Posted inଜାତୀୟ

ଉଡିବା ଆରମ୍ଭ କରୁ କରୁ ରନ୍‌ୱେରୁ ଖସିଗଲା ଇଣ୍ଡିଗୋ ବିମାନ

ଜୋରହାଟ,୨୯ ।୭: ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନ ଉଡିବା ଆରମ୍ଭ କରୁ କରୁ ରନୱେରୁ ଖସି ଯାଇଥିବା ଜଣାପଡିଛି । ତେବେ କୌଣସି ପ୍ରକାରେ ପାଇଲଟ ବିମାନଟିକୁ ଅଟକାଇ ଦେବା ସହ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଏହି ବିମାନଟି ଆସାମର ଜୋରହାଟରୁ କୋଲକତା ଯାତ୍ରା ଆରମ୍ଭ କରିଥିଲା । ହେଲେ ଟେକଅପ ପୂର୍ବରୁ ଏହି ଘଟଣା ଘଟିଥିବା ଜଣାପଡିଛି । ତେବେ ଏହି ଘଟଣାରେ କେହି ଆହତ ହୋଇ ନ ଥିବା ବେଳେ ସମସ୍ତଙ୍କ୍‌ୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେବା ହାର ୯୭.୧୮ ପ୍ରତିଶତ ଛୁଇଁଲା…

ନୂଆଦିଲ୍ଲୀ,୭।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିରେ...

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନକୁ ନେଇ ଭାଜପା ଖୁବ୍‌ ଆଶାବାଦୀ ଥିବା ବେଳେ ବରିଷ୍ଠ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଏହି ମସୟରେ ଏକ ଚମକାଇବା...

ବୁଧବାର ପାଟନା ଗସ୍ତ କରିବେ କେସିଆର

ହାଇଦ୍ରାବାଦ,୨୯।୮: ଟିଆରଏସ୍‌ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର) ବୁଧବାର ବିହାର ଗସ୍ତ କରିବେ। ବୁଧବାର ସକାଳେ ହାଇଦ୍ରାବାଦ ବିମାନବନ୍ଦରରୁ ସେ ପାଟନାକୁ...

ଦିବ୍ୟାଙ୍ଗଙ୍କ ପାଇଁ ବିଚାର ସର୍ଚ୍ଚ ପୋର୍ଟାଲ…

ନୂଆଦିଲ୍ଲୀ, ୨୪।୯ : ଦିବ୍ୟାଙ୍ଗଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାରେ ଡିଜିଟାଲ ଭିତ୍ତିଭୂମିକୁ ଅଧିକ ସୁଗମ ତଥା ସହଜ କରିବାକୁ ସୁପ୍ରିମକୋର୍ଟର ଇ-କମିଟି କାର୍ଯ୍ୟ କରୁଛି। ସୁପ୍ରିମକୋର୍ଟର...

ଆଖି ବୁଜିଲେ ଆଉ ଜଣେ ନିର୍ଭୟା

ମୁମ୍ବାଇ, ୧୨।୯: ମୁମ୍ବାଇର ସାକିନାକା ଅଞ୍ଚଳରେ ଦିଲ୍ଲୀ ନିର୍ଭୟା ଘଟଣାର ପୁନରାବୃତ୍ତି ଘଟିଛି। ଶୁକ୍ରବାର ଭୋର୍‌ ସମୟରେ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯିବା...

ଦିଲ୍ଲୀରେ ୧.୫ ଡିଗ୍ରୀ ତାପମାତ୍ରା: ଯାତାୟାତ ବାଧାପ୍ରାପ୍ତ

ନୂଆଦିଲ୍ଲୀ,୭।୧୨: ଜାତୀୟ ରାଜଧାନୀରେ ଶୀତଲହରୀ ଜାରି ରହିଛି। ଗୁରୁବାର ରାତିରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଅନେକ ଅଞ୍ଚଳରେ...

ଜୁଲାଇ ୨ରେ ବହୁମତ ସାବ୍ୟସ୍ତ କରିବେ ସିନ୍ଧେ

ମୁମ୍ବାଇ,୩୦।୬: ରାଜ୍ୟପାଳ ଭଗତ ସିଂ କୋଶିୟାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ଶନିବାର ଅର୍ଥାତ ଜୁଲାଇ ୨ ତାରିଖରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ଟାଟାର ହେଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୮ ।୧୦: ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ ହେବେ । ୧୮,୦୦୦କୋଟି ଡାକରେ ଟାଟା ଏହି ସରକାରୀ ଏୟାର ଲାଇନ୍ସକୁ କିଣି...

Advertisement
Archives

Model This Week