ଅମୃତ ମହୋତ୍ସବରେ ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିଲା କାୟକଳ୍ପ ପୁରସ୍କାର

ଜମନକିରା,୧୬।୮: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ କେନାଢିପା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କାୟକଳ୍ପ ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡା. ବାସନ୍ତୀ ତାଣ୍ଡିଆଙ୍କ ସଭାପତିତ୍ୱରେ ଏହା ପରିଚାଳିତ ହୋଇଥିଲା। ସ୍ବାସ୍ଥ୍ୟକେନ୍ଦ୍ରମାନଙ୍କୁ ମିଳୁଥିବା ଏହି ପୁରସ୍କାର ଜମନକିରା ବ୍ଲକରେ ପ୍ରଥମ ଥର ପାଇଁ କରାଯାଇଛି। କାର୍ଯ୍ୟକ୍ରମରେ କେନାଢିପା ସରପଞ୍ଚ କଲ୍ୟାଣୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଏହି ପୁରସ୍କାର ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ା. ନିରୁପମା ମହାପାତ୍ର, ବିଜୟ ରଞ୍ଜନ ଦ୍ବିବେଦୀ, ସସ୍ତିକା ପଟେଲ, ଶମ୍ଭୁନାଥ ସାହୁ, ନିଶିତ ପଟେଲ, ବିନୋଦ ବଞ୍ଛୁର, ଶରତ ବେହେରା ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା। ଏଏନ୍‌ଏମ ରଞ୍ଜିତା ବେହେରା, ଜମନକିରା ବ୍ଲକ ନେହେରୁ ଯୁବ କେନ୍ଦ୍ରର ଯୁବ ସ୍ବେଛାସେବୀ ମାନସ ଦେହୁରୀ, ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଭିଡିଓ ପ୍ରସ୍ତୁତ କରିଥିବା ମୁକେଶ ସହଁଶିଆଙ୍କ ସହ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ବାହାଘର ପାଇଁ ଥିବା ସୁନା ଅଳଙ୍କାର, ନଗଦ ୫ ଲକ୍ଷ ନେଇଗଲେ ଦୁର୍ବୃତ୍ତ

ପଦ୍ମପୁର,୨୦।୧୧(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଦେଉଳି ଗାଁର ମଧୁସୂଦନ ଧଳଙ୍କ ଘରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହେଇଛି। ଏ ନେଇ ଶୁକ୍ରବାର...

ମାଛ ନିଲାମରେ କେଳେଙ୍କାରୀ: ଗହୀରମଥା ବନପାଳ ନିଲମ୍ବିତ

ରାଜନଗର,୩ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସମୁଦ୍ର ମାଦଳିମାଉଥ ନିକଟ ନିଷିଦ୍ଧାଞ୍ଚଳରେ ପଶି ମାଛ ମାରୁଥିବାବେଳେ ନଭେମ୍ବର ୨୯ରେ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ଲକ୍ଷ୍ମୀ ତାରିଣୀ-୩...

ଧ୍ୱଂସ ହେବ ପାରାଭାଡ଼ି ପାହାଡ଼

ଚଣ୍ଡିଖୋଲ,୩୦।୧୧(ଡି.ଏନ.ଏ.): ରାଜ୍ୟ ସରକାର ଅବଢା ଯୋଜନାରେ ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ ଯାଜପୁର ଜିଲାର ଐତିହାସିକ ପାହାଡ଼ ପାରାଭାଡ଼ିକୁ ଖନନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାଜପୁର ଜିଲା...

ଭଙ୍ଗାକୁଡ଼ିଆରେ ବିତୁଛି ଜୀବନ

ବ୍ରହ୍ମବରଦା,୯ା୪(ଡ଼ି.ଏନ.ଏ): ଯାଜପୁର ଜିଲା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ବଉଳାଘାଇ ଦାଣ୍ଡିସାହି ୨ ନଂ. ୱାର୍ଡରେ ବାସ କରୁଥିବା ସମଲାତୁନ ବିବିଙ୍କ ପରିବାରକୁ ସରକାରୀ...

ଜାମୁଗଛ ଡାଳରେ ବ୍ୟାଗରେ ଝୁଲୁଥିଲା ମହିଳାଙ୍କ କଟାମୁଣ୍ଡ

ପାଟଣା,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ କାଠବାରୀ ପଞ୍ଚାୟତ ଜଗନ୍ନାଥପୁର ବୁଢାବଣରେ ବୁଧବାର ଅପରାହ୍ନରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି...

ସମ୍ବେଦନଶୀଳ ଅଞ୍ଚଳରେ ଟେଷ୍ଟିଂକୁ ଗୁରୁତ୍ୱ

କଟକ ଅଫିସ,୨୪।୮: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେଥିଲାଗି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ଜିଲାରେ ଆର୍‌ଟି-ପିସିଆର ଓ...

ବେଳାଭୂମି ପାସ୍‌ ବିକ୍ରି ଅଭିଯୋଗରେ ଜଣେ ଅଟକ

ବ୍ରହ୍ମପୁର ଅଫିସ,୨୮।୧୨: ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ଅନ୍‌ଲାଇନରେ ପାସ୍‌ ପାଇବା ପାଇଁ ଓଏଲ୍‌ଏକ୍ସ ୱେବ୍‌ସାଇଟର ଆଇଡି ପ୍ରସ୍ତୁତ କରି ଦୁଇଦିନ ତଳେ ଜଣେ ଯୁବକ ଧରାପଡ଼ିଥିଲେ।...

ପ୍ରେମିକାଙ୍କ ପାଇଁ ସାଙ୍ଗର ଜୀବନ ନେଲା ସାଙ୍ଗ

ରାୟଗଡ଼ା ଅଫିସ/ଟିଟିଲାଗଡ଼,୩୧।୫: ପ୍ରେମ ପାଇଁ ତୁଚ୍ଛ ହୋଇଗଲା ବନ୍ଧୁତ୍ୱ। ପ୍ରେମିକାଙ୍କୁ ପାଇବା ପାଇଁ ବନ୍ଧୁଙ୍କ ଜୀବନ ନେଇଗଲେ ସାଙ୍ଗ। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ...

Advertisement
Archives

Model This Week