ମିଛ କହି ଧରାପଡ଼ିଲେ

ମୁମ୍ବାଇ: ପୁଣି ବିବାଦରେ ଫସିଲେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌। ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କ ନାଁ ନେଇ ମିଛ କହୁଥିବା ବେଳେ ସେ ଧରାପଡ଼ିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ମିଛ ଧରିଛି। ଫଳରେ ସେ ବିଦେଶ ଯିବା ପାଇଁ କରିଥିବା ଆବେଦନକୁ ଇଡି ବିରୋଧ କରିଥିବା ଜଣାପଡ଼ିଛି।

ମନି ଲଣ୍ଡରିଂ ମାମଲାରେ ଫସିଥିବା ଜ୍ୟାକ୍‌ଲିନ୍‌ ବିଦେଶ ଯିବାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ତଦନ୍ତ ବେଳେ ଜ୍ୟାକ୍‌ଲିନ ବିଦେଶ ଯିବା ପାଇଁ ମିଛ କହିଥିବା ନେଇ ଇଡି ଖୁଲାସା କରିଛି। ସଲମାନଙ୍କ ସହ ନେପାଳ ଟୁର୍‌ ପାଇଁ ତାଙ୍କୁ ଆମନ୍ତ୍ରିତ କରାଯାଇଛି। ଏଥିପାଇଁ ନେପାଳ ଯିବାକୁ ସେ ଚାହୁଁଥିବା ଅଭିନେତ୍ରୀ କହିଥିଲେ। ତେବେ ଯାଞ୍ଚ ପରେ ତାଙ୍କର ମିଛ ଧରାପଡିଛି। ସେ ଦବଙ୍ଗ ଟୁର୍‌ରେ ଯିବାର ନ ଥିବା ଜଣାପଡ଼ିଛି। ଏହି ମିଛ ଇଡି ସାମ୍ନାକୁ ଆସିବା ପରେ କୋର୍ଟରେ ଦେଇଥିବା ଆବେଦନକୁ ସେ ଫେରାଇ ନେବାକୁ ବାଧ୍ୟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନିତାଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅନିଲ କପୁର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଅନିଲ କପୁର କେବଳ ଜଣେ ଫିଟ୍‌ ଅଭିନେତା ନୁହନ୍ତି, ଜଣେ ଭଲ ପିତା ଏବଂ ସ୍ବାମୀ ମଧ୍ୟ। ଆଜି ଅର୍ଥାତ୍‌ ୧୯୮୪...

ବିବାହ କରିବାକୁ ଘରୁ ଲୁଚି ପ୍ରଳାଇ ଆସିଥିଲେ ଅର୍ଚ୍ଚନା

ମୁମ୍ବାଇ: ‘ ଦ କପିଲ ଶର୍ମା’ ଶୋରେ ଏଥର ଚର୍ଚ୍ଚିତ ଯୋଡିଙ୍କୁ ଦେଖିବାକୁ ମିଳିବ। ଯେଉଁଥିରେ ଅଛନ୍ତି ଅର୍ଚ୍ଚନା ପୁରନ ସିଂ ଓ ପରମିତ ସେଠୀ,...

ଓକିଲ ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର କୁଲ୍‌ ଅଭିନେତ୍ରୀ ଇଶା ଗୁପ୍ତା ନିଜ ପାଇଁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମୁଁ ଦୁଃଖିତ ଯେ, ପିଲାଦିନେ କୌଣସି...

ବଲିଉଡର ସବୁଠାରୁ ଲମ୍ବା ଚୁମ୍ବନ: ଏହି ଅଭିନେତ୍ରୀଙ୍କୁ ଦେଇଥିଲେ…

ବଲିଉଡରେ ସିରିଏଲ କିସର ଭାବରେ ଇମ୍ରାନ ହାସ୍‌ମି ବେଶ ଜଣାଶୁଣା । ସେ ଫିଲ୍ମ ‘ଫୁଟ୍‌ପାଥ’ରୁ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ପରେ ଇମ୍ରାନ ୨୦୦୪...

‘ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ୍‌’ ଟ୍ରେଲର ରିଲିଜ୍‌ ପରେ ଆୟୁଷ୍ମାନ୍‌ଙ୍କ ମାତାପିତା କହିଲେ ଆମେ ଗର୍ବିତ

ଅଭିନେତା ଆୟୁଷ୍ମାନ ଖୁରାନା ବର୍ତ୍ତମାନ ବଲିଉଡ୍‌ର ଟପ୍‌ ଲିଷ୍ଟ୍‌ରେ ଅଛନ୍ତି। ଯେ କି ଲଗାତର ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଚାଲିଛନ୍ତି।...

ଭାଇରାଲ ହେଉଛି ଦିଶାଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ବଲିଉଡ୍‌ର ବୋଲ୍ଡ କୁଇନ୍‌ ଦିଶା ପାଟନି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ଲକ୍‌ଡାଉନ ସମୟରେ ସେ ଫଟୋ ଓ ଭିଡିଓ ମାଧ୍ୟମରେ ୟୁଜର୍ସଙ୍କର ଖୁବ୍‌...

ପୁଣିଥରେ ଏକାଠି ନଜର ଆସିବେ କରନ-ଅର୍ଜୁନ

ମୁମ୍ବାଇ: ବେଶ କିଛି ଦିନ ପରେ ପୁଣି ବଡ ପରଦାରେ ଶାହାରୁଖଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ତାଙ୍କ ପ୍ରଶଂସକ । ଏହାରି ଭିତରେ ଶାହାରୁଖଙ୍କ...

କରୋନା ସହ ଲଢ଼େଇରେ ହାରିଗଲେ ଆଉ ଜଣେ ଅଭିନେତା; ଶୋକରେ ବୁଡ଼ିଲା…

ବମ୍ବେ: କରୋନାରେ ଆଖି ବୁଜିଲେ ଆଉ ଜଣେ କଳାକାର। ବଲିଉଡ୍‌ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତା ବିକ୍ରମଜିତ କନ୍‌ଓ୍ବରପାଲଙ୍କ ପରଲୋକ ଘଟିଛି। ସେ କୋଭିଡ୍‌ ପଜିଟିଭ୍‌...

Advertisement
Archives

Model This Week