Posted inଖେଳ

IND vs PAK: ଭାବି ଆସିଥିଲେ ଦୁବାଇ…ପାଣ୍ଡ୍ୟାଙ୍କ ମ୍ୟାଚ୍‌ ଦେଖିବାକୁ ଆସିଥିଲେ ଗାର୍ଲପ୍ରେଣ୍ଡ, ଫଟୋ ଭାଇରାଲ

ଦୁବାଇ,୨୩।୨: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଛି ବିଗ ଫାଇଟ ଖେଳାଯାଉଛି । ଏହି ହାଇଭୋଲଟେଜ ମ୍ୟାଚକୁ ଉପଭୋଗ କରିବା ପାଇଁ ଲୋକପ୍ରିୟ କଳାକାର, ରାଜନେତାମାନେ ଷ୍ଟାଡିୟମରେ ପହଞ୍ଚିଛନ୍ତି। ଏହାରି ଭିତରେ ଦୁବାଇ ପଡିଆରେ ହିଁ ଭାରତୀୟ ଷ୍ଟାର ଅଲରାଉଣ୍ଡର ତଥା ଦୁର୍ଦ୍ଦଶ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମିଷ୍ଟ୍ର ଗର୍ଲଫ୍ରେଣ୍ଡ ଜୈସମିନ ବାଲିଆ ମଧ୍ୟ ଉପସ୍ଥିତ ଅଛନ୍ତି। ।
Hardik Pandya Girlfriend Jasmine Walia: ଗତ କିଛି ଦିନ ହେବ ଜୈସମିନଙ୍କ ନାମ ଚର୍ଚ୍ଚାରେ ରହିଛି । କୁହାଯାଉଛି, ନତାଶା ଷ୍ଟେନକୋଭିକଙ୍କଠୁ ଡିଭୋର୍ସ ନେବା ପରେ ହାର୍ଦ୍ଦିକ ଜୈସମିନଙ୍କୁ ଡେଟ କରୁଛନ୍ତି । ମାତ୍ର ଉଭୟଙ୍କ ପକ୍ଷରୁ ଏହାକୁ ନେଇ କୌଣସି ପ୍ରକାରର ପୁଷ୍ଟି କରାଯାଇ ନାହିଁ ।

Hardik Pandya Girlfriend: ଭାରତ-ପାକିସ୍ତାନ ମ୍ୟାଚରେ ଏକ ଫଟୋ ଏବେ ଝଡ ସୃଷ୍ଟି କରିଛି । ଏହି ଫଟୋ ଅନ୍ୟ କାହାର ନୁହଁ, ବରଂ ଜୈସମିନ ବାଲିଆଙ୍କର । ପ୍ରକାଶଥାଉ ଯେ, ଜୈସମିନ ବାଲିଆ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରେଣ୍ଡରେ ରହିଛନ୍ତି । ସୁନ୍ଦରୀ ଜୈସମିନ ମୂଳତଃ ଭାରତୀୟ, ମାତ୍ର ବ୍ରିଟିଶ ନାଗରିକ । ଜୈସମିନ ପେଶାରେ ଜଣେ ଗାୟିକା ଓ ଟେଲିଭିଜନ ଦୁନିଆର ଲୋକପ୍ରିୟ ନାଁ ମଧ୍ୟ । ହାର୍ଦ୍ଦିକ ଓ ଜୈସମିନଙ୍କୁ ପୂର୍ବରୁ ମଧ୍ୟ ଗ୍ରୀସରେ ଛୁଟି ମନାଇବା ସମୟରେ ଦେଖାଯାଇଥିଲା । ସେବେଠୁ ଏ ଚର୍ଚ୍ଚା ଜୋର ଧରିଥିଲା । ଭାରତ-ପାକିସ୍ତାନ ୍ଯଯାଚରେ ଜୈସମିନଙ୍କ ଉପସ୍ଥିତି ଏ ଚର୍ଚ୍ଚାକୁ ଏବେ ରୋଚକ ଖୋରାକ ଯୋଗାଉଛି । ଫ୍ୟାନ୍ସ ତାଙ୍କୁ ଦେଖି କହୁଛନ୍ତି ଭାବି ଦୁବାଇ ଆସିଥିଲେ…


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ପ୍ୟାକେଜ୍‌ ନେଇ ଭାରତ ଆସିଛନ୍ତି ପୁଟିନ: ରୁଷିଆର କେଉଁ ପ୍ରସ୍ତାବକୁ ‘ହଁ’ କହିବ ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ପୁଟିନଙ୍କ ଭାରତ ଗସ୍ତ ସମୟରେ ରୁଷିଆର ପଞ୍ଚମ ପିଢ଼ିର ଷ୍ଟେଲ୍ଥ ଫାଇଟର ଜେଟ…

DRS କ୍ରେଡିଟ୍‌ ଚୋରି ଅଭିଯୋଗ ଆଣିଲେ ଇଶାନ୍‌, ବୈଭବଙ୍କ ଜବାବରେ ଚୁପ୍‌ ହୋଇଗଲେ କ୍ୟାପଟେନ୍‌!

ନୂଆଦିଲ୍ଲୀ,୧୧।୯: ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ୍‌ ଦଲୀପ ଟ୍ରଫି ୨୦୨୬ର ଚାମ୍ପିଅନ ହୋଇଛି । ଏହି ଦଳରେ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ…

କର୍କଟ ସମେତ ଏହି ରାଶିଙ୍କୁ ଟେନ୍‌ସନ ଦେବେ ମଙ୍ଗଳ: ସମ୍ପର୍କରେ ପଡ଼ିବ ଭଟ୍ଟା! ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କ ସେନାପତି ବୋଲି କୁହାଯାଏ। ସାହସ, ଶକ୍ତି, ଉତ୍ସାହ, କ୍ରୋଧ ଓ ଆକ୍ରମଣାତ୍ମକତାର କାରକ ଭାବେ ମଙ୍ଗଳଙ୍କୁ ବିବେଚନା କରାଯାଏ। ମଙ୍ଗଳ…

ଉଦ୍ଧାର ଓରାଙ୍ଗଉଟାନଙ୍କୁ ନେଇ PCCFଙ୍କ ବଡ଼ ସୂଚନା, ସ୍ବାସ୍ଥ୍ୟାବସ୍ଥା…

ଭୁବନେଶ୍ୱର,୧୧।୯: ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ନେଇ PCCF ପ୍ରେମ କୁମାର ଝା ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ୫ ଓରାଙ୍ଗଉଟାନ…

ପେନଶନର୍‌ଙ୍କ ପାଇଁ ଖୁସି ଖବର! ଖାତାକୁ ଆସିଲା ୧୨୩୩ କୋଟି ଟଙ୍କା, ଏମିତି ଚେକ୍‌ କରନ୍ତୁ ବାଲାନ୍ସ…

ନୂଆଦିଲ୍‌ଲୀ,୧୧।୯: ପେନଶନଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ପ୍ରାୟ ୧୦୫.୬୮ ଲକ୍ଷ (୧.୦୫ କୋଟିରୁ ଅଧିକ) ପେନଶନଭୋଗୀଙ୍କ…

ସାବଧାନ! ୩ ରାଶିରେ ଆଜି ଲାଗିବ ଗ୍ରହଣ; ହାତରୁ ପଳାଇବ ଟଙ୍କା, ପାଖଲୋକ ଦେବେ ଧୋକା

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ କିମ୍ୱା ଚନ୍ଦ୍ରଙ୍କ ସହିତ ରାହୁ କିମ୍ୱା କେତୁଙ୍କ ଯୁତି (ସଂଯୋଗ) ହେଲେ ଗ୍ରହଣ ଯୋଗ ସୃଷ୍ଟି ହୁଏ। ବର୍ତ୍ତମାନ ସୂର୍ଯ୍ୟ,…

ବାଇକ୍‌କୁ ଧକ୍କାଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଧାମନଗର,୧୦ା୯(ସନ୍ତୋଷ କୁମାର ମହାପାତ୍ର): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବାବେଳେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ କେନ୍ଦୁଆ ପଦା-ଗଣ୍ଡଗରା…

ବୈଭବଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ: ରାସ୍ତାରେ କଣ୍ଟା ହେବେନି ତ ଶ୍ରେୟସ ଆୟର? ଜାଣନ୍ତୁ ପୂରା ଖବର

ନୂଆଦିଲ୍ଲୀ୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ରହିଛି ବଡ଼ ସୁଯୋଗ। ବୈଭବ ଇତିମଧ୍ୟରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri