Posted inଜାତୀୟ

ଭାଙ୍ଗିଲେ ବଙ୍କର, ଖାଲି କଲେ ପୋଷ୍ଟ, ଶେଷରେ ଗୋଗରା ହଟସ୍ପ୍ରିଙ୍ଗରେ ଷ୍ଟାଣ୍ଡଅଫ ପଏଣ୍ଟରୁ ପଛକୁ ହଟିରେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୧୩ ।୯: ଶେଷରେ ଭାରତ-ଚାଇନା ସେନାଙ୍କ ମଧ୍ୟରେ ଦୀର୍ଘ ୨ ବର୍ଷ ହେବ ଲାଗି ରହିଥିବା ଗତିରୋଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ସମ୍ପୂର୍ଣ୍ଣ ଲଦ୍ଦାଖରେ ଗୋଗରା-ହଟସ୍ପ୍ରିଙ୍ଗସ ଅଞ୍ଚଳରେ ପାଟ୍ରୋଲିଂ ପଏଣ୍ଟ ୧୫(ପିପି-୧୫)କୁ ଧ୍ୱଂସ କରି ଦିଆଯାଇଛି । ଦୁଇ ଦେଶ ସେନା ଯୋଜନା ଅନୁଯାୟୀ, ପଛକୁ ହଟିଛନ୍ତି । କେବଳ ଏତିକି ନୁହେଁ ସମ୍ପୂର୍ଣ୍ଣ ପ୍ରୋସେସର ଭେରିଫିକେଶନ ବି କରାଯାଉଛି । ଉକ୍ତ ସ୍ଥାନକୁ ସମ୍ପୂର୍ଣ୍ଣ ସମତୁଲ କରାଯାଇଛି । ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ଡିସଏନଗେଜମେଣ୍ଟ ଓ ଭେରିଫିକେଶନ ପ୍ରୋସେସ ସମ୍ପର୍କରେ ଗ୍ରାଉଣ୍ଡ କମାଣ୍ଡରଙ୍କଠାରୁ ସମ୍ପୂର୍ଣ୍ଣ ସୂଚନା ପାଇଁ ଅପେକ୍ଷା କରାଯାଇଛି । ଏପଟେ ଦୁଇ ପକ୍ଷ ପାଟ୍ରୋଲିଂ ପଏଣ୍ଟ ୧୫(ପିପି ୧୫)ରୁ ଅଲଗା ହୋଇଯାଇଛନ୍ତି । ହେଲେ ଡେମଚୋକ ଓ ଦେପସାଙ୍ଗ ଅଞ୍ଚଳରେ ଗତିରୋଧକୁ ଶେଷ କରିବାକୁ ଏବେ ପର୍ଯ୍ୟନ୍ତ କୌଣସି ପ୍ରୋସେସ ହୋଇନାହିଁ ।
ସୂଚନାଯୋଗ୍ୟ, ଭାରତୀୟ ଓ ଚାଇନା ସେନା ୮ ସେପ୍ଟେମ୍ବରରେ ଘୋଷଣା କରିଥିଲେ କି ଗତିରୋଧ ପଏଣ୍ଟ ୧୫ରୁ ସେନାଙ୍କୁ ହଟାଇବା ପ୍ରୋସେସ ଆରମ୍ଭ କରିଦେଇଛନ୍ତି । ଉଭୟ ପକ୍ଷ ସେନା ଏହାବି କହିଥିଲେ କି ଜୁଲାଇରେ ହୋଇଥିବା ହାଇଲେବଲ ସେନା ବାର୍ତ୍ତାର ୧୬ତମ ରାଉଣ୍ଡରେ ଗୋଗରା-ହଟସ୍ପ୍ରିଙ୍ଗସ ଅଞ୍ଚଳରେ ଡିସଏନଗେଜମେଣ୍ଟକୁ ନେଇ ରଣନୀତି ସ୍ଥିର କରାଯାଇଛି । ସେପ୍ଟେମ୍ବର ୯ରେ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଥିଲେ ପିପି-୧୫ରୁ ଡିସଏନଗେଜମେଣ୍ଟ ପ୍ରୋସେସ ସୋମବାର ଶେଷ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ଘଣ୍ଟାକରେ ‘ବ୍ରଶ୍‌ ଟେଷ୍ଟ’ରୁ ଜଣାପଡ଼ିବ ପାଟି କ୍ୟାନ୍‌ସର

ଲଣ୍ଡନ/ନୂଆଦିଲ୍ଲୀ, ୯ା୭ପାଟି କର୍କଟ ବା ଓରାଲ କ୍ୟାନ୍‌ସର ଚିହ୍ନଟ କ୍ଷେତ୍ରରେ ଚିକିତ୍ସା ବିଜ୍ଞାନକୁ ବଡ଼ ସଫଳତା ମିଳିଛି। ବ୍ରିଟେନ୍‌ର କୁଇନ୍‌ ମେରି ୟୁନିଭର୍ସିଟି ଅଫ୍‌ ଲଣ୍ଡନର ଗବେଷକମାନଙ୍କ…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri