Tag Archives: LIC

ଏଲ୍‌ଆଇସି ଶାଖାର ନୂତନ କାର୍ଯ୍ୟାଳୟ

ଭୁବନେଶ୍ୱର,୧୨ା୭(ଅଭୟ ଦାଶ): ଭାରତୀୟ ଜୀବନବୀମା ନିଗମ (ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି)ର କଟକ ଡିଭିଜନ ଅନ୍ତର୍ଗତ କେନ୍ଦ୍ରାପଡ଼ା ଶାଖାର ନୂତନ କାର୍ଯ୍ୟାଳୟ ପାଣ୍ଡରି ଦୁହୁରିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏଲ୍‌ଆଇସିର ସିଇଓ ତଥା ଏମ୍‌ଡି...

ଏଲ୍‌ଆଇସିର ୫୮ ହଜାର କୋଟିର ବଡ଼ ପ୍ଲାନ୍‌, ଆଗକୁ…

ନୂଆଦିଲ୍ଲୀ, ୧୮।୬: ଦେଶର ସବୁଠାରୁ ବଡ଼ ଇନ୍ସ୍ୟୁରାନ୍ସ କମ୍ପାନୀ ଏଲ୍‌ଆଇସି ଆଗକୁ ଏକ ବଡ଼ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ଜମି ଏବଂ ବିଲ୍ଡିଂ ବ୍ୟବସାୟ କରିବା ପାଇଁ ଏଲ୍‌ଆଇସି ୫୮ ହଜାର କୋଟି ଟଙ୍କାର ପ୍ଲାନ ପ୍ରସ୍ତୁତ...

ପୁଞ୍ଜି ବଜାରରେ ୩% ବଢ଼ିଲା ଏଲଆଇସି ଶେୟାର, ଜାଣନ୍ତୁ ସାଧାରଣ ଲୋକଙ୍କର କ’ଣ ହେବ ଫାଇଦା

ନୂଆଦିଲ୍ଲୀ,୭।୨: ଶେୟାର ବଜାରରେ ଭାରତୀୟ ଜୀବନ ବୀମା(ଏଲଆଇସି)ର ସ୍ଥିରତା ଏବଂ ସେୟାର ବଜାରରେ ଏହାର ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ପରେ କମ୍ପାନୀର ଶେୟାର ୩% ବୃଦ୍ଧି ପାଇଛି। ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ତାଙ୍କର ବିବୃତିରେ କହିଛନ୍ତି ଯେ...

ଏଲ୍‌ଆଇସିର ନୂତନ ପ୍ଲାନ୍‌ ‘ଜୀବନ ଧାରା-୨’; ପଞ୍ଜୀକରଣ ଅବଧି ସର୍ବନିମ୍ନ ୨୦ବର୍ଷ

ଭୁବନେଶ୍ୱର,୨୧।୧: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଜୀବନ ଧାରା-୨(ପ୍ଲାନ୍‌ ନଂ. ୮୭୨)’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏଲ୍‌ଆଇସିର ଅଧ୍ୟକ୍ଷ (ଚେୟାରମ୍ୟାନ) ସିଦ୍ଧାର୍ଥ ମହାନ୍ତି...

୮୦୬ କୋଟି ଟଙ୍କା ଜିଏସ୍‌ଟି ବକେୟା ଜମା ପାଇଁ ଏଲଆଇସିକୁ ନୋଟିସ

ନୂଆଦିଲ୍ଲୀ,୧।୧: ଭାରତୀୟ ଜୀବନ ବୀମା କମ୍ପାନୀ(ଏଲଆଇସି)କୁ ୮୦୬ କୋଟି ଟଙ୍କାର ଜିଏସ୍‌ଟି ବକେୟା ପୈଠ କରିବାକୁ ମିଳିଛି ନୋଟିସ। ୨୦୧୭-୧୮ ବର୍ଷରୁ ଏଲଆଇସି ଏହି ଟଙ୍କା ଦେଇ ନଥିବା ଜଣାପଡିଛି। ମହାରାଷ୍ଟ୍ର ରାଜ୍ୟ ପାଇଁ ଏହି ଜିଏସ୍‌ଟି ସହିତ ସୁଧ...

‘କ୍ରେଡିଟ୍‌ କାର୍ଡ’ ଆଣିଲା ଏଲ୍‌ଆଇସି: ମାଗଣାରେ ମିଳିବ ୫ ଲକ୍ଷର ବୀମା ସୁରକ୍ଷା ସମେତ ଅନେକ ଲାଭ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି) କ୍ରେଡିଟ୍‌ କାର୍ଡ ଲଞ୍ଚ କରିଛି। ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ବୀମା ସୁରକ୍ଷା ସହ ଅନେକ ଲାଭ ପ୍ରଦାନ କରାଯାଉଛି। କ୍ରେଡିଟ୍‌ କାର୍ଡରେ ଯୋଗଦାନ ଏବଂ ବାର୍ଷିକ ଶୁଳ୍କ ନାହିଁ।...

ଏଲଆଇସି ପଲିସି ବନ୍ଦ ହୋଇଯାଇଥିଲେ ଏପରି କରନ୍ତୁ ପୁଣି ଆରମ୍ଭ, ମିଳୁଛି ୩୦ପ୍ରତିଶତ ରିହାତି

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ଦେଶ ବ୍ୟାପି କୋଟି କୋଟି ପଲିସି ହୋଲଡ଼ର ରହିଛନ୍ତି। କିଛି ଲୋକେ ପଲିସି କିଣି ଦିଅନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ପ୍ରିମିୟମ ଭାରି ପାରିନଥାନ୍ତି। ଏଭଳି ସ୍ଥିତିରେ ପଲିସି (ଲାପସ୍) ବନ୍ଦ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri