Tag Archives: GST

ଜିଏସ୍‌ଟି ସଂଗ୍ରହରେ ରେକର୍ଡ, ମେ’ରେ ୧,୭୨,୭୩୯ କୋଟି

ନୂଆଦିଲ୍ଲୀ, ୩।୬(ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ମାସରେ ମଧ୍ୟ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ...

ଓଡ଼ିଶା କଲା ବଡ଼ ରେକର୍ଡ, ଫେବୃଆରୀ ମାସରେ ସଂଗ୍ରହ ହେଲା ସର୍ବାଧିକ ଜିଏସ୍‌ଟି

ଭୁବନେଶ୍ୱର,୧ା୩: ଗତ ଫେବୃଆରୀ ମାସରେ ଓଡ଼ିଶାରେ ସଂଗ୍ରହ ହୋଇଛି ସର୍ବକାଳୀନ ସର୍ବାଧିକ ମୋଟ ବସ୍ତୁ ଏବଂ ସେବା କର(ଜିଏସ୍‌ଟି)। ୨୦୨୪ ଫେବୃଆରୀରେ ୫୧୩୫.୮୧ କୋଟି ଟଙ୍କା ଜିଏସ୍‌ଟି ସଂଗ୍ରହ ହୋଇଛି ଯାହା ଫେବୃଆରୀ ୨୦୨୩ ରେ ୪୫୧୯.୩୫ କୋଟି ଥିଲା।...

ପାନ ମସଲା, ଘୁଟକା ଅନ୍ୟାନ୍ୟ ତମାଖୁ ଉତ୍ପାଦନକରି ଦେବେ ୧ ଲକ୍ଷ ଟଙ୍କା ଜରିମାନା ଯଦି …

ନୂଆଦିଲ୍ଲୀ, ୪।୨: ପାନ୍ ମସାଲା, ଘୁଟକା ଏବଂ ତମାଖୁ ଉତ୍ପାଦନ କରୁଥିବା କମ୍ପାନୀ ଗୁଡିକ ଏପ୍ରିଲ୍ ୧ ରୁ ସାମଗ୍ରୀ ଏବଂ ସେବା କର (ଜିଏସଟି) କର୍ତ୍ତୃପକ୍ଷଙ୍କ ନିକଟରେ ପଞ୍ଜୀକରଣ କରିବାରେ ବିଫଳ ହୁଅନ୍ତି ୧ ଲକ୍ଷ ଟଙ୍କା ପର୍ୟ୍ୟନ୍ତ...

ଅନଲାଇନ ଜୁଆ ଖେଳରୁ ୧୪ ହଜାର କୋଟି ଟଙ୍କା ଜିଏସଟି ଆଦାୟ ଲକ୍ଷ୍ୟରେ ସରକାର: ରିପୋର୍ଟ

ନୂଆଦିଲ୍ଲୀ,୩।୨: ଆସନ୍ତା ଆର୍ଥିକ ବର୍ଷରେ ସରକାର ଅନଲାଇନ୍ ଜୁଆ କମ୍ପାନୀଗୁଡିକ ଠାରୁ ୧୪ ହଜାର କୋଟି ଟଙ୍କାର ଦ୍ରବ୍ୟ ଏବଂ ସେବା କର(ଜିଏସଟି) ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏନେଇ ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା ଶନିବାର ରଏଟର୍ସକୁ କହିଛନ୍ତି।...

ଜାନୁଆରୀରେ ଜିଏସଟି ସଂଗ୍ରହ ଦ୍ୱିତୀୟ ସର୍ବାଧିକ, ଗତ ବର୍ଷ ତୁଳନାରେ ୧୦% ଅଭିବୃଦ୍ଧି

ନୂଆଦିଲ୍ଲୀ,୩୧।୧: ଜିଏସଟି ସଂଗ୍ରହରେ ନିରନ୍ତର ଅଭିବୃଦ୍ଧି ଦେଖିବାକୁ ମିଳୁଛି। ଅର୍ଥ ମନ୍ତ୍ରଣାଳୟ ଦ୍ଵାରା ବୁଧବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଜାନୁଆରୀରେ ମୋଟ ୧.୭୨ ଲକ୍ଷ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଛି। ଗତ ବର୍ଷ ତୁଳନାରେ ଏଥିରେ ୧୦ ପ୍ରତିଶତରୁ...

୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ଜିଏସଟି ଅଧିକାରୀ, ଜାଲ ବିଛାଇ ରେଡ୍ ହ୍ୟାଣ୍ଡେଡ ଧରିଲା ସିବିଆଇ

ସୁନ୍ଦରଗଡ଼,୨୫ା୧: ଗୁରୁବାର ରାଉରକେଲାରେ ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲା ବେଳେ ବରିଷ୍ଠ ବସ୍ତୁ ଓ ସେବା କର (ଜିଏସଟି) ଅଧିକାରୀଙ୍କୁ ରେଡ୍ ହ୍ୟାଣ୍ଡେଡ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଅମର କାନ୍ତ କୁମାର ନାମକ ଅଧିକାରୀଙ୍କୁ ସିବିଆଇ ଗିରଫ...

୮୦୬ କୋଟି ଟଙ୍କା ଜିଏସ୍‌ଟି ବକେୟା ଜମା ପାଇଁ ଏଲଆଇସିକୁ ନୋଟିସ

ନୂଆଦିଲ୍ଲୀ,୧।୧: ଭାରତୀୟ ଜୀବନ ବୀମା କମ୍ପାନୀ(ଏଲଆଇସି)କୁ ୮୦୬ କୋଟି ଟଙ୍କାର ଜିଏସ୍‌ଟି ବକେୟା ପୈଠ କରିବାକୁ ମିଳିଛି ନୋଟିସ। ୨୦୧୭-୧୮ ବର୍ଷରୁ ଏଲଆଇସି ଏହି ଟଙ୍କା ଦେଇ ନଥିବା ଜଣାପଡିଛି। ମହାରାଷ୍ଟ୍ର ରାଜ୍ୟ ପାଇଁ ଏହି ଜିଏସ୍‌ଟି ସହିତ ସୁଧ...

ଡିସେମ୍ବରରେ ୧.୬୫ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ କଲେ ଭାରତ ସରକାର, ଓଡ଼ିଶାର ନୂଆ ରେକର୍ଡ

ଭୁବନେଶ୍ୱର,୧।୧: ଡିସେମ୍ବର ୨୦୨୩ରେ ୧.୬୫ ଲକ୍ଷ କୋଟି ଟଙ୍କା ହୋଇଛି ଜିଏସ୍‌ଟି ସଂଗ୍ରହ। ସୋମବାର କେନ୍ଦ୍ର ଅର୍ଥ ମନ୍ତ୍ରାଳାୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ବର୍ଷ ଡିସେମ୍ବର ତୁଳନାରେ ଏହା ୧୦ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ ଚଳିତବର୍ଷ...

ପାର୍ବଣ ଋତୁରେ ଭରିଲା ସରକାରଙ୍କ ଭଣ୍ଡାର, ଅକ୍ଟୋବର ମାସରେ ୧.୭୨ ଲକ୍ଷ କୋଟି ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ,୧/୧୧: ଅକ୍ଟୋବର ମାସ ପାର୍ବଣ ଋତୁରେ ସରକାର ଭଲ ଜିଏସଟି ସଂଗ୍ରହ କରିଛନ୍ତି। ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ମୋଟ ୧.୭୨ ଲକ୍ଷ କୋଟି ଟଙ୍କା ରହିଛି। ୨୦୧୭ରେ ଜିଏସଟି ଲାଗୁ ହେବା ପରେ ଅକ୍ଟୋବର ମାସରେ ଏହା ଦ୍ୱିତୀୟ...

ଜିଏସ୍‌ଟି ଅଡିଟ ରିପୋର୍ଟ ଲାଗି ଜାରି ହେଲା ଫର୍ମ

ନୂଆଦିଲ୍ଲୀ,୧୭-୪: ଆର୍ଥିକ ବର୍ଷ ୨୦୧୭-୧୮ ଲାଗି ୨ କୋଟି ଟଙ୍କାରୁ ଅଧିକ ବାର୍ଷିକ କାରବାର କରୁଥିବା କମ୍ପାନୀଗୁଡ଼ିକୁ ଜିଏସ୍‌ଟି ଅଡିଟ ରିପୋର୍ଟ ଦାଖଲ କରିବାକୁ ହେବ। ଏଥିପାଇଁ ଜିଏସ୍‌ଟି ନେଟ୍‌ଓ୍ବାର୍କ(ଜିଏସ୍‌ଟିଏନ୍‌) ନିଜର ପୋର୍ଟାଲରେ ଫର୍ମ ଜାରି କରିଛି। ଅଡିଟ ରିପୋର୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri