୧୦୦ ଦିନ ପୂରଣ କଲା ‘କାନ୍ତାରା’

ମୁମ୍ବାଇ: ୨୦୨୨ରେ ଫିଲ୍ମ ‘କାନ୍ତାରା’ ଦର୍ଶକଙ୍କ ହୃଦୟକୁ ଛୁଇଁଯାଇଛି। ଫିଲ୍ମଟି ବ୍ଲକବଷ୍ଟର ତାଲିକାରେ ଆଉ ଏକ ଗୌରବ ଯୋଡ଼ିଛି, ଯାହା ଭାରତର ହୃଦୟରୁ ‘କାନ୍ତାରା’ ଆକର୍ଷଣୀୟ ହୋଇଛି। ଏହି ଫିଲ୍ମଟି ପ୍ରଥମ ଦିନରୁ ହିଁ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା। ୨୦ ସେପ୍ଟେମ୍ବରରେ ରିଲିଜ ହୋଇଥିବା ଏହି ଫିଲ୍ମ ଆଜି ୧୦୦ ଦିନ ପୂରଣ କରିଛି।

ହୋମ୍ବେଲ ଫିଲ୍ମସ୍‌ ପକ୍ଷରୁ ଇତିହାସରେ ଏହି ବିଶେଷ ଦିନ ପାଳନ କରି ସୋସିଆଲ ମିଡିଆରେ ଫିଲ୍ମର ୧୦୦ ଦିନର ପୋଷ୍ଟର ସହିତ ଏକ ନୋଟ୍‌ ଶେୟାର କରି କ୍ୟାପଶନ ଲେଖାଯାଇଛି, ‘ଡିଭାଇନ ବ୍ଲକ୍‌ବଷ୍ଟର’ କାନ୍ତାରା’ର ୧୦୦ ଦିନ ପାଳନ କରିବା, ଏହା ଏମିତି ଏକ ଫିଲ୍ମ;ଯାହାକୁ ଆମେ ସବୁବେଳେ ମନେ ରଖିବୁ, ଯାହା ଆମକୁ ପୁନର୍ବାର ଆମ ମୂଳକୁ ନେଇଗଲା ଏବଂ ଆମ ପରମ୍ପରା ବିଷୟରେ ଆମକୁ ଆଶ୍ଚର୍ଯ୍ୟ କଲା।

‘କାନ୍ତାରା’ ୨୦୨୨ରେ ଖାଲି ଯେ, ସାଧାରଣ ଦର୍ଶକଙ୍କ ମନୋରଞ୍ଜନ କରିଥିଲା ତାହା ନୁହେଁ, ଏହି ଫିଲ୍ମ କ୍ରିକେଟରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରଣାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଛୁଇଁ ଯାଇଥିଲା। ଫିଲ୍ମକୁ ସମସ୍ତଙ୍କର ସମର୍ଥନ ଥିଲା। ଫିଲ୍ମଟି ଓଟିଟିରେ ରିଲିଜ ହେବା ପରେ ଏବେ ପ୍ରେକ୍ଷାଳୟରେ ଚାଲିଛି। ଯାହାକୁ ଦର୍ଶକେ ଦେଖୁଛନ୍ତି। ମୋଟ୍‌ ଉପରେ କହିବାକୁ ଗଲେ ଏହି ଫିଲ୍ମର କ୍ରେଜ୍‌ ଏବେ ବି କମିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚିହ୍ନି ହେଉନାହିଁ ବଲିଉଡ୍‌ର ଏହି ସବୁ କଳାକାରଙ୍କୁ

ମୁମ୍ବାଇ: ବଲିଉଡ୍‌ ବର୍ଷିୟାନ ଅଭିନେତା ଋଷି କପୁର ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ପ୍ରାୟ ସମୟରେ ସେ ସୋସିଆଲ ମିଡିଆରେ କିଛି ନା କିଛି...

କାନ୍ଦିଲେ ଉର୍ବଶୀ

ମୁମ୍ବାଇ: ମିସ୍ ୟୁନିଭର୍ସ ୨୦୨୧ର ମୁକୁଟ ଭାରତର ହରନାଜ ସଂନ୍ଧୁଙ୍କ ନାଁରେ ହୋଇ ସାରିଛି । ହରନାଜ ଚଣ୍ଡିଗଡ଼ ବାସିନ୍ଦା ହୋଇଥିବା ବେଳେ ଏଥର ପୂରା...

ଶ୍ରୀଲଙ୍କା ଗାୟକ ସୁନୀଲ ପେରେରାଙ୍କ ଦେହାନ୍ତ

କଲମ୍ବୋ: ଶ୍ରୀଲଙ୍କାର ଜଣାଶୁଣା ଗାୟକ ତଥା ମ୍ୟୁଜିକ କମ୍ପୋଜର ସୁନୀଲ ପେରେରାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ...

‘ଇମରଜେନ୍ସି’ର ପ୍ରଥମ ଲୁକ୍‌ ଜାରି

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଗାମୀ ଫିଲ୍ମ ‘ଇମରଜେନ୍ସି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରଥମ ଲୁକ୍‌ ଆଜି କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର...

ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଏମିତି କହିଲେ ଅମିର ଖାନ୍‌

ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଏବେ ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଯିଏ ଏହି ଫିଲ୍ମ ଦେଖୁଛନ୍ତି ସେମାନେ ପ୍ରଶଂସା ନ କରି...

ଦୀପାବଳିରେ ଅଭିନେତ୍ରୀ ବମ୍‌ ଜଳାଇବା ବେଳେ ବିସ୍ଫୋରଣ; ବଡ ଅଘଟଣରୁ…

ବମ୍ବେ: ଦୀପାବଳି କାହାପାଇଁ କେମିତି। କିଏ ଦୀପ ଲଗାଇ ଏହାକୁ ପାଳନ କରିବାକୁ ଭଲପାଏ ତ ଦୁଇ ଚାରୋଟି ବାଣ ନ ଫୁଟାଇଲେ ଆଉ କାହାର...

ରାଜ କୁନ୍ଦ୍ରାଙ୍କ ପର୍ନୋଗ୍ରାଫି ମାମଲାରେ ୪ ଅଭିଯୁକ୍ତ ଗିରଫ

ମୁମ୍ବାଇ, ୨୨।୨: ବଲିଉଡ୍‌ର ଫିଟ୍‌ନେସ୍‌ କୁଇନ୍‌ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପର୍ନୋଗ୍ରାଫି ମାମଲାରେ ଏପର୍ଯ୍ୟନ୍ତ ପୋଲିସର ତଦନ୍ତ ଜାରି ରହିଛି।...

ଦିନେ ପ୍ରତିଯୋଗୀ ହୋଇ ଆସିଥିଲେ, ଆଜି ବିଚାରପତି ଭାବେ ନେଉଛନ୍ତି ସର୍ବାଧିକ ପାଉଣା

ବମ୍ବେ: ଆରମ୍ଭ ହେବା ଦିନରୁ ଚର୍ଚ୍ଚାରେ ରହିଛି ଲୋକପ୍ରିୟ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ-୧୩’। ଏଥିରେ ନେହା କକ୍କଡ, ବିଶାଲ ଦଦଲାନୀ ଏବଂ ହିମେଶ ରେଶମିଆ...

Advertisement
Archives

Model This Week