କଙ୍ଗନାଙ୍କୁ ନେଇ ଦମଦାର ମୁଭି ଭେଟି ଦେବାକୁ ପ୍ରସ୍ତୁତ ହେଲେଣି ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ବଲିଉଡ୍ ମୁଭି ‘ ଦ କଶ୍ମୀର ଫାଇଲ୍ସ’ ଏବେ ଖୁବ୍ ଚର୍ଚ୍ଚାରେ । ଏହାର ନିର୍ଦ୍ଦେଶକ ବିବକେ ଅଗ୍ନିହୋତ୍ରୀ ଏବେ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ଢିଲା ନ ଦେଇ ଖୁବ୍ ଦମରେ କାମର ଲାଗି ପଡିଥିବା ଜଣାପଡିଛି । ‘ଦ କଶ୍ମୀର ଫାଇଲ୍ସ’ର ସଫଳତାକୁ ଦେଖି କିଛି ରାଜ୍ୟରେ ଏହାକୁ ଟ୍ୟାକସ ଫ୍ରି କରି ଦିଆଯାଇଛି । ଏଥିରେ ସଫଳତା ପାଇବା ପରେ ବି ବିବେକ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ଆଗେଇ ନେବାରେ ବ୍ୟସ୍ତ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବିବେକ କୁଆଡେ ତାଙ୍କ ଆଗାମୀ ପ୍ରୋଜେକ୍ଟରେ ବଲିଉଡର ଚର୍ଚ୍ଚିତ ନାୟିକା କଙ୍ଗନା ରାନାୱତଙ୍କୁ ନେବାକୁ ସ୍ଥିର କରିଛନ୍ତି । ଯଦିଓ ଏହାର କøଣସି ଅଫିସିୟାଲ୍ ଅ।।ଉନ୍ସମେଣ୍ଟ ହୋଇନାହିଁ । ତେବେ ବିବେକ ଅଗ୍ନି ହୋତ୍ରୀ ଓ କଙ୍ଗନା ରାନାୱତଙ୍କ ବଣ୍ଡିଂ କୁଆଡେ ବେଶ୍ ଭଲ ବୋଲି ଆଲୋଚନା ହେଉଛି । ତେବେ ବିବେକଙ୍କ ସହ କାମ କରିବାକୁ କଙ୍ଗନା ଏକଦମ ରାଜି ହେଇଯାଇଥିବା ବେଳେ ଦୁଇ ଜଣଙ୍କ ଆଇଡିଓଲୋଜି ସମାନ ଥିବାରୁ ବିବେକ ଅଗ୍ନିହୋତ୍ରୀ ତାଙ୍କୁ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ସାଇନ୍ କରିଥିବା ଶୁଣିବାକୁ ମିଳିଛି ହେଲେ ଏହାର ଅଫିସିୟାଲ ଆନଉନ୍ସମେଣ୍ଟ କରାଯାଇ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଓଟିଟିରେ ରିଲିଜ୍‌ ପରେ ବି ହଲ୍‌କୁ ଯାଉଛନ୍ତି ଦର୍ଶକ

ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ୍‌ ଚ୍ୟାପ୍ଟର ୨ ’ ରିଲିଜ୍‌ ହେବା ଠାରୁ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ବକ୍ସ ଅଫିସରେ ୧୨୨୧କୋଟି ଟଙ୍କା ଆୟ...

ଭ୍ୟାକେଶନରେ ପିସି

ମୁମ୍ବାଇ: ପାୱାର କପୁଲ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନାସ ନିଜ ବିଜି ସିଡ୍ୟୁଲରୁ ସମୟ ବାହାର କରି ନିଜ ଝିଅ ସହ ଟାଇମ ସ୍ପେଣ୍ଡ...

ନିର୍ଦ୍ଦେଶକ ଆନନ୍ଦ ଏଲ୍ ରୟ ହେଲେ କରୋନା ପଜିଟିଭ, ଚିନ୍ତାରେ ଅକ୍ଷୟ, ସାରା, ଧନୁଷ

ମୁମ୍ବାଇ,୩୧ ।୧୨:କରୋନା ଭାଇରସ କବଳରେ ଏବେ ବଲିଉଡ୍ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରୟ । ବହୁ ଚେଷ୍ଟା ପରେ ବି ‘ଅତରଙ୍ଗି ରେ’ର ନିର୍ଦ୍ଦେଶକ ନିଜକୁ...

ସ୍ବୟଂ-ଇପ୍ସିତାଙ୍କ ଲଭ୍‌ଷ୍ଟୋରୀ

ଆପେକ୍ସ ଇଞ୍ଜିନିୟରିଂ କଲେଜରେ ପଢିବା ବେଳେ ମୋ କ୍ଲାସ୍‌ମେଟ୍‌ ଥିଲେ ଇପ୍ସିତା ପାଣିଗ୍ରାହୀ। ଖୁବ୍‌ ମିଶାଣିଆ ଏବଂ ସ୍ନେହି ସ୍ବଭାବର ଝିଅ ବୋଲି ବୋଧହୁଏ ଧିରେ...

ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ପରଲୋକ

ମୁମ୍ବାଇ, ୧୨।୭- ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ଦିୟା ଚୌକସେଙ୍କ ରବିବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି କ୍ୟାନସର ସହ ସଂଘର୍ଷ...

‘ତେଜାବ୍‌’ ଦେଖିବା ପରେ..

ସେତେବେଳେ ତାଙ୍କର ବୟସ ମାତ୍ର ୪ବର୍ଷ। ଏନ୍‌. ଚନ୍ଦ୍ରାଙ୍କ ନିର୍ଦ୍ଦେଶିତ ତଥା ଅନିଲ କପୁର ଏବଂ ମାଧୁରୀ ଦୀକ୍ଷିତ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେଜାବ୍‌’ ଦେଖୁଥାଆନ୍ତି...

ବଡ଼ ପରଦାରେ ଦେଖିବାକୁ ମିଳିବ ସୁକେଶ- ଜ୍ୟାକଲିନଙ୍କ ପ୍ରେମ କାହାଣୀ, ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖର ଦୀର୍ଘ ଦିନ ଧରି ହେଡଲାଇନରେ ରହିଆସିଛନ୍ତି। ୨୦୦ କୋଟି ଟଙ୍କା ହେରଫେର ଅଭିଯୋଗରେ ବର୍ତ୍ତମାନ ସେ ତିହାର ଜେଲରେ ଅଛନ୍ତି।...

ଅଭିନୟରେ ସଫଳ ରହିଥିବା ସଲମାନ୍‌ ପ୍ରେମରେ ସବୁବେଳେ ବିଫଳ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାଁଙ୍କର ଫିଲ୍ମ ଜୀବନ ପରି ବ୍ୟକ୍ତିଗତ ଜୀବନ ମଧ୍ୟ ରୋମାଞ୍ଚକର। ଜୀବନରେ ତାଙ୍କର ବହୁ ଅଭିନେତ୍ରୀଙ୍କ ସହିତ ପ୍ରେମ ସମ୍ପର୍କ...

Advertisement
Archives

Model This Week