଉଛି। ଏହି କୁହୁଡ଼ି ଯୋଗୁ ଗଞ୍ଜାମ ଜିଲା ଗୋପାଳପୁର ସମୁଦ୍ର ମଝିରେ ଦୁଇ ଡଙ୍ଗା ମଧ୍ୟରେ...

ତହସିଲ ଅଫିସ୍‌ରୁ ବାଇକ୍‌ ନେଇଗଲେ

ବାସୁଦେବପୁର, ୨।୨ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ସହର ସ୍ଥିତ ତହସିଲ କାର୍ଯ୍ୟାଳୟ ପରିସରରୁ ଏକ ବାଇକ୍‌ ଚୋରି ହୋଇଛି। ସୂଚନା ଅନୁଯାୟୀ, ବିରସ ଗ୍ରାମର...

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ

ପୁରୀ ଅଫିସ,୩।୪: ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ ଅଫିସର ବୀର ବିକ୍ରମ ଯାଦବଙ୍କୁ ନିଯୁକ୍ତି ମିଳିଛି। ତାଙ୍କ ନିଯୁକ୍ତି ସମ୍ପର୍କରେ ଶନିବାର...

ମହାପ୍ରଭୁଙ୍କ ସେବାରେ ସର୍ବକନିଷ୍ଠ ଦଇତାପତି ଆୟୁଷ୍ମାନ

ପୁରୀ ଅଫିସ, ୨୩ା୬: ମହାପ୍ରଭୁଙ୍କ ସେବାରେ ବୁଧବାର ସର୍ବକନିଷ୍ଠ ଦଇତାପତି ସେବାୟତ ସାମିଲ ହୋଇଛନ୍ତି। ସେ ହେଉଛନ୍ତି ଆୟୁଷ୍ମାନ ଦାସମହାପାତ୍ର। ଆୟୁଷ୍ମାନ ଅଣସର ତାଟି ଘରେ...

ବାହାଘର ସାରି ଫେରୁଥିଲେ ବର-କନ୍ୟା, ଟ୍ରକ୍‌ ସହ ମୁହାଁମୁହିଁ ଧକ୍କାରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ

କୋକସରା,୩୦ା୧୨(ଡି.ଏନ୍‌.ଏ.): ବରକନ୍ୟା ବିବାହ ସାରି ଘରକୁ ଫେରୁଥିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଛତିଶଗଡ଼ ସର୍ଗିଗୁଡ଼ାରୁ ନବରଙ୍ଗପୁର ମୈଦାଲପୁର ଡୁମେରମୁଣ୍ଡା ଗାଁରୁ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ

ସମ୍ବଲପୁର, ୬।୩ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ଘରେ ଶୁକ୍ରବାର ଚଢ଼ାଉ କରାଯାଇଛି।...

ତେଜରାତି ଦୋକାନରେ ଅଗ୍ନିକାଣ୍ଡ ଘଟଣା: ଗୁରୁତର ବାପ, ପୁଅ ମୃତ

ଧାମନଗର(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦ ପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ବାପ, ପୁଅ ଗୁରୁତର ହୋଇଥିଲେ। ରବିବାର ଉଭୟ...

Advertisement
Archives

Model This Week