ଏଭଳି ନାରୀଙ୍କୁ ବିବାହ କଲେ ଜୀବନ ହୁଏ ସଫଳ; ଜାଣନ୍ତୁ କାହାକୁ ଏପରି କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ଜଣେ କୁଶଳ ରାଜନୀତିଜ୍ଞ ହେବା ସହ କୁଟନୀତିଜ୍ଞ ମଧ୍ୟ ଥିଲେ। ତାଙ୍କର ନୀତି ଆଜି ବି ଲୋକଙ୍କ ମାର୍ଗଦର୍ଶନ କରିଥାଏ। ସେଥିରେ ଗୃହସ୍ଥ ଜୀବନକୁ ନେଇ ଅନେକ ମହତ୍ୱପୂର୍ଣ୍ଣ ବିଷୟରେ ବର୍ଣ୍ଣନା କରାଯାଇଛି। ସମୟରେ ନାରୀଙ୍କ ମଧ୍ୟରେ କେଉଁ ଗୁଣକୁ ଦେଖିବା ଉଚିତ ତାହା ଚାଣକ୍ୟ କହିଛନ୍ତି। ଆସନ୍ତୁ ଜାଣିବା:

ଚାଣକ୍ୟ କୁହନ୍ତି, ବିବାହ ପାଇଁ ନାରୀଙ୍କ ବାହାରର ସୁନ୍ଦରତା ନୁହେଁ ବରଂ ଭିତର ସୁନ୍ଦରତା ଦେଖିବା ଉଚିତ। ଯିଏ ନିଜ ଇଚ୍ଛାରେ ତୁମ ସହ ବିବାହ ପାଇଁ ରାଜି ହୋଇଛନ୍ତି, ସେଭଳି ନାରୀଙ୍କୁ ବିବାହ କରିବା ଉଚିତ। କାରଣ କାହାର ଚାପରେ ଆସି ବିବାହ କଲେ ତାହା ବେଶି ଦିନ ତିଷ୍ଠି ନ ଥାଏ।

ଚାଣକ୍ୟ କୁହନ୍ତି ଯେଉଁ ନାରୀ ଆପଣଙ୍କୁ ବହୁତ ପ୍ରେମ କରିଥାଏ, ଯିଏ ଆପଣଙ୍କ ଚିନ୍ତା କରିଥାଏ, ତାଙ୍କ ହାତ କେବେ ବି ଛାଡ଼ିବା ଉଚିତ ନୁହେଁ। ଯଦିବି କିଛି ବିବାଦ ଉପୁଜେ ତେବେ ମଧ୍ୟ ତାଙ୍କ ସହ ରହିବା ଉଚିତ। କାରଣ ଯିଏ ଆପଣଙ୍କୁ ଭଲପାଏ, ସେ ଆପଣଙ୍କୁ କେବେ ଦୁଃଖରେ ରଖିବ ନାହିଁ। ସେ ଆପଣଙ୍କ ସହ ପରିବାରର ଖୁସି ପ୍ରତି ଯତ୍ନବାନ ମଧ୍ୟ ରହିବ।

ଚାଣକ୍ୟ କୁହନ୍ତି, ସେ ନାରୀ ହେଉ ଅବା ପୁରୁଷ, ଉଭୟଙ୍କୁ ଧର୍ମ-କର୍ମ ପ୍ରତି ଆସ୍ଥା ରହିବା ଜରୁରୀ। ଏଥିପାଇଁ ଯେଉଁ ନାରୀଙ୍କୁ ବିବାହ କରୁଛନ୍ତି, ସେ ସ୍ତ୍ରୀ ଧର୍ମରେ ଆସ୍ଥା ରଖନ୍ତି କି ନାହିଁ ତାହା ଦେଖନ୍ତୁ। ଏହାଛଡ଼ା ସେ ଆପଣଙ୍କ ମଧ୍ୟରେ ନିଜର ପିତାଙ୍କ ଝଲକ ଦେଖୁଛି କି ନାହିଁ ତାହୋ ଜାଣନ୍ତି। କାରଣ ଯାହା ମନରେ ଏଭଳି ଭାବନା ରହିବ ସେ ନିଜ ସହ ଆପଣଙ୍କ ଆଦର ସମ୍ମାନ କରିବ। ସବୁ ପରିସ୍ଥିତିରେ ସେ ସାଙ୍ଗରେ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଜରା ଯନ୍ତ୍ରଣା

ସତୁରି ବର୍ଷ ପରେ ମଣିଷ ଜରାଗ୍ରସ୍ତ ହୁଏ। ଏହି ବୟସରେ ଅନେକ ବ୍ୟାଧି ଦେଖାଯାଏ। ଶାରୀରିକ, ମାନସିକ ଓ ସାମାଜିକ ସମସ୍ୟା ବଞ୍ଚତ୍ବାର ଆଶାକୁ ଧୂଳିସାତ...

ଜେଡ୍‌ଟିଏଫ୍‌ ଧୂମକେତୁ

ଆମ ଆକାଶରେ ନୂଆ ଆଗନ୍ତୁକ- ଜେଡ୍‌ଟିଏଫ୍‌ ଧୂମକେତୁ ଚଳିତ ବର୍ଷ ଜାନୁୟାରୀ ଓ ଫେବୃୟାରୀ ମାସରେ ଏକ ନୂତନ ଜ୍ୟୋତିଷ୍କ ଦୃଶ୍ୟମାନ ହେବାକୁ ଯାଉଛି। ଆକାଶରେ...

ସ୍ବାମୀଙ୍କ ଅକାଳ ମୃତ୍ୟୁର କାରଣ ହୋଇଥାନ୍ତି ସ୍ତ୍ରୀ, ଜାଣନ୍ତୁ କିପରି

ଆଚାର୍ଯ୍ୟ ଚାଣକ୍ୟ ଜୀବନର ମୂଲ୍ୟବୋଧକୁ ବର୍ଣ୍ଣନା କରିବା ସହିତ ଜୀବନ ସହ ଜଡିତ ସମସ୍ତ ଦିଗକୁ ବ୍ୟାଖ୍ୟା କରିଛନ୍ତି। ସେ ବିଚଳିତ ବ୍ୟକ୍ତିଙ୍କୁ ବିଷାକ୍ତ ପ୍ରାଣୀ...

ଶହେରୁ ଅଧିକ ରୋଗରୁ ରଖେ ଦୂରେଇ…

ଗପସପ କରିବାକୁ ସମସ୍ତଙ୍କୁ ଭଲ ଲାଗେ। ବିଶେଷ କରି ଏଭଳି ଗୁଣ ମହିଳାମାନଙ୍କର କ୍ଷେତ୍ରରେ ଅଧିକ ଦେଖିବାକୁ ମିଳିଥାଏ। ଗପସପ ଦ୍ୱାରା ମାନସିକ ଶାନ୍ତି ମିଳିବା...

କିଭଳି କରିବେ ମୁକାବିଲା

ରାତି ପାହିଲେ କଲେଜ ହେଉ ଅବା ଜବ୍‌ ଲାଗି ବାହାରକୁ ଯିବାକୁ ପ୍ରଥମେ ଲୋଡ଼ା ଗାଡ଼ି। ହେଲେ ଏବେ ତୈଳ ଦର ଆକାଶଛୁଆଁ, ଯାହାକି ସାଜିଛି...

ଏହି ୩ ରାଶିର ବ୍ୟକ୍ତିଙ୍କ ଉପରେ ଅକ୍ଟୋବର ୩୦ ଯାଏ ରହିବ ଲକ୍ଷ୍ମୀଙ୍କ କୃପା, ଧନଧାନ୍ୟରେ ପୂରି ଉଠିବ ଘର…

ଅକ୍ଟୋବର ୭ ଗୁରୁବାରରୁ ଆରମ୍ଭ ହୋଇଛି ନବରାତ୍ରି। ଠିକ୍‌ ୮ ଦିନ ପରେ ଅର୍ଥାତ ଅକ୍ଟୋବର ୧୪ରେ ଏହା ଶେଷ ହେବ। ନବରାତ୍ରିରେ ମା’ ଦୁର୍ଗାଙ୍କ...

ମୁହଁରେ ରିଙ୍କିଲ୍ସ୍‌ ହୋଇଯାଇଛି କି? ଆପଣାନ୍ତୁ ଏହି ଉପାୟ

ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍‌ ବୟସରେ ମଧ୍ୟ ମୁହଁରେ ରିଙ୍କିଲ୍ସ ଆସିଯାଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା...

ଜୀବନରେ ଖରାପ ସମୟ ଚାଲିଛି କି.. ଆପଣାନ୍ତୁ ଚାଣକ୍ୟଙ୍କ ଏହି ୫ ଉପାୟ; ହେବେ ସଫଳ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଖରାପ ସମୟ ଆସିଲେ ବ୍ୟକ୍ତିକୁ ପ୍ରଥମେ ନିଜର ଭୟକୁ ଦୂର କରିବାକୁ ପଡିବ। କାରଣ ଭୟ ଆମକୁ ଦୁର୍ବଳ କରିଦିଏ ଏବଂ...

Advertisement
Archives

Model This Week