ତାଇଓ୍ବାନ ଆକାଶମାର୍ଗରେ ୪ ଚାଇନା ଯୁଦ୍ଧ ବିମାନର ଅନୁପ୍ରବେଶ…

ବେଜିଂ,୭।୧୨: ଚାଇନା ପୁଣି ଥରେ ତାଇଓ୍ବାନ ଉପରେ ନିଜର ଦାଦାଗିରି ଆରମ୍ଭ କରିଛି। ତାଇୱାନର ଆକାଶ ମାର୍ଗ ସୀମାରେ ଚାଇନାର ୪ ଯୁଦ୍ଧ ବିମାନ ପୁଣି ଅନୁପ୍ରବେଶ କରିଛି। ଚାଇନା ଏଭଳି କରି ତାଇଓ୍ବାନକୁ ଭୟଭୀତ କରିବାକୁ ଚେଷ୍ଟା କରିଛି। ଚାଇନାର ସାମରିକ ବିମାନ ତାଇୱାନର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ ଜୋନ (ଆଡିଜ) ରେ ଅନୁପ୍ରବେଶ କରିଛି । ତେବେ ତାଇୱାନ ମଧ୍ୟ ଏହାର ପାଲଟା ଜବାବ ଦେଇଛି।

ଯାହା ପରେ କିଛି ସମୟ ମଧ୍ୟରେ ଚାଇନା ଯୁଦ୍ଧ ବିମାନଗୁଡ଼ିକ ପଳାଇ ଯାଇଥିଲା। ତାଇୱାନ ଗଣମାଧ୍ୟମ ଅନୁଯାୟୀ, ତାଇୱାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ପିପୁଲ୍ସ ଲିବରେସନ ଆର୍ମି ବାୟୁସେନାର ୨ଟି ଶେଙ୍ଗୟାଙ୍ଗ ଜେ-୧୧ ଯୁଦ୍ଧ ବିମାନ, ଗୋଟିଏ ଶାନକ୍ସି ଓ୍ବାଇ-୮ ଆଣ୍ଟି-ବୁଡ଼ାଜାହାଜ ଯୁଦ୍ଧ ବିମାନ ଏବଂ ଗୋଟିଏ ଶାନସି ଓ୍ବାଇ-୮ ଟୋହି ବିମାନ ଉଡ଼ାଣ ଆରମ୍ଭ କରିଛି।

ଚଳିତ ମାସରେ ଇତିମଧ୍ୟରେ, ଚାଇନାର ୧୩ଟି ସାମରିକ ବିମାନ ତାଇୱାନରେ ଅନୁପ୍ରବେଶ କରିଛି। ତାଇୱାନ ନ୍ୟୁଜ ରିପୋର୍ଟ ଅନୁଯାୟୀ ସେଥିମଧ୍ୟରେ ସାତୋଟି ସ୍ପଟର୍‌ ପ୍ଲେନ ଏବଂ ୬ଟି ଯୁଦ୍ଧ ବିମାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହା ଯୁଦ୍ଧର ଯୁଗ ନୁହେଁ

ସମରକନ୍ଦ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଲ୍କ ରୋଡ୍‌ ସିଟି ସମରକନ୍ଦରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ଆଲୋଚନା କରିଛନ୍ତି। ମୋଦି ପୁଟିନ୍‌ଙ୍କୁ କହିଛନ୍ତି, ବର୍ତ୍ତମାନ...

ବୃହତ୍‌ ଭାସମାନ ରେଷ୍ଟୁରାଣ୍ଟ ବନ୍ଦ ହେଲା…

ହଂକଂ, ୧୫।୬ : କରୋନା ମହାମାରୀ ଯୋଗୁ ହଂକଂର ବୃହତ ଭାସମାନ ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଛି। ମଙ୍ଗଳବାର ହଂକଂ ବନ୍ଦରରୁ ଏହି ଭାସମାନ ରେଷ୍ଟୁରାଣ୍ଟକୁ ହଟାଇ...

ଜାପାନରେ ପ୍ରବଳ ତୁଷାରପାତ, ୧୭ ମୃତ-୯୦ରୁ ଅଧିକ ଆହତ…

ଟୋକିଓ,୨୮।୧୨ : ଆମେରିକା ପରେ ବର୍ତ୍ତମାନ ଜାପାନ ତୁଷାରପାତର ଶିକାର ହୋଇଛି। ଏଠାରେ ପ୍ରବଳ ତୁଷାରପାତ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କର ମୃତ୍ୟୁ ହୋଇଛି...

‘ଭାରତ ଚାହିଁଲେ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇପାରିବ’

ଓ୍ବାଶିଂଟନ,୭ା୧: ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦର ମୁକାବିଲା ପାଇଁ କୂଟନୈତିକ ସ୍ତରରେ ଭାରତ...

ସୀମା ଜବର ଦଖଲ ପାଇଁ ଯାଯାବରଙ୍କ ସହାୟତା ନେଉଛି ଚାଇନା

ବେଜିଂ,୭।୧: ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଥିବା ଏଲ୍‌ଏସିରେ ଉତ୍ତେଜନା କମିବା ବଦଳରେ ବଢ଼ିଚାଲିଛି। ସୀମା ଜବର ଦଖଲ ପାଇଁ ଚାଇନା ସୈନ୍ୟ ବାହିନୀ...

ମୁଶରଫ୍‌ଙ୍କୁ ଆଶ୍ୱସ୍ତି: ଦେଶଦ୍ରୋହ ମାମଲା ଉପରେ ରୋକ ଲଗାଇଲେ ଲାହୋର ହାଇକୋର୍ଟ

ଇସଲାମାବାଦ୍‌,୧୬।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶରଫ୍‌ଙ୍କୁ ଲାହୋର ହାଇକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ହୋଇଥିବା ଦେଶଦ୍ରୋହ ମାମଲା ଉପରେ କୋର୍ଟ ରୋକ...

ମାଗଣା ଖାଦ୍ୟ ପାଇଁ ଧାଁ ଦୌଡ ବେଳେ ୨୦ ମୃତ

ନିୟାମେ,୧୮।୨: ଆଫ୍ରିକୀୟ ଦେଶ ନାଇଜରରେ ମାଗଣା ଖାଦ୍ୟ ପାଇବାକୁ ଧାଁ ଦୌଡ ହେଉଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ...

ସ୍ବାମୀଙ୍କୁ ହତ୍ୟା ପରେ ଗୁଗଲରେ ଧନୀଙ୍କ ପାଇଁ ବିଳାସପୂର୍ଣ୍ଣ ଜେଲ ଖୋଜିଲେ

ଓ୍ବାଶିଂଟନ୍‌,୧୪ା୬: ଆମେରିକୀୟ ମହିଳା କୋଉରି ରିଚିନ୍ସଙ୍କ ବିରୋଧରେ ସ୍ବାମୀ ହତ୍ୟା ଅଭିଯୋଗ ରହିଛି। ୩୩ ବର୍ଷୀୟା କୋଉରି ହେଉଛନ୍ତି ୩ ସନ୍ତାନଙ୍କ ଜନନୀ ଏବଂ ଜଣେ...

Advertisement
Archives

Model This Week