Posted inଖେଳ

ଶତକ ମାରିବା ପରେ କାନ ଧରିଥିଲେ ଏହି ଭାରତୀୟ ଖେଳାଳି: କାରଣ ଜାଣିଲେ…

ପୁଣେ, ୨୭।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଭାରତ ୬ ଓ୍ବିକେଟ ହରାଇ ୩୩୬ ରନ କରିଥିଲା। ଇଂଲଣ୍ଡ ବିଜୟରେ ଜନ ବେୟାରଷ୍ଟୋ ଏବଂ ବେନ୍‌ ସ୍କୋକ୍ସ ଭଲ ପ୍ରଦର୍ଶନ କରିଥିଲେ। ତେବେ ଭାରତ ଦ୍ୱିତୀୟ ମ୍ୟାଚରେ ପରାଜୟ ହୋଇଥିବା ବେଳେ କେଏଲ୍‌ ରାହୁଲ ଶତକ ହାସଲ କରିଥିଲେ। ସେ ୧୧୪ ବଲରେ ୧୦୮ ରନ୍‌ କରି ଚମତ୍କାର ଇନିଂସ ଖେଳିଥିଲେ। ରାହୁଲ ଶତକ ହାସଲ କରିବା ପରେ ଏକ ବିଶେଷ ଢଙ୍ଗରେ ଉତ୍ସବ ମନାଇଥିଲେ। ଯାହାକି ଏବେ ଚର୍ଚ୍ଚାରେ ରହିଛି। ଶତକ ମାରିବା ପରେ ରାହୁଲ ଡ୍ରେସିଂ ରୁମ୍‌ ଆଡକୁ ମୁହଁକରି କାନ ବନ୍ଦ କରିଥିଲେ। ଟି-୨୦ ସିରିଜ୍‌ରେ ବିଫଳତା ପରେ ସେ ସମାଲୋଚନା ପ୍ରତି ଧ୍ୟାନ ଦେଇ ନଥିବା ଇଙ୍ଗିତରେ ଦର୍ଶାଇଥିଲେ। ତେବେ ପରେ ଏ ନେଇ ରାହୁଲ କହିଥିଲେ ଯେ, ଏହା କେବଳ ଶବ୍ଦ ବନ୍ଦ ପାଇଁ ଥିଲା, କାହାକୁ ଅସମ୍ମାନ କରିବା ପାଇଁ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦ ଲକ୍ଷ ଟଙ୍କାର ଖେଳାଳିଙ୍କ ପାଇଁ ୪.୮ କୋଟି ଟଙ୍କାର ଖେଳାଳିଙ୍କୁ ବିଦା କଲେ କୋହଲି

ଚେନ୍ନାଇ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି ତାଙ୍କ ନିଷ୍ପତ୍ତିରେ ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।...

ଯୁବରାଜ ସିଂଙ୍କୁ କଫି ପିଇବାର ପ୍ରତିଶ୍ରୁତି ଦେଇ ଠିକଣା ଦିନ ଫୋନ୍‌ ଅଫ୍‌ ରଖୁଥିଲେ ଏହି ଯୁବତୀ

ଅନେକ ଦିନ ପର୍ଯ୍ୟନ୍ତ ପରଦା ପଛରେ ସମ୍ପର୍କକୁ ଲୁଚାଇବା ପରେ କ୍ରିକେଟର୍‌ ଯୁବରାଜ ସିଂ ଏବଂ ହାଜେଲ କିଚ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବହୁଦିନ...

ଆଇପିଏଲ୍‌ ସ୍ଥଗିତ ହେବାପରେ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଏହି କ୍ରିକେଟର୍‌: ପ୍ରଶଂସକ କହିଲେ ବାଃ ବାଃ

ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) କରୋନା ଭାଇରସ ମହାମାରୀ ହେତୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ (ଆଇପିଏଲ)କୁ ଅର୍ନିଦ୍ଦିଷ୍ଟ କାଳ...

ଭାଇରାଲ ହେଉଛି ବୀରେନ୍ଦ୍ର ସେହ୍ବାଗଙ୍କ ଭିଡିଓ

ସାଧାରଣତଃ ଜେସିବି ମେଶିନ୍‌ ବହୁତ ଓଜନିଆ ହୋଇଥାଏ। ବଡ ବଡ କୋଠା ଭାଙ୍ଗିବା, ରାସ୍ତା ଖୋଳିବା ଭଳି କାର୍ଯ୍ୟରେ ଏହି ମେଶିନ୍‌ ବ୍ୟବହୃତ ହୋଇଥାଏ। ଭାରତୀୟ...

ସାକ୍ଷୀ, ଭିନେଶଙ୍କୁ ବ୍ରୋଞ୍ଜ ପଦକ

ଜିଆନ୍‌ (ଚାଇନା), ୨୬ା୪ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳାମାନେ ବିନା ସ୍ବର୍ଣ୍ଣରେ ସେମାନଙ୍କ ଅଭିଯାନ ଶେଷ କରିଛନ୍ତି। ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ...

କୋଚ୍‌ଙ୍କ ଉପସ୍ଥିତି ସାଥୀ ଖେଳାଳିଙ୍କ ବେକ ଟାଣିଲେ ସିରାଜ୍‌, ଆଉ ତା’ପରେ

ଚେନ୍ନାଇ,୯।୨:ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଚେନ୍ନାଇରେ ଖେଳାଯାଉଛି। ଏହି ମ୍ୟାଚ୍‌ର ଚତୁର୍ଥ ଦିନରେ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓଟି ଭାରତୀୟ...

ହାର୍ଦ୍ଦିକଙ୍କ ପୁଅଙ୍କୁ କୋଳରେ ଧରି ଭାବୁକ ହେଲେ ଭାଇ କୃଣାଳ, କହିଲେ ଏପରି କଥା..

ନୂଆଦିଲ୍ଲୀ,୨।୮: ନିକଟରେ ପିତା ହୋଇଛନ୍ତି ଭାରତୀୟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ୟା। କୁନି ପାଣ୍ଡ୍ୟାଙ୍କୁ ପାଇ ପୁରା ପରିବାର ଏବେ ଖୁସିରେ ବିଭୋର ହୋଇଯାଇଛନ୍ତି। ଶନିବାର...

ନୂଆ ଲୁକ୍‌ରେ କ୍ୟାପଟେନ୍‌ କୁଲ୍‌

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କ୍ରିକେଟ ଜଗତରୁ ଦୂରେଇ ରହିଛନ୍ତି। ହେଲେ ସୋସିଆଲ ମିଡିଆରେ ସେ ବେଶ୍‌...

Advertisement
Archives

Model This Week