Posted inଜାତୀୟ

ରୁଷିଆ ବିରୋଧୀ କଟକଣାରେ ସାମିଲ ହେଉ ଭାରତ: ଲିଜ୍‌ ଟ୍ରୁସ୍‌

ନୂଆଦିଲ୍ଲୀ,୧ା୪: ଏପ୍ରିଲରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସମ୍ଭାବ୍ୟ ଭାରତ ଗସ୍ତ ପୂର୍ବରୁ ଗୁରୁବାର ତାଙ୍କ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରୁସ୍‌ ଦିଲ୍ଲୀ ଆସିଛନ୍ତି। ସେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଭେଟିବା ପୂର୍ବରୁ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଲିଜ୍‌ କହିଛନ୍ତି, ରୁଷିଆ ବିରୋଧରେ କଟକଣା ଜାରି କରିବାରେ ଭାରତ ମଧ୍ୟ ସାମିଲ ହେବା ଉଚିତ। ତେବେ ଭାରତ କ’ଣ କରିବ ତାହା ନୂଆଦିଲ୍ଲୀ ଉପରେ ନିର୍ଭର କରେ। ଜୟଶଙ୍କର କହିଛନ୍ତି, ପ୍ରତ୍ୟେକ ରାଷ୍ଟ୍ରର ନିଜସ୍ବ ସାର୍ବଭୌମ ନିଷ୍ପତ୍ତି ରହିଛି। ଏକତରଫା କଟକଣାକୁ ଭାରତ ମାନିବ ନାହିଁ। ମ୍‌ୁମ୍ବାଇରେ ଥିବା ରୁଷିଆର ଏକ କେନ୍ଦ୍ରୀୟ ଆର୍ଥିକ ସଂସ୍ଥା ଗୋଷ୍ଠୀଠାରୁ ଭାରତ ତେଲ କିଣିବା ପାଇଁ ଆଲୋଚନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେହି ଦିଶା ରବି, ଯାହାଙ୍କୁ ଟୁଲ୍‌କିଟ୍‌ ମାମଲାରେ ଗିରଫ କରିଛି ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୧୪।୨: ପରିବେଶକର୍ମୀ ଗ୍ରେଟା ଥନବର୍ଗ ଟୁଲକିଟ ମାମଲାରେ ଦିଲ୍ଲୀ ପୋଲିସ ରବିବାର ବେଙ୍ଗାଲୁରୁରୁ ୨୧ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିଛି। ଚାଷୀଙ୍କ...

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଇଁ ଡିନରର ଆୟୋଜନ କରିବେ କୋବିନ୍ଦ

ନୂଆଦିଲ୍ଲୀ,୨୧ ।୭: ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ୨୪ ଜୁଲାଇରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ୨୫ ଜୁଲାଇରେ ସେ ରାଷ୍ଟ୍ରପତି...

ସନ୍ନି ଲିଓନ, ସ୍ବାମୀ ଡାନିଏଲ୍‌ଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୧୬ା୧୧: ଅଭିନେତ୍ରୀ ସନ୍ନି ଲିଓନ ଏବଂ ତାଙ୍କ ସ୍ବାମୀ ଡାନିଏଲ ଓ୍ବେବର ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତିଙ୍କୁ କେରଳ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ବୁଧବାର...

ସମସ୍ତ ନାଗରିକଙ୍କୁ ଟିକା ମିଳିବା ଉଚିତ୍‌: ରାହୁଲ

ନୂଆଦିଲ୍ଲୀ,୧୨।୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ମୋଦିି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦେଶରେ କରୋନା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରି ରାହୁଲ...

ଏବେ ବି ଜେଲ୍‌ରେ ରହିବେ ଲାଲୁ, ଶୁଣାଣି ଘୁଞ୍ଚିଲା

ରାଞ୍ଚି,୬।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ନଭେମ୍ବର ୨୭ ପର୍ଯ୍ୟନ୍ତ ଘୁଞ୍ଚିଛି। ଫଳରେ ଚାରା ଘୋଟାଲା ମାମଲାରେ ଜେଲ୍‌ ଦଣ୍ଡ...

ଝାଡ଼ଖଣ୍ଡ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମତଦାନ ଆରମ୍ଭ; ୮ ଜିଲାର ୧୭ ଆସନରେ ୩୦୯ ପ୍ରାର୍ଥୀ

ରାଞ୍ଚି,୧୨।୧୨: ଗୁରୁବାର ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଜାରି...

୨୯୬ କିଲୋମିଟର ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ କଲେ ମୋଦି

କାନପୁର,୧୬ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜାଲୌନରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେର ଉଦଘାଟନ କରିଛନ୍ତି । ଶନିବାର ସକାଳେ ଏକ ସ୍ୱତନ୍ତ୍ର ବିମାନରେ ମୋଦି କାନପୁର...

ଜାତିସଂଘରେ ହେବ ୧୦୦ ତମ ମନ କି ବାତର ସିଧା ପ୍ରସାରଣ…

ନୂଆଦିଲ୍ଲୀ/ନ୍ୟୁୟର୍କ,୨୯।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ଏପ୍ରିଲ ୩୦)ରେ ୧୦୦ ତମ ଥର ପାଇଁ ଦେଶବାସୀଙ୍କ ସହ ‘ମନ କି ବାତ’ କରିବେ। ରେଡିଓ...

Advertisement
Archives

Model This Week