ବିଦ୍ୟୁତ ତାର ବିଛାଇ ହାତୀକୁ ମାରିଦେଲେ! ବନବିଭାଗ ତଦନ୍ତ ଜାରି

ବାରିପଦା,୧୨।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଜାମଶୂଳି ଗାଁରେ ଗୁରୁବାର ଭୋର ବିଦ୍ୟୁତ ଆଘାତରେ ଏକ ମାଈହାତୀର ମୃତ୍ୟୁ ଘଟିଛି । ଖବରପାଇ ବନବିଭାଗର କର୍ମଚାରୀମାନେ ପହଂଚି ଘଟଣାର ତଦନ୍ତ କରିବା ସହିତ ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ କରୁଛନ୍ତି ।

ସୂଚନା ମୁତାବକ ବେତନଟୀ ରେଞ୍ଜ ଅଧୀନ ବଡାମପୁର ସେକ୍ସନ ଇଲାକାରେ ୧୯ଟି ବଣୁଆ ହାତୀ ବିଚରଣ କରୁଥିଲେ । ବେତନଟୀ ବନବିଭାଗ ପକ୍ଷରୁ ରାତି ତମାମ ପେଟ୍ରୋଲିଂ ଚାଲିଥିବା ବେଳେ ଭୋର ସମୟରେ ମୁଖ୍ୟଗୋଠରୁ ଅଲଗାହୋଇ ମାଈହାତୀଟି ଜାମଶୂଳି ଠାରେ ଜନବସତି ମୁହାଁ ହୋଇଥିଲା । ତେବେ ଗାଁ ପାଖରେ ଧାନଚାଷକୁ ସୁରକ୍ଷା ଦେବାକୁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀଟିର ମୃତ୍ୟୁ ଘଟିଛି ।

ରାମ ହେମ୍ବ୍ରମଙ୍କ ଜମି ଉପରେ ମାଈହାତୀର ମୃତଦେହ ପଡିରହିଥିବା ବେଳେ ମୃତ ହାତୀକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଛି । ମୃତ ମାଈହାତୀର ଶୁଣ୍ଢରେ ବିଦ୍ୟୁତତାର ଲାଗିଥିବା ବେଳେ ବନବିଭାଗ ତଦନ୍ତ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଜୀବନ ହାରିଲେ ନିଟ ପରୀକ୍ଷାର୍ଥୀ: ମା’ ଖୋଲିଦେଲେ ସବୁ ଗୁମର

ଭଦ୍ରକ,୭।୫(ସନାତନ ରାଉତ): ପ୍ରଥମ ନିଟ ପରୀକ୍ଷାରେ ବିଫଳ ହୋଇଥିଲେ। ଦ୍ୱିତୀୟ ଥର ପରୀକ୍ଷା ପରେ ନିଜେ ମାର୍କିଙ୍ଗ କରିଥିଲେ। ପରୀକ୍ଷା ଫଳ ଖରାପ ହେବ ବୋଲି ଭାବି…

ଶପଥ ବିନା ମୁଖ୍ୟମନ୍ତ୍ରୀ ହେଲେ Vijay Thalapathy! ତାମିଲନାଡୁରେ ଚହଳ…

ଚେନ୍ନାଇ,୭।୫: ଥାଲାପତି ବିଜୟଙ୍କ ରାଜନୈତିକ ଦଳ, ତାମିଜାଗା ଭେଟ୍ରି କାଝାଗମ (TVK), ତାମିଲନାଡୁ ବିଧାନସଭା ନିର୍ୱାଚନରେ ବିଜୟୀ ହୋଇଛି। ଫଳସୱରୂପ, ଅଭିନେତାଙ୍କୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦ…

ବରଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ: ଗଛମୂଳରେ ପଡ଼ିଛି ଚପଲ-ବ୍ୟାଗ୍‌, ବଢୁଛି ସନ୍ଦେହ

ସୋନପୁର,୭l୫(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା-ସିଲାଟି ରାସ୍ତାରେ ଏକ ବରଗଛ ଡାଳରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତେବେ ଏହା ଆତ୍ମହତ୍ୟା ନା…

ଯୁଦ୍ଧବିରତି ମଧ୍ୟରେ ଇରାନ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା, ବଡ଼ ଧମକ ଦେଇ କହିଲା….

ଓ୍ବାଶିଂଟନ,୭।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟରେ, ବୁଧବାର ଦିନ ଆମେରିକୀୟ ସେନା ଏକ ଇରାନୀ ତୈଳ ଟ୍ୟାଙ୍କର୍…

ପିଏଙ୍କ ହତ୍ୟା ଘଟଣା: ସାଂଘାତିକ ବୟାନ ଦେଲେ ଭାଜପା ନେତା, କହିଲେ ଏହା ମମତାଙ୍କ ପୁତୁରାଙ୍କ କାମ…

କୋଲକାତା,୭।୫: କୋଲକାତାର ଉତ୍ତର ଉପକଣ୍ଠରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ବୁଧବାର ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କୁ ହତ୍ୟା କରାଯାଇଛି। ଯାହାକୁ ନେଇ ସାରା…

ବାଧକ ସାଜିଛି ପଥରବନ୍ଧ: ଆଣ୍ଠୁଏ କାଦୁଅରେ ଘାଟ ପାର ହେଉଛନ୍ତି ଯାତ୍ରୀ, କୁମ୍ଭୀର ଭୟରେ…

ମହାକାଳପଡ଼ା,୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ଗୋବରୀନଦୀ ଘାଟକୁ ନେଇ ବଗଗହଣ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଥିବା…

ଏହି ଦିନ ସାରା ଦେଶରେ ବନ୍ଦ ରହିବ ଔଷଧ ଦୋକାନ! ଭାରତ ବନ୍ଦ ଡାକରା ଦେବେ…

ନୂଆଦିଲ୍ଲୀ,୭।୫: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କୌଣସି ସଦସ୍ୟ ନିୟମିତ ଭାବରେ କୌଣସି ରୋଗ ପାଇଁ ଔଷଧ ଖାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ବିଜୟଙ୍କୁ ବଡ଼ ଝଟ୍‌କା, ଶପଥଗ୍ରହଣ ପୂର୍ୱରୁ ବଢିଲା ଅଡୁଆ

ଚେନ୍ନାଇ,୭।୫: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ଟିଭିକେଙ୍କ ସମର୍ଥନ ପତ୍ର ଅନୁରୋଧ କରିବା ପରେ ବିଜୟଙ୍କ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri