ସଲମାନଙ୍କ ଭଉଣୀଙ୍କୁ ବିବାହରେ ନିମନ୍ତ୍ରଣ କରିନାହାନ୍ତି କାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହ ଚଳିତମାସ ୯ ତାରିଖରେ ରାଜସ୍ଥାନରେ ହେବ ବୋଲି କୁହାଯାଉଛି। ବିବାହର ସମସ୍ତ ପ୍ରସ୍ତୁତି ସରିବା ଉପରେ। ଅତିଥିଙ୍କ ତାଲିକା ମଧ୍ୟ ହୋଇସାରିଛି। ତେବେ ଶୁଣିବାକୁ ମିଳୁଛି କାଟ୍ରିନା-ଭିକିଙ୍କ ବିବାହରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଦବଙ୍ଗ ଖାନ୍‌ ସଲମାନଙ୍କ ଭଉଣୀ ଅର୍ପିତାଙ୍କୁ ନିମନ୍ତ୍ରଣ କରାଯାଇନାହିଁ।

ଅର୍ପିତା କାଟ୍ରିନାଙ୍କ ଭଲ ବନ୍ଧୁ। ଜୁଆଡ଼େ ଯାଆନ୍ତି ଦୁଇଜଣ ସାଥୀ ହୋଇ। ସୋସିଆଲ ମିଡିଆରେ ମଧ୍ୟ ଉଭୟେ କଥାବାର୍ତ୍ତା କରୁଥିବାର ଅଧିକାଂଶ ସମୟ ଦେଖିବାକୁ ମିଳେ। ଏହା ପରେ ବି କାଟ୍ରିନା ଅର୍ପିତାଙ୍କୁ କାହିଁକି ନିମନ୍ତ୍ରଣ କରିନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ବିଷୟରେ ଖୋଦ୍‌ ଅର୍ପିତା ହିଁ କହିଛନ୍ତି।

ଏକ ସାକ୍ଷାତକାରରେ ଅର୍ପିତା ଏକଥା କହିଛନ୍ତି ଯେ, ତାଙ୍କୁ ଭିକି କିମ୍ବା କାଟ୍ରିନା କେହି ନିମନ୍ତ୍ରଣ କରିନାହାନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏତେ ସବୁ ପ୍ରସ୍ତୁତି ସରିଥିଲେ ମଧ୍ୟ ଭିକି କିମ୍ବା କାଟ୍ରିନା ସେମାନଙ୍କ ବିବାହ ତାରିଖ ସ୍ପଷ୍ଟ କରିନାହାନ୍ତି। କେବେ ସେମାନଙ୍କ ମଧ୍ୟରେ ଡେଟ୍‌ ହୋଇଥିଲା ତାହା ବି କହିନାହାନ୍ତି। ତେବେ ଦେଖାଯାଉ ଆଗକୁ କ’ଣ ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କଥା ଲୁଚାଇଥିଲେ ଏହିସବୁ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀମାନେ ଲାଇମ୍‌ ଲାଇଟ୍‌ ପରେ ବି କିଛି କଥାକୁ ସିିକ୍ରେଟ୍‌ ରଖିଥାନ୍ତି। ଏପରିକି ଫ୍ୟାନ୍‌ମାନଙ୍କୁ ବର୍ଷବର୍ଷ ଧରି ଏସବୁ କଥା ଜଣାପଡ଼ି ନ ଥାଏ।...

ପାହାଡ ଉପରେ ବସି ଧ୍ୟାନ କରୁଛନ୍ତି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ତେବେ ମଝିରେ ଏଥିରୁ ବ୍ରେକ୍‌ ନେଇ ସେ...

ସ୍ତ୍ରୀଙ୍କ କମେଣ୍ଟ୍‌କୁ ଅପେକ୍ଷା କରିଥିଲେ ରଣବୀର, ଶେଷରେ…

ବଲିଉଡ୍‌ ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ସ୍ତ୍ରୀ ଦୀପିକା ପାଦୁକୋନଙ୍କ ସହ ବହୁତ ମଜା କରନ୍ତି। ପରସ୍ପରର ଗୋଡ ଟାଣିବାଠାରୁ ଆରମ୍ଭ କରି ପରସ୍ପର...

ସ୍କୁଲ ଦିନର ବନ୍ଧୁଙ୍କ ହାତ ଧରିବା ପରେ ଅଭିନେତ୍ରୀରୁ ପାଲଟିଥିଲେ ଗୃହିଣୀ, କହିଲେ ‘ପରିବାର ଆଗ’

ବମ୍ବେ: ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କ ବିପକ୍ଷରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଭାଗ୍ୟଶ୍ରୀ। ଦର୍ଶକେ ଚଳଚ୍ଚିତ୍ର ‘ମୈନେ ପ୍ୟାର କିୟା’ରେ ଉଭୟଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ...

୨୧ ବର୍ଷରେ ବିବାହ ୨୫ ବର୍ଷରେ ତଲାକ

ମୁମ୍ବାଇ: ରାଜ ପରିବାରରୁ ଆସିଥିବା ବଲିଉଡ ନାୟିକା ଅଦିତି ରାଓ ହାଇଦରୀ ଶୁକ୍ରବାର ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଇଣ୍ଡଷ୍ଟ୍ରିରେ ଅଦିତିଙ୍କର...

ମା’ ହେବାକୁ ଯାଉଛନ୍ତି ନୁଶ୍‌ରତ୍‌! ସ୍ବାମୀ କହିଲେ ଜାଣିନି, ୬ ମାସ ହେବ ମୁଁ ଅଲଗା ରହୁଛି

ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍‌ରତ୍‌ ଜାହାଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଚଳଚ୍ଚିତ୍ରରେ ସଫଳ କ୍ୟାରିୟର, ନିର୍ବାଚନରେ ଜିତିବା ଏବଂ ନିଖିଲ ଜୈନଙ୍କୁ...

ଟ୍ବିଙ୍କିଲ୍‌ଙ୍କୁ ପିଆଜ କାନଫୁଲ ଉପହାର ଦେଲେ ଅକ୍ଷୟ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ସ୍ତ୍ରୀ ଟ୍ବିଙ୍କିଲ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ।ଉଭୟଙ୍କ ମଜାକିଆ ଅନ୍ଦାଜ୍‌ ଦର୍ଶକଙ୍କ ବେଶ୍‌ ପସନ୍ଦ ଆସିଥାଏ। ଖାସ୍‌୍‌ ଭାବେ...

୨୬ ବର୍ଷ ସାନ ଅଙ୍କିତାଙ୍କୁ ବିବାହ ପୂର୍ବରୁ ଆଉ କେତେଜଣ ଅଭିନେତ୍ରୀଙ୍କ ସହ ମିଲିନ୍ଦଙ୍କର ଥିଲା ରିଲେଶନ

ମୁମ୍ବାଇ: ଲକ୍ଷେ ଦିଲର ଧଡକନ ଦେଶର ‘ଆଇନ ମ୍ୟାନ’ ମିଲିନ୍ଦ ସୋମନ ତାଙ୍କର ୫୭ତମ ଜନ୍ମଦିନ ପାଳନ କରୁଛନ୍ତି । ବୟସକୁ ଏକ ନମ୍ବର ବୋଲି...

Advertisement
Archives

Model This Week