Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌ : ଗୋଆରେ ପହଁଚିଲେ ଖେଳାଳି

ମାରଗାଓ, ୧୩ା୧୦ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ ଟୁର୍ନାମେଣ୍ଟ ଖେଳିବା ଲାଗି ଅଧିକାଂଶ ଘରୋଇ ଖେଳାଳି ଗୋଆରେ ପହଞ୍ଚତ୍ସାରିଲେଣି। ଆସନ୍ତା ମାସରେ କୋଭିଡ୍‌-୧୯ ପ୍ରୋଟୋକଲ ଅଧୀନରେ ତିନୋଟି ଭେନ୍ୟୁରେ ଲିଗ୍‌ ଖେଳାଯିବ। ଆଇଏସ୍‌ଏଲର ଏହି ସିଜନ ୧୧ଟି ଦଳକୁ ନେଇ ହେବ। ତିନୋଟି ଭେନ୍ୟୁ ଯଥା ମାରଗାଓସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମ, ବାମ୍ବୋଲିମ୍‌ର ଜିଏମ୍‌ସି ଆଥଲେଟିକ୍‌ ଷ୍ଟାଡିୟମ ଏବଂ ଭାସ୍କୋସ୍ଥିତ ତିଳକ ମୈଦାନ ଷ୍ଟାଡିୟମରେ ମ୍ୟାଚ୍‌ଗୁଡ଼ିକ ବିନା ଦର୍ଶକରେ ଖେଳାଯିବ। ଏଫ୍‌ସି ଗୋଆ, ହାଇଦ୍ରାବାଦ ଏଫ୍‌ସି ଏବଂ କେରଳ ବ୍ଲାଷ୍ଟର୍ସ ଏଫ୍‌ସି ଭଳି କିଛି ଦଳ ସେମାନଙ୍କ ଭେନ୍ୟୁରେ ପ୍ରି-ସିଜନ ଟ୍ରେନିଂ ଆରମ୍ଭ କରିଛନ୍ତି। ବେଙ୍ଗାଲୁରୁ ଏଫ୍‌ସି ଚଳିତ ମାସରେ ବେଲାରିସ୍ଥିତ ସେମାନଙ୍କ ଏକାଡେମୀରେ ପ୍ରସ୍ତୁତି ଆରମ୍ଭ କରିଛି। ଧାର୍ଯ୍ୟ କ୍ୱାରାଣ୍ଟାଇନ୍‌ ପିରିୟଡ ଶେଷ କରିବା ପରେ ଅବଶିଷ୍ଟ କ୍ଲବଗୁଡ଼ିକ ଚଳିତ ସପ୍ତାହ ଶେଷରେ ସେମାନଙ୍କ ଟ୍ରେନିଂ ଆରମ୍ଭ କରିବେ ବୋଲି ଆଇଏସ୍‌ଏଲ୍‌ ପକ୍ଷରୁ ଏକ ବିବୃତିିରେ କୁହାଯାଇଛି। ଚେନ୍ନାଇନ ଏଫ୍‌ସି ଏବଂ ସେମାନଙ୍କ କୋଚିଂ ଷ୍ଟାଫ୍‌ ଗୋଆରେ କେବେ ପହଞ୍ଚତ୍ବେ ତାହା ଏପର୍ଯ୍ୟନ୍ତ ଘୋଷଣା ହୋଇ ନ ଥିବାବେଳେ ନୂଆ ଦଳ ଏସ୍‌ସି ଇଷ୍ଟବେଙ୍ଗଲ ଅକ୍ଟୋବର ୧୬ ସୁଦ୍ଧା ଗୋଆରେ ପହଞ୍ଚତ୍ୟିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାପାନ ଓପନ୍‌: ସିନ୍ଧୁ, ସାଇ ପ୍ରଣୀଥ୍‌ କ୍ୱାର୍ଟରରେ

ଟୋକିଓ, ୨୫।୭ (ପି.ଟି.)- ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଷ୍ଟାର୍‌ ଭାରତୀୟ ମହିଳା ଶଟ୍‌ଲର ପି.ଭି. ସିନ୍ଧୁ ଓ ବି. ସାଇ ପ୍ରଣୀଥ୍‌ ଏଠାରେ ଚାଲିଥିବା...

ଆଣ୍ଠୁମାଡି ସ୍ତ୍ରୀଙ୍କ ଫଟୋ ଉଠାଇଲେ କୋହଲି: ମହିଳା କ୍ରିକେଟର୍‌ କଲେ ଖୁଲାସା

ଭାରତୀୟ ମହିଳା ଏବଂ ପୁରୁଷ ଦଳ କେବଳ ଜୁନ ୩ରେ ଇଂଲଣ୍ଡରେ ପହଞ୍ଚିଛନ୍ତି। ଉଭୟ ଦଳ ଏବେ ସାଉଥମ୍ପଟନରେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ମହିଳା ଦଳ ଜୁନ୍‌...

ହନିମୁନରେ ଜଣେ ନୁହେଁ ୨ ଯୁବତୀଙ୍କ ସହ ଦେଖାଗଲେ ଏହି ଖେଳାଳି: ଫଟୋ ଶେୟାର କଲେ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରସିଦ୍ଧ କୋରିଓଗ୍ରାଫର ତଥା ୟୁଟ୍ୟୁବର ଧନଶ୍ରୀ ବର୍ମାଙ୍କ ସହ ବିବାହ ପରେ ଦୁବାଇରେ ହନିମୁନ୍‌ ମନାଉଛନ୍ତି।...

ସୟଦ ମୁସ୍ତାକ ଅଲି ଟି୨୦ : ମୁମ୍ବାଇକୁ ଜିତାଇଲେ ସୂର୍ଯ୍ୟ କୁମାର

ସୁରତ, ୨୬।୧୧ (ପି.ଟି.)- ଏଠାରେ ଚାଲିଥିବା ସୟଦ ମୁସ୍ତାକ ଅଲି ଟି୨୦ ପ୍ରତିଯୋଗିତାର ସୁପର ଲିଗ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ...

ରେସ୍‌ଲରଙ୍କ ପ୍ରତି ପୋଲିସର କାର୍ଯ୍ୟାନୁଷ୍ଠାନ ହୃଦୟ ବିଦାରକ: ଅଭିନବ ବିନ୍ଦ୍ରା

ନୂଆଦିଲ୍ଲୀ,୨୯ା୫: ସଂସଦ ଭବନ ଉଦ୍‌ଘାଟନ ସମୟରେ ରେସ୍‌ଲରଙ୍କ ପ୍ରତି ଦିଲ୍ଲୀ ପୋଲିସର କାର୍ଯ୍ୟନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଶୁଟର ଅଭିନବ...

କିଲିମାଞ୍ଜାରୋ ଆରୋହଣ କରିବେ ଅନୀତା

ଭୁବନେଶ୍ୱର, ୯ା୭ (ସରୋଜ ଜେନା): ଓଡ଼ିଶାର ପର୍ବତାରୋହଣକାରୀ ଅନୀତା ସ୍ବାଇଁ ୧୯୩୪୧ ଫୁଟ ଉଚ୍ଚ ବିଶ୍ୱର ପଞ୍ଚମ ବୃହତ୍ତମ ଗିରିଶୃଙ୍ଗ ତଥା ଆଫ୍ରିକାର ସର୍ବୋଚ୍ଚ ଗିରିଶୃଙ୍ଗ...

ବଞ୍ଜା ଲୁକା ଚ୍ୟାଲେଞ୍ଜର: ଫାଇନାଲରେ ନାଗାଲ

ବଞ୍ଜା ଲୁକା, ୧୫।୯(ପି.ଟି)- ବୋସନିଆ ଓ ହର୍ଜଗୋଭିନାର ବଞ୍ଜା ଲୁକାଠାରେ ଚାଲିଥିବା ଚ୍ୟାଲେଞ୍ଜର ଟେନିସ ଟୁର୍ନାମେଣ୍ଟରେ ଭାରତୀୟ ଯୁବ ଖେଳାଳି ସୁମିତ ନାଗାଲ ପୁରୁଷ ସିଙ୍ଗଲ୍ସ...

ପାକିସ୍ତାନ ବିଶ୍ୱର ପ୍ରଥମ ଟିମ୍‌

ନଟ୍ଟିଂହାମ, ୧୯।୫- ବିଶ୍ୱର ପ୍ରଥମ ଟିମ୍‌ ଭାବେ ପାକିସ୍ତାନ ଲଗାତର ୩ଟି ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ୩୪୦ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ରନ କରିବାର...

Advertisement
Archives

Model This Week