Posted inଖେଳ

ଇନ୍ଦୁମତୀ ମହିଳା ଫୁଟ୍‌ବଲ ଦଳର ଅଧିନାୟିକା

ନୂଆଦିଲ୍ଲୀ, ୨ା୪ (ପି.ଟି.)-ଉଜବେକିସ୍ତାନ ଓ ବେଲାରୁଷ ବିପକ୍ଷ ମ୍ୟାଚ ପାଇଁ ଇନ୍ଦୁମତୀ କାଥିରିସାନଙ୍କୁ ଭାରତୀୟ ମହିଳା ଫୁଟ୍‌ବଲ ଦଳର ଅଧିନାୟିକା ମନୋନୟନ କରାଯାଇଛି। ଭାରତୀୟ ଦଳ ଇତିମଧ୍ୟରେ ବହୁ ମାସ ଧରି ଉଜ୍‌ବେକିସ୍ତାନରେ ଟ୍ରେନିଂ ନେଇସାରିଛି। ଦଳ ଆୟୋଜକ ଦେଶ ବିପକ୍ଷରେ ଏପ୍ରିଲ ୫ ଏବଂ ବେଲାରୁଷ ବିପକ୍ଷରେ ଏପ୍ରିଲ ୮ରେ ଖେଳିବ। ଏହି ଦୁଇଟିଯାକ ଉଚ୍ଚକୋଟୀର ଦଳ ହୋଇଥିବାରୁ ସେମାନଙ୍କଠାରୁ ଭଲ ଅଭିଜ୍ଞତା ମିଳିବ। ଭାରତ ଇତିମଧ୍ୟରେ ସର୍ବିୟା, ରୁଷିଆ ଓ ୟୁକ୍ରେନ୍‌ ଭଳି ଦଳ ବିପକ୍ଷରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଭଲ ଖେଳିବା ସହ ବହୁ ଅଭିଜ୍ଞତା ହାସଲ କରିସାରିଛି। ଦଳରେ ବହୁ ସ୍ବଳ୍ପ ବୟସ୍କା, ଦକ୍ଷ ଓ ପରିଶ୍ରମୀ ଖେଳାଳି ରହିଛନ୍ତି। ଆଗାମୀ ଦୁଇଟି ମ୍ୟାଚରେ ମଧ୍ୟ ଆମେ ଭଲ କରିବାକୁ ଚେଷ୍ଟା କରିବୁ ବୋଲି ଇନ୍ଦୁମତୀ କହିଛନ୍ତି। ଦୁଇଟି ମ୍ୟାଚ ପାଇଁ ଅଧିନାୟିକା କରାଯାଇଥିବାରୁ ସେ ନିଜକୁ ଗୌରବାନ୍ବିତ ମନେକରୁଥିବା କହିଛନ୍ତି। ଭାରତ ଏସିଆ କପ୍‌ ମହିଳା ଫୁଟ୍‌ବଲ ୨୦୨୨ର ଆୟୋଜକ ହୋଇଛି। ଏଥିପାଇଁ ପ୍ରସ୍ତୁତିର ଅଂଶବିଶେଷ ସ୍ବରୂପ ଏହି ମ୍ୟାଚଗୁଡ଼ିକ ଆୟୋଜନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲାଇଭ୍‌ ଅନ୍ତର୍ଜାତୀୟ ମ୍ୟାଚ୍‌ ସମୟରେ ହଠାତ୍‌ ପଡ଼ିଆ ଛାଡିଲେ ଅମ୍ପାୟାର

ଚିଟ୍ଟାଗଙ୍ଗ,୧୯।୫: ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚିଟ୍ଟାଗଙ୍ଗରେ ଖେଳାଯାଉଛି। ମ୍ୟାଚର...

କେପିଏଲ୍‌ ଫିକ୍ସିଂ: ନିଜ ଆଡ଼ୁ ତଦନ୍ତ କରୁଛି ବିସିସିଆଇ

ମୁମ୍ବାଇ,୯।୧୧-କର୍ନାଟକ ଉଇକେଟ କିପର ସି.ଏମ୍‌. ଗୌତମ ଓ ମିଜୋରାମ ଅଧିନାୟକ ଆବରାର କାଜି ନିକଟରେ କ୍ରାଇମ ବ୍ରାଞ୍ଚ ଦ୍ୱାରା ଗିରଫ ହେବା ପରେ ବିସିସିଆଇର ଚିନ୍ତା...

ଇଦୁଲ୍‌ଜୀ, ରୟ ୩.୫ କୋଟି ଲେଖାଏଁ ପାଇବେ

ନୂଆଦିଲ୍ଲୀ, ୨୩ା୧୦ (ପି.ଟି.)- ପ୍ରଶାସକ କମିଟି (ସିଇଓ) ମୁଖ୍ୟ ବିନୋଦ ରୟ ଏବଂ ପ୍ୟାନେଲର ସଦସ୍ୟା ଡାଏନା ଇଦୁଲ୍‌ଜୀ ସେମାନଙ୍କ ୩୩ ବର୍ଷର କାର୍ଯ୍ୟକାଳ ପାଇଁ...

ପଣ୍ଡିଚେରୀକୁ ହରାଇ କ୍ବାର୍ଟରରେ ଓଡ଼ିଶା

କଟକ ଅଫିସ,୨୪ା୪- ମହାରାଷ୍ଟ୍ରର କୋହ୍ଲାପୁରଠାରେ ଚାଲିଥିବା ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରେ ମଙ୍ଗଳବାର ଓଡ଼ିଶା ବୃହତ୍‌ ଗୋଲ ବ୍ୟବଧାନରେ ପଣ୍ଡିଚେରୀକୁ ପରାସ୍ତ କରିଛି ।...

ଟି୨୦ରେ ସର୍ବାଧିକ ଥର ୦ କରିବାର ରେକର୍ଡ

ଅନ୍ତର୍ଜାତୀୟ କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ଟି୨୦ରେ କିଛି ଅଲୋଡ଼ା ରେକର୍ଡ ରହିଛି। ସେଗୁଡ଼ିକ ମଧ୍ୟରୁ ସବୁଠୁ ଅଧିକ ଥର ଶୂନ୍ୟ(୦)ରେ ଆଉଟ୍‌ ହେବାର ରେକର୍ଡ...

କପିଳ ଦେବ ଏହି ଖେଳାଳିଙ୍କୁ ସବୁଠୁ ଅଧିକ ଭୟ କରୁଥିଲେ

ନୂଆଦିଲ୍ଲୀ, ୧୫।୭- କପିଳ ଦେବ। ଭାରତୀୟ କ୍ରିକେଟ୍‌ରେ ଏକ ବେଶ୍‌ ପରିଚିତ ନାମ। ୧୯୮୩ ବିଶ୍ୱକପ୍‌ରେ ଭାରତକୁ ଚାମ୍ପିୟନ କରାଇ କ୍ରିକେଟ୍‌କୁ ଘରେ ଘରେ ପରିଚିତ...

ମହିଳା ହକି ଦଳର ନ୍ୟୁଜିଲାଣ୍ଡ ଟୁର୍‌: ବିଜୟ ସହ ଅଭିଯାନ ଶେଷ କଲା ଭାରତ

ଅକ୍‌ଲାଣ୍ଡ, ୬।୨- ଭାରତୀୟ ମହିଳା ହକି ଦଳ ବିଜୟ ସହ ଏହାର ନ୍ୟୁଜିଲାଣ୍ଡ ଟୁର୍‌ ଶେଷ କରିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡକୁ...

ସୁହାସଙ୍କୁ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ…

ଟୋକିଓ,୫।୯: ଟୋକିଓ ପାରାଲିମ୍ପିକ ଗେମ୍ସରେ ରବିବାର ଶେଷ ଦିନରେ ନୋଏଡାର ଡି.ଏମ. ସୁହାସ ଏଲ ୟଥିରାଜ ଭାରତ ପାଇଁ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌-୪ ଇଭେଣ୍ଟରେ...

Advertisement
Archives

Model This Week