Advertisement
Posted inଜାତୀୟ

କୋରେଇ ଟ୍ରେନ୍‌ ଦୁର୍ଘଟଣା: ଆର୍ଥିକ ସହାୟତା ଘୋଷଣା କଲେ କେନ୍ଦ୍ର ରେଳମନ୍ତ୍ରୀ

ନୂଆଦିଲ୍ଲୀ,୨୧ା୧୧: ଯାଜପୁରର କୋରେଇ ଷ୍ଟେଶନରେ ଏକ ମାଲ୍‌ବାହୀ ଟ୍ରେନ୍‌ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୃତ ବ୍ୟକ୍ତିମାନଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ଟୁଇଟ୍‌ କରି ମୃତ ବ୍ୟକ୍ତିମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ, ଗୁରୁତରଙ୍କୁ ୧ ଲକ୍ଷ ଏବଂ ସାମାନ୍ୟ ଆହତ ବ୍ୟକ୍ତିମାନଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦୀୟ ବୟାନ ଦେଲେ ମମତାଙ୍କ ପୁତୁରା: କହିଲେ, ‘ଜୟ ଶ୍ରୀରାମ’ର ଜବାବରେ କୁହ ‘ରାମ୍‌ ନାମ୍‌ ସତ୍ୟ ହେ’

କୋଲକାତା,୨୫।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଦ୍ୱିତୀୟ ନମ୍ବରର ପ୍ରଭାବଶାଳୀ ବ୍ୟକ୍ତି ଅଭିଷେକ ବାନାର୍ଜୀ ଜୟ ଶ୍ରୀରାମ ନାରା ଉପରେ...

ଡିସେମ୍ବରରେ ଜି-୨୦ ଅଧ୍ୟକ୍ଷ ହେବ ଭାରତ, ଦେଶରେ ହେବ ୨୦୦ରୁ ଅଧିକ ବୈଠକ…

ନୂଆଦିଲ୍ଲୀ, ୧୩।୯ : ଆସନ୍ତା ୧ ଡିସେମ୍ବର ୨୦୨୨ ରେ ଭାରତ ବିଶ୍ୱର ୨୦ଟି ସବୁଠାରୁ ଶକ୍ତିଶାଳୀ ଅର୍ଥନୈତିକ ଦେଶ ସହିତ ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷ...

ନୂଆବର୍ଷର ପହିଲି ଦିନରେ ରୋଷେଇ ଘରେ ମହଙ୍ଗା ମାଡ଼: ବଢ଼ିଲା ରନ୍ଧନ ଗ୍ୟାସ୍‌ ଦାମ୍‌

ନୂଆଦିଲ୍ଲୀ,୧।୧: ନୂଆବର୍ଷର ପହିଲି ଦିନରେ ରୋଷେଇ ଘରେ ମହଙ୍ଗା ମାଡ଼ ହୋଇଛି। ବୁଧବାରଠାରୁ ରନ୍ଧନ ଗ୍ୟାସ୍‌ ଦାମ୍‌ ୧୯ ଟଙ୍କା ବଢ଼ିଛି। ଫଳରେ ଦିଲ୍ଲୀରେ ଅଣ-ସବସିଡ୍‌...

ରାହୁଲଙ୍କ ପାଇଁ ସଙ୍କଟ: ଭାଜପା ସହିତ ନିଜ ସହ ମଧ୍ୟ ଲଢ଼ିବାକୁ ହେବ !

ନୂଆଦିଲ୍ଲୀ, ୨୫।୮: କଂଗ୍ରେସରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଯେ ବଢ଼ିବାରେ ଲାଗିଛି ତାହା ଏବେ ଜଣାପଡ଼ିଛି। ଏହା ଦ୍ୱାରା ରାହୁଲ ଗାନ୍ଧୀଙ୍କ ରାଜନୈତିକ ପଥରେ ବାଧା ସୃଷ୍ଟି...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ, ୧୫।୧୨(ପି.ଟି.): ଭାରତରେ ୧୯୭୫ରେ ଜାରି ହୋଇଥିବା ଜରୁରୀ ପରିସ୍ଥିତି (ଏମର୍ଜେନ୍ସି)କୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଘୋଷଣା କରିବା ଲାଗି ଜଣେ ୯୪ ବର୍ଷୀୟ ମହିଳା ସୁପ୍ରିମକୋର୍ଟରେ...

ପ୍ରଶାସନ ସହ କୃଷକଙ୍କ ଆଲୋଚନା ବିଫଳ

କରନାଲ,୭।୯: କରନାଲରେ ମହାପଞ୍ଚାୟତ ପୂର୍ବରୁ ୧୧ ଜଣିଆ କୃଷକ କମିଟି ଏବଂ ପ୍ରଶାସନ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହୋଇଛି। ଏହା ପରେ କୃଷକ ନେତାମାନେ...

ବାବୁଲ ସୁପ୍ରିୟୋ ଡେଇଁଲେ ବାଡ଼, ଟିଏମ୍‌ସିରେ ସାମିଲ୍‌…

କୋଲକାତା,୧୮।୯: ଭାଜପାର ଆସାନସୋଲ ଆସନର ଲୋକ ସଭା ଏମ୍‌ପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ବାଡ଼ ଡେଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ...

ଅଭିଯୁକ୍ତ ଆଶିଷ କେଉଁଠି ତାହା ଆଇଜିଙ୍କୁ ବି ଅଜଣା…

ଲକ୍ଷ୍ନୌ,୭।୧୦: ଲକ୍ଷ୍ମୀପୁର ଖିରି କାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜ୍ୟ ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର ଏବେ ପୋଲିସ ହାତ ପାଅନ୍ତାରେ ନାହାନ୍ତି। ସେ...

Advertisement
Archives

Model This Week