୮୦୬ କୋଟି ଟଙ୍କା ଜିଏସ୍‌ଟି ବକେୟା ଜମା ପାଇଁ ଏଲଆଇସିକୁ ନୋଟିସ

ନୂଆଦିଲ୍ଲୀ,୧।୧: ଭାରତୀୟ ଜୀବନ ବୀମା କମ୍ପାନୀ(ଏଲଆଇସି)କୁ ୮୦୬ କୋଟି ଟଙ୍କାର ଜିଏସ୍‌ଟି ବକେୟା ପୈଠ କରିବାକୁ ମିଳିଛି ନୋଟିସ। ୨୦୧୭-୧୮ ବର୍ଷରୁ ଏଲଆଇସି ଏହି ଟଙ୍କା ଦେଇ ନଥିବା ଜଣାପଡିଛି। ମହାରାଷ୍ଟ୍ର ରାଜ୍ୟ ପାଇଁ ଏହି ଜିଏସ୍‌ଟି ସହିତ ସୁଧ ଏବଂ ପେନାଲଟି ମଧ୍ୟ ଦେବାକୁ କୁହାଯାଇଛି। ଏଲଆଇସିକୁ ଏହି ନୋଟିସ ମୁମ୍ବାଇ ଡେପୁଟି କମିଶନର ଏବଂ ଷ୍ଟେଟ ପକ୍ଷରୁ ମିଳିଛି।

ଏଲଆଇସି ୨୦୧୭-୧୮ରେ ୩୬୫ କୋଟି ଟଙ୍କା କର ଆକାରରେ ଦେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାର ସୁଧ ଏବଂ ପେନାଲଟି ମିଶି ୪୦୪ କୋଟି ଟଙ୍କା ହୋଇଛି। ଏଥିରେ ୩୬.୫୦ କୋଟି ଟଙ୍କା ଚାକରବାଟି ସୁଧ ମଧ୍ୟ ସାମିଲ ଅଛି। ତେବେ ଏହି ନୋଟିସ ବିରୁଦ୍ଧରେ ଏଲଆଇସି ଅପିଲ କରିବ ବୋଲି ସୋମବାର କହିଛି। ଏହି କାରଣରୁ କମ୍ପାନୀର ପରିଚାଳନାରେ କୌଣସି ସମସ୍ୟା ହେବ ନାହିଁ ବୋଲି ମଧ୍ୟ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବରରୁ ବନ୍ଦ ହୋଇଯିବ ୫୦୦ ଟଙ୍କିଆ ନୋଟ? ସଠିକ୍‌ ସୂଚନା ଦେଲେ…

ନୂଆଦିଲ୍ଲୀ,୧୬।୭: ହ୍ବାଟସଆପ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ଅଧିକ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ସେପ୍ଟେମ୍ବର ୩୦ ତାରିଖରୁ...

ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୬ ବର୍ଷର ସର୍ବନିମ୍ନ ସ୍ତର ୨.୧୦%କୁ ହ୍ରାସ

ନୂଆଦିଲ୍ଲୀ,୧୪।୭: ଭାରତର ଖୁଚୁରା ମୁଦ୍ରାସ୍ଫୀତି ଜୁନ୍‌ ମାସରେ ୨.୧୦%କୁ ହ୍ରାସ ପାଇଛି, ଯାହା ୨୦୧୯ ଜାନୁଆରୀ ପରେ ନିମ୍ନତମ ସ୍ତର ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି।...

ମୁମ୍ବାଇରେ ଖୋଲିଲା ଟେସଲାର ପ୍ରଥମ ଶୋ’ରୁମ, ଗାଡ଼ିର ମୂଲ୍ୟ ଏତିକି ଲକ୍ଷ ଟଙ୍କାରୁ ଆରମ୍ଭ

ମୁମ୍ବାଇ,୧୫।୭: ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ ବଜାର ଭାରତରେ ଟେସଲା ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି। ମଙ୍ଗଳବାର ମୁମ୍ବାଇରେ କମ୍ପାନୀର ପ୍ରଥମ ଶୋ’ରୁମ ଉଦ୍‌ଘାଟନ ହୋଇଛି,...

8th pay commission: ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ଖୁସିଖବର, ଏହି ଦିନଠୁ…

ନୂଆଦିଲ୍ଲୀ,୧୪।୭: ଦେଶର ୪୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଅଷ୍ଟମ ବେତନ କମିଶନ ଲାଗୁ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା...

ପିଏମ୍‌ ଜନଧନକୁ ନେଇ ଆସିଲା ବଡ଼ ଖବର! କ’ଣ ବନ୍ଦ ହୋଇଯିବ ଆପଣଙ୍କ ଆକାଉଣ୍ଟ? ଜାଣନ୍ତୁ ସରକାର…  

ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଭାରତୀୟ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଯୋଜନା। ଏହି ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। କିଛିଦିନ...

ଏସବୁ କୃଷକଙ୍କୁ ମିଳିବ ନାହିଁ ପିଏମ୍‌ କିଷାନର ଆଗାମୀ କିସ୍ତି! ଆସିଲା ବଡ଼ ଅପ୍‌ଡେଟ୍‌  

ନୂଆଦିଲ୍ଲୀ,୧୩।୭: ଦେଶର କୋଟି କୋଟି କୃଷକ ପିଏମ୍‌ କିଷାନ ଯୋଜନାର ୨୦ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଜୁନରେ ଏହି ଟଙ୍କା ଆସିବାର ଥିଲା, ହେଲେ ଏଥର...

ଆପଣଙ୍କ CIBIL ସ୍କୋର ଦୁର୍ବଳ ଅଛି କି? ସୁଧାରିବା ପାଇଁ ୫ ସହଜ ଏବଂ ପ୍ରଭାବଶାଳୀ ଉପାୟ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୭: ଯଦି ଆପଣଙ୍କର CIBIL ସ୍କୋର କମ ଅଛି ଏବଂ ଆପଣ ଋଣ କିମ୍ବା କ୍ରେଡିଟ କାର୍ଡ ପାଇଁ ବାରମ୍ବାର ପ୍ରତ୍ୟାଖ୍ୟାନ ପାଉଛନ୍ତି, ତେବେ ଏହି...

୧୫ ଜୁଲାଇରୁ YouTubeର ବଦଳିଯିବ ନିୟମ: ଏହିି ବିଷୟବସ୍ତୁ ଉପରେ ମିଳିବନି ଟଙ୍କା

ନୂଆଦିଲ୍ଳୀ,୧୨।୭: YouTube ବହୁତ ଦିନ ଧରି ଏକ ଗମ୍ଭୀର ସମସ୍ୟା ଦେଇ ଗତି କରୁଛି। AI ସାହାଯ୍ୟରେ ତିଆରି ଖରାପ ଏବଂ ସ୍ପାମ ଭିଡିଓ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri