ଜାଣନ୍ତୁ କେଉଁ ମନ୍ତ୍ରଣାଳୟକୁ କେତେ କୋଟି ଦେଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୨୪।୦୭: ମନ୍ତ୍ରଣାଳୟ ଅନୁଯାୟୀ ବ୍ୟୟବରାଦ (କୋଟିରେ)
୧ ଅର୍ଥ ମନ୍ତ୍ରଣାଳୟ ୧୮,୫୮,୧୫୮.୫୨
୨ ପ୍ରତିରକ୍ଷା ମନ୍ତ୍ରଣାଳୟ ୬,୨୧,୯୪୦.୮୫
୩ ସଡ଼କ ପରିବହନ ଓ ରାଜପଥ ୨,୭୮,୦୦୦.୦୦
୪ ରେଳ ମନ୍ତ୍ରଣାଳୟ ୨,୫୫,୩୯୩.୦୦
୫ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ୨,୨୩,୩୨୩.୩୬
୬ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୨,୧୯,୬୪୩.୩୧
୭ ଗ୍ରାମୀଣ ବିକାଶ ୧,୮୦,୨୩୩.୪୩
୮ ରସାୟନ ଓ ସାର ୧,୬୮,୪୯୯.୮୭
୯ ଯୋଗାଯୋଗ ମନ୍ତ୍ରଣାଳୟ ୧,୩୭,୨୯୩.୯୦
୧୦ କୃଷି ମନ୍ତ୍ରଣାଳୟ ୧,୩୨,୪୬୯.୮୬
୧୧ ଶିକ୍ଷା ମନ୍ତ୍ରଣାଳୟ ୧,୨୦,୬୨୭.୮୭
୧୨ ଜଳଶକ୍ତି ମନ୍ତ୍ରଣାଳୟ ୯୮,୭୧୩.୭୮
୧୩ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୯୦,୯୫୮.୬୩
୧୪ ଗୃହ ଓ ନଗର ଉନ୍ନୟନ ୮୨,୫୭୬.୫୭
୧୫ ମହିଳା ଓ ଶିଶୁ ବିକାଶ ୨୬,୦୯୨.୧୯
୧୬ ଆଣବିକ ଶକ୍ତି ବିଭାଗ ୨୪,୯୬୮.୯୮
୧୭ ଶ୍ରମ ଓ ନିୟୋଜନ ୨୨,୫୩୧.୪୭
୧୮ ବହିର୍ବ୍ୟାପାର ମନ୍ତ୍ରଣାଳୟ ୨୨,୧୫୪.୬୭
୧୯ ଏମ୍‌ଏସ୍‌ଏମ୍‌ଇ ୨୨,୧୩୭.୯୫
୨୦ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ୨୧,୯୩୬.୯୦
୨୧ ଶକ୍ତି ମନ୍ତ୍ରଣାଳୟ ୨୦,୫୦୨.୦୦
୨୨ ନବୀନ ଓ ନବୀକରଣୀୟ ଶକ୍ତି ୧୯,୧୦୦.୦୦
୨୩ ବିଜ୍ଞାନ ଓ ପ୍ରଯୁକ୍ତି ୧୬,୬୨୮.୧୨
୨୪ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ୧୫,୯୩୦.୨୬
୨୫ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ୧୪,୨୨୫.୪୭
୨୬ ମହାକାଶ ବିଭାଗ ୧୩,୦୪୨.୭୫
୨୭ ଆଦିବାସୀ ବ୍ୟାପାର ୧୩,୦୦୦.୦୦
୨୮ ବାଣିଜ୍ୟ ଓ ଶିଳ୍ପ ୧୧,୪୬୯.୧୪
୨୯ ଭାରି ଶିଳ୍ପ ମନ୍ତ୍ରଣାଳୟ ୭,୨୪୨.୦୦
୩୦ ମତ୍ସ୍ୟଚାଷ, ପଶୁ ସମ୍ପଦ ଓ ଗୋପାଳନ ୭,୧୩୭.୬୮
୩୧ ଆଇନ ଓ ନ୍ୟାୟ ୬,୭୮୮.୩୩
୩୨ ଉତ୍ତରପୂର୍ବାଞ୍ଚଳ ବିକାଶ ୫,୯୦୦.୦୦
୩୩ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ପ୍ରଣୟନ ୫,୪୫୩.୮୩
୩୪ ଦକ୍ଷତା ବିକାଶ ଓ ଔଦ୍ୟୋଗିକ ୪,୫୨୦.୦୦
୩୫ ବୟନଶିଳ୍ପ ୪,୪୧୭.୦୩
୩୬ ସୂଚନା ଓ ପ୍ରସାରଣ ୪,୩୪୨.୫୫
୩୭ ଆୟୁଷ ମନ୍ତ୍ରଣାଳୟ ୩,୭୧୨.୪୯
୩୮ ଯୁବ ବ୍ୟାପାର ଓ କ୍ରୀଡ଼ା ୩,୪୪୨.୩୨
୩୯ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ୩,୩୩୦.୩୭
୪୦ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ୩,୨୯୦.୦୦
୪୧ ସଂସ୍କୃତି ମନ୍ତ୍ରଣାଳୟ ୩,୨୬୦.୯୩
୪୨ ସଂଖ୍ୟାଲଘୁ ବ୍ୟାପାର ୩,୧୮୩.୨୪
୪୩ ଭୂବିଜ୍ଞାନ ମନ୍ତ୍ରଣାଳୟ ୩,୦୬୪.୮୦
୪୪ କର୍ପୋରେଟ୍‌ ବ୍ୟାପାର ୨,୬୬୭.୦୬
୪୫ ପର୍ଯ୍ୟଟନ ୨,୪୭୯.୬୨
୪୬ କାର୍ମିକ, ଜନ ଅଭିଯୋଗ ଓ ପେନ୍‌ସନ ୨,୩୭୯.୮୭
୪୭ ବନ୍ଦର, ନୌପରିବହନ ଓ ଜଳମାର୍ଗ ୨,୩୭୭.୪୯
୪୮ ବେସାମରିକ ବିମାନ ଚଳାଚଳ ୨,୩୫୭.୧୪
୪୯ ଖଣି ମନ୍ତ୍ରଣାଳୟ ୧,୯୪୧.୦୬
୫୦ ରାଷ୍ଟ୍ରପତି, ସଂସଦ, ୟୁପିଏସ୍‌ସି ଏବଂ ଉପରାଷ୍ଟ୍ରପତି ସଚିବାଳୟ ୧,୮୮୪.୯୨
୫୧ ପଞ୍ଚାୟତିରାଜ ୧,୧୮୩.୬୪
୫୨ କୋପରେଶନ ମନ୍ତ୍ରଣାଳୟ ୧,୧୮୩.୩୯
୫୩ ଯୋଜନା ମନ୍ତ୍ରଣାଳୟ ୮୩୭.୨୬
୫୪ ଇସ୍ପାତ ମନ୍ତ୍ରଣାଳୟ ୩୨୫.୬୬
୫୫ କୋଇଲା ମନ୍ତ୍ରଣାଳୟ ୧୯୨.୫୫
୫୬ ସଂସଦୀୟ ବ୍ୟାପାର ୬୪.୦୦
ମୋଟ: ୪୮,୨୦,୫୧୨.୦୮


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri