Posted inଜାତୀୟ

ନାଇଜେରିଆରେ ଟୁଇଟରର ଜାଗା ନେବ ‘କୁ’

ନୂଆଦିଲ୍ଲୀ,୫।୬: ଆଫ୍ରିକୀୟ ଦେଶ ନାଇଜେରିଆ ଶୁକ୍ରବାର ଟୁଇଟରକୁ ବନ୍ଦ କରିଦେବା ପରେ ଭାରତୀୟ ସୋସିଆଲ ନେଟ୍‌ଓ୍ବର୍କିଂ କମ୍ପାନୀ ‘କୁ’ ଏବେ ସେଠାରେ ପ୍ରବେଶ ଲାଗି ବିଚାର କରୁଛି। ନିୟମ ଉଲ୍ଲଂଘନ ନେଇ ଟୁଇଟର କମ୍ପାନୀ ନାଇଜେରିଆ ରାଷ୍ଟ୍ରପତି ମୁହମ୍ମଦୁ ବୁହାରିଙ୍କ ଆକାଉଣ୍ଟକୁ ହଟାଇ ଦେବା ପରେ ନାଇଜେରିଆ ସରକାର ଟୁଇଟରକୁ ବନ୍ଦ କରି ଦେଇଥିଲେ। ଏଭଳି ସ୍ଥିତିରେ ନାଇଜେରିଆରେ @kooindia ଉପଲବ୍ଧ ହେବ। ଏହାକୁ ସ୍ଥାନୀୟ ଭାଷାରେ ସମର୍ଥ କରାଇବା ପାଇଁ ଚିନ୍ତା କରାଯାଉଥିବା କମ୍ପାନୀର ସହ ପ୍ରତିଷ୍ଠାତା ଅପ୍ରମେୟ ରାଧାକ୍ରିଷ୍ଣ ଟୁଇଟ୍‌ କରି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଟି କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ: ଏମ୍‌ଏସ୍‌ଏମ୍‌ଇ ସୁଧାର ପାଇଁ ୬ ପଦକ୍ଷେପ

ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶବ୍ୟାପୀ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଫଳରେ ଦିନକୁ ଦିନ...

ଭାଜପା ପାଇଁ ଭୋଟ ମାଗିଲେ କଙ୍ଗନା!

ଲକ୍ଷ୍ନୌ,୧୯ ।୨: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ତାଙ୍କ ବେକାବୁ ବୟାନକୁ ନେଇ । ଅନେକ...

କେନ୍ଦ୍ରର ଓଟିଟି ଗାଇଡ୍‌ଲାଇନ୍‌ ଦନ୍ତହୀନ

ନୂଆଦିଲ୍ଲୀ,୬ା୩: ସୋସିଆଲ ମିଡିଆ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଗାଇଡ୍‌ଲାଇନର ଦାନ୍ତ ନାହିଁ। ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଅନୁପଯୁକ୍ତ କଣ୍ଟେଣ୍ଟ ଦେଖାଇଲେ ସେମାନଙ୍କ ବିରୋଧରେ...

କଫ ସିରପ ଉତ୍ପାଦନ ନେଇ ମେଡେନ ଫାର୍ମାସ୍ୟୁଟିକାଲ୍ସ ଉପରେ ରୋକ ଲଗାଇଲେ ହରିୟାଣା ସରକାର…

ଚଣ୍ଡିଗଡ଼,୧୨।୧୦ : ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର କଫ ସିରପ ଉତ୍ପାଦନ ଉପରେ ହରିୟାଣା ସରକାର ରୋକ ଲଗାଇଛନ୍ତି। ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ବିଶ୍ୱ...

ତ୍ରିପୁରାରେ ଭାଜପା ୫୫, ସହଯୋଗୀ ଆଇପିଏଫଟି ୫ ଆସନରେ ଲଢିବେ ନିର୍ବାଚନ, ପ୍ରାର୍ଥିପତ୍ର ଦାଖଲ ପାଇଁ ରହିଛି ମାତ୍ର ଦୁଇଦିନ

ଅଗରତାଲା,୨୯ ।୧: ଭାରତୀୟ ଜନତା ପାର୍ଟି(ଭାଜପା) ତ୍ରିପୁରାରେ ଅଗାମୀ ୧୬ ଫେବୃୟାରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ପୁରୁଣା ସହଯୋଗୀ ଇଣ୍ଡିଜେନସ ଫିପୁଲ୍ସ ଫ୍ରଣ୍ଟ...

୪ ବର୍ଷରେ ଇଲେକ୍ଟ୍ରୋଲ ବଣ୍ଡ୍‌ରୁ ମିଳିଛି ୯ ହଜାର କୋଟିରୁ ଅଧିକ, ଚାନ୍ଦା କିଏ ଦେଇଛି-କେଉଁଠୁ ଆସିଛି କୌଣସି ତଥ୍ୟ ନାହିଁ…

ନୂଆଦିଲ୍ଲୀ, ୧୬।୨ : ଜାନୁଆରୀ ୨୦୨୨ ର ପ୍ରଥମ ୧୦ଦିନରେ, ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବା ପାଇଁ ଏସବିଆଇରୁ ପ୍ରାୟ ୧,୨୧୩ କୋଟି ଟଙ୍କାର ଇଲେକ୍ଟ୍ରୋଲ...

ବିହାରରେ ଜନ୍ମ ନେଲେ ଏଲିଅନ ଶିଶୁ, ଦେଖିବା ପାଇଁ ଜମିଲା ଭିଡ଼

ପାଟନା,୧୯।୨: ବିହାରର ଗୋପାଳଗଞ୍ଜରେ ଏକ ଅଜବ ଶିଶୁ ଜନ୍ମ ହୋଇଛି। ଶିଶୁଟିକୁ ଦେଖିବା ପାଇଁ ଶହ ଶହ ଲୋକ ଡାକ୍ତରଖାନାରେ ଭିଡ ଜମିଛି। ନବଜାତ ଶିଶୁକୁ...

କରାଚି ବିମାନ ବନ୍ଦରରେ ୧୧ ଘଣ୍ଟା ଫସି ରହିଲେ ୧୩୮ ସ୍ପାଇସଜେଟ ଯାତ୍ରୀ

ମୁମ୍ବାଇ,୬ ।୭: ପାକିସ୍ତାନର କରାଚି ବିମାନ ବନ୍ଦରରେ ପ୍ରାୟ ୧୧ ଘଣ୍ଟା ଫସି ରହିଲେ ୧୩୮ ଭାରତୀୟ ବିମାନଯାତ୍ରୀ । ଶେଷରେ ଏକ ବିକଳ୍ପ ବିମାନରେ...

Advertisement
Archives

Model This Week