Posted inଜାତୀୟ

ଇଣ୍ଡିଆ ହେଉ ହିନ୍ଦୁସ୍ଥାନ, ରବି କିଶନ ସଂସଦରେ ଆଣିବେ ଘରୋଇ ବିଲ୍‌…

ନୂଆଦିଲ୍ଲୀ,୨।୧୦ : ମହାରାଷ୍ଟ୍ରରେ ବନ୍ଦେ ମାତରଂ ନେଇ ଚାଲିଥିବା ବିବାଦ ମଧ୍ୟରେ ଗୋରଖପୁର ଏମ୍‌ପି ରବି କିଶନ ରବିବାର ହେଲୋ ପରିବର୍ତ୍ତେ ବନ୍ଦେ ମାତରଂକୁ ସମର୍ଥନ କରି କହିଛନ୍ତି ଯେ ସେ ଖୁବ ଶୀଘ୍ର ସଂସଦରେ ଏକ ଘରୋଇ ବିଲ ଆଣିବାକୁ ଯାଉଛନ୍ତି। ଯେଉଁଥିରେ ସେ ସରକାରୀ କାଗଜପତ୍ରରେ ଭାରତର ନାମ, ଇଣ୍ଡିଆ ଭାବେ ବ୍ୟବହୃତ ହେଉଥିବା ସମସ୍ତ ସ୍ଥାନରେ ଏହାକୁ ହିନ୍ଦୁସ୍ଥାନରେ ପରିବର୍ତ୍ତନ କରାଯିବା ଉଚିତ। ସେ ଏହି ବିଲକୁ ଆସନ୍ତା ଶୀତ ଅଧିବେଶନରେ ଉପସ୍ଥାପନ କରିବେ।

ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ଦେଶର ଲୋକମାନେ ମଧ୍ୟ ଆମକୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି କାରଣ ଇତିହାସରେ ହୋଇଥିବା ଭୁଲଗୁଡ଼ିକୁ ଆମେ ସଂଶୋଧନ କରିବା ଉଚିତ।,ଯାହା କଂଗ୍ରେସ ଦଳ ଦ୍ୱାରା କରାଯାଇ ନଥିଲା। ମହାରାଷ୍ଟ୍ରର ଲୋକମାନେ ଯାହା ଚାହୁଁଥିଲେ ତାହା କରିଥିବାରୁ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଟି ତାଲିକାରେ ବିଭିନ୍ନ ସମ୍ପ୍ରଦାୟଙ୍କୁ ସାମିଲ କରାଯାଉ

ନୂଆଦିଲ୍ଲୀ,୨୯।୩: ଅନୁସୂଚିତ ଜନଜାତି (ଏସ୍‌ଟି) ତାଲିକାରେ ଓଡ଼ିଶାର ବିଭିନ୍ନ ଜାତିକୁ ସାମିଲ କରିବା ନିମନ୍ତେ ରାଜ୍ୟର ଏମ୍‌ପିମାନେ ସୋମବାର ଦାବି କରିଛନ୍ତି। ଲୋକ ସଭାରେ ସମ୍ବିଧାନ...

ବଜେଟ ୨୦୨୧: ସାଧାରଣ ଲୋକଙ୍କ ଉପରେ ପଡିବ ପ୍ରଭାବ, ବଢିପାରେ ମୋବାଇଲ ଦାମ୍‌

ନୂଆଦିଲ୍ଲୀ,୧ ।୨: ମୋବାଇଲ୍ ଫୋନ୍ ପାର୍ଟସ ଏବଂ ଚାର୍ଜର ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ସ୍ଥାନୀୟ ମୂଲ୍ୟ...

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌, ମହାରାଷ୍ଟ୍ରରେ ସର୍ବାଧିକ…

ନୂଆଦିଲ୍ଲୀ, ୨୧।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ପ୍ରବାସୀଙ୍କ ପାଇଁ ଭଗବାନ ସାଜିଥିବା ସୋନୁଙ୍କୁ କରୋନା

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ଏହା କବଳରୁ...

ଭାଜପା ପରେ ଏବେ କଂଗ୍ରେସ କରୋନା କବଳରେ

ନୂଆଦିଲ୍ଲୀ,୩।୮: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଶହ ଶହ ସଂଖ୍ୟାରେ...

ସଂସଦ ଭବନ ନିକଟରେ ସନ୍ଦିଗ୍ଧ ଯୁବକ: ବ୍ୟାଗ୍‌ରୁ କୋଡ୍‌ଓ୍ବାର୍ଡରେ ଲେଖାଥିବା ଚିଠି ଜବତ

ନୂଆଦିଲ୍ଲୀ, ୨୬।୮: ସଂସଦ ଭବନ ପାଖରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ବୁଧବାର ଦିଲ୍ଲୀ ପୋଲିସ ପକ୍ଷରୁ ହେପାଜତରେ ରଖି ପଚରା ଉଚରା କରାଯାଉଛି। ସେ ବିଜୟ...

କୁକୁଡା-ଛେଳି ବିକ୍ରି ହେବ ବନ୍ଦ !

ଜେନେଭା/ନୂଆଦିଲ୍ଲୀ,୧୩।୪: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। କେତେକ କ୍ଷେତ୍ରରେ ଆର୍‌ଟି-ପିସିଆର୍‌ ପରୀକ୍ଷାରେ କରୋନା ଭୁତାଣୁକୁ ଚିହ୍ନବା ସମ୍ଭବ ହେଉନାହିଁ।...

କ୍ୟାବିନେଟ୍‌ ବୈଠକରେ ୪ ନିଷ୍ପତ୍ତି: ୮୧ କୋଟିରୁ ଅଧିକ ଗରିବଙ୍କୁ ନଭେମ୍ବର ଯାଏଁ ମାଗଣା ରାଶନ

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ୍‌ ବୈଠକ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୪ ଗୁରୁତ୍ୱପୂର୍ଣ୍ଣ...

Advertisement
Archives

Model This Week