Posted inଜାତୀୟ

୧୦୮ବର୍ଷ ପରେ ତୁଟିଲା ବିହାର ଜମି ବିବାଦ

ପାଟନା,୨୧।୫: ଜମି ସଂକ୍ରାନ୍ତ ଏକ ମାମଲାର ସମାଧାନ ପାଇଁ ୧୦ କି ୨୦ ବର୍ଷ ନୁହେଁ ଲାଗିଯାଇଛି ୧୦୮ ବର୍ଷ। ପାଟନାର ଭୋଜପୁର ଜିଲାର ଏ ଘଟଣା। ଦରବାରି ସିଂ ନାଥୁନି ଖାନ୍‌ ନାମରେ ଜଣେ ବ୍ୟକ୍ତିଙ୍କଠାରୁ ଜମି କିଣିଥିଲେ । କିଣାଯାଇଥିବା ଜମି କୋଇଓ୍ବାର ନଗର ଅଧିନରେ ଆସୁଥିଲା। ଅଭିଯୋଗ ନେଇ ସମସ୍ତ ଦସ୍ତାବିଜ୍‌ ଉଈ ନଷ୍ଟ କରିଦେଇଥିଲେ ମଧ୍ୟ ଅତିରିକ୍ତ ଜିଲା ଏବଂ ସେସନ୍ସ ଜଜ୍‌ ଶ୍ୱେତା ସିଂ ଅତୁଲ ସିଂଙ୍କ ସମକ୍ଷରେ ଶୁଣାଣି କରିଛନ୍ତି। ୧୯୧୧ରେ ନାଥୁନଙ୍କ ମୃତ୍ୟୁ ହୋଇଥିଲା। ୧୯୧୪ରେ ଅତୁଲ ସିଂଙ୍କ ଜେଜେ ବାପା ଦରବାରୀ ସିଂଙ୍କ ଦ୍ୱାରା କରାଯାଇଥିଲା। ନାଥୁନଙ୍କ ମୃତ୍ୟୁ ପରେ ପାଖାପାଖି ୯ଏକର ଜମିକୁ ବ୍ରିଟିଶ ସରକାର ଜବତ କରି ନେଇଥିଲେ। ଭାରତ ପାକିସ୍ତାନ ବିଭାଜନ ସମୟରେ ନାଥୁନଙ୍କ ପରିବାର ଭାରତ ଛାଡ଼ି ପାକିସ୍ତାନ ଚାଲିଯାଇଥିଲେ। ତେବେ ଦାଏର ମାମଲାରେ ନାଥୁନଙ୍କ ପରିବାର ଲୋକଙ୍କ ଅନୁପସ୍ଥିତି ମାମଲାକୁ ଅଧିକ ଜଟିଳ କରିଦେଇଥିଲା, ଯାହାପାଇଁ ଏହି ମାମଲା ୪ପିଢ଼ି ପର୍ଯ୍ୟନ୍ତ ନ୍ୟାୟାଳୟରେ ପଡ଼ି ରହିଥିଲା। ଅତୁଲଙ୍କ ସପକ୍ଷରେ ରାୟ ଆସିବା ପରେ ସେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ଙ୍କ ନିକଟକୁ ଯାଇ ଜମିର ମାଲିକାନା ନେଇ ପାରିବେ ବୋଲି କୋର୍ଟ ଶୁଣାଣିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁୟାରୀରେ ଭାରତ-ଫ୍ରାନ୍ସ୍‌ ‘ସ୍କାଏରୋଜ୍‌’: ଚାଇନାର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୩୦।୧୨: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖର ଏଲ୍‌ଏସିରେ ଉତ୍ତେଜନା ଜାରି ରହିଛି। ଏପରିସ୍ଥଳେ ଭାରତ ଏବଂ ଫ୍ରାନ୍ସ୍‌ ମଧ୍ୟରେ ୨୦୨୧ ଜାନୁୟାରୀରେ ଯୁଦ୍ଧାଭ୍ୟାସ ‘ସ୍କାଏରୋଜ୍‌’...

ବରଖାସ୍ତ ହେଲେ ଅଭିନେତ୍ରୀଙ୍କ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ଏନ୍‌ସିବି ଅଫିସର

ନୂଆଦିଲ୍ଲୀ,୨।୪: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ମୁମ୍ବାଇ ଏନସିବିର ଅଧିକାରୀ ବିଶ୍ୱନାଥ ତିୱାରୀଙ୍କୁ ବରଖାସ୍ତ କରାଯାଇଛି। ବିନା ଅନୁମତିରେ ବିଦେଶ ଯାତ୍ରା...

ଦେଶରେ କମିଛି ଅଣକରୋନା ମୃତ୍ୟୁ

ନୂଆଦିଲ୍ଲୀ,୧।୫: କରୋନା ଜନିତ ମୃତ୍ୟୁକୁ ବାଦ୍‌ଦେଲେ ଦେଶରେ ଅନ୍ୟ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି। ଲକ୍‌ଡାଉନ ଯୋଗୁ ଦୁର୍ଘଟଣା ସଂଖ୍ୟା କମିଛି। ସେହିପରି ହସ୍ପିଟାଲକୁ ଆସୁଥିବା...

ଓଓ୍ବାଇସିଙ୍କୁ ଝଟ୍‌କା: ୪ ବିଧାୟକ ଆର୍‌ଜେଡିରେ ସାମିଲ

ପାଟନା,୨୯।୬: ବିହାରରେ ଆସାଦୁଦ୍ଦିନ ଓୱାଇସିଙ୍କ ପାର୍ଟିକୁ ବଡ଼ ଝଟ୍‌କା ଲାଗିଛି। ରାଜ୍ୟରେ ଏଆଇଏମ୍‌ଆଇଏମ୍‌ ବିଧାୟକଙ୍କ ମଧ୍ୟରୁ ଚାରିଜଣ ଆରଜେଡିରେ ଯୋଗ ଦେଇଛନ୍ତି। ସେମାନେ ହେଲେ ଶାହନଓ୍ବାଜ,ଇଜହାର,...

ମହାରାଷ୍ଟ୍ରର ଭାଜପା ସରକାରଙ୍କୁ ଦିଲ୍ଲୀରେ ବିରୋଧ

ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ରରେ ଭାଜପା ଶାସିତ ସରକାରଙ୍କୁ ଦିଲ୍ଲୀ ଯୁବ କଂଗ୍ରେସ କର୍ମୀମାନେ ବିରୋଧ କରିଛନ୍ତି। ଏମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ପୋଲିସ...

କରୋନାକୁ ୧୦ ରାଜ୍ୟ ହରାଇଲେ ଦେଶ ଜିତିବ

ନୂଆଦିଲ୍ଲୀ, ୧୨ା୮: ଭାରତ ମହାମାରୀ କରୋନାକୁ ଜିତିବା ଲାଗି ପ୍ରୟାସ ଜାରି ରଖିଛି। ଏଥିଲାଗି ପ୍ରତ୍ୟେକ ରାଜ୍ୟର ଗୁରୁଦାୟିତ୍ୱ ରହିଛି। ଦେଶର ୧୦ ରାଜ୍ୟର ସ୍ଥିତି...

ଚନ୍ଦ୍ରାବାବୁଙ୍କୁ ଝଟକା:ଭାଜପାରେ ମିଶିଲେ ୪ ଟିଡିପି ଏମ୍‌ପି

ନୂଆଦିଲ୍ଲୀ,୨୧।୬:ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡ଼ୁଙ୍କ ନେତୃତ୍ୱାଧୀନ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି)ର ୪ ରାଜ୍ୟ ସଭା ସଦସ୍ୟ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ସେମାନେ ହେଲେ...

ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ: ଷ୍ଟାଲିନ୍‌

ଚେନ୍ନାଇ,୨୨।୧୨: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ କରୋନା ସ୍ଥିତିକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଉପରେ ନଜର ରଖାଯାଉଛି। ତେବେ...

Advertisement
Archives

Model This Week