Posted inଖେଳ

ଦିବାରାତ୍ର ଟେଷ୍ଟରେ ଟସ୍‌ ଜିତିଲା ଭାରତ

ଆଡିଲେଡ୍‌,୧୭।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦିବାରାତ୍ର ପ୍ରଥମ ଟେଷ୍ଟ ଆଡିଲେଡରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଛି। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। କୋହଲି ଟସ ଜିତି କହିଛନ୍ତି, ଏହା ଏକ ଭଲ ଉଇକେଟ କିନ୍ତୁ କଠିନ ଅଟେ। ଏହି ପଡିଆରେ ଭଲ ରନ ସ୍କୋର କରାଯାଇପାରିବ। ଆମେ ମ୍ୟାଚ ପାଇଁ ଭଲ ପ୍ରସ୍ତୁତ କରିଛୁ। ସୂଚନାଯୋଗ୍ୟ, ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଟସ ଜିତିଛି, ସେ ହାରି ନାହାଁନ୍ତି। ୨୬ଟି ଟେଷ୍ଟ ମ୍ୟାଚରେ ଟସ ଜିତି ୨୧ଟି ମ୍ୟାଚରେ ବିରାଟ ଭାରତ ଜିତିଛନ୍ତି। ୪ଟି ମ୍ୟାଚ ଡ୍ର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେନିନ୍‌ଙ୍କୁ ହରାଇଲେ ସାକାରି

ଆବୁଧାବି, ୧୨ା୧ (ଏପି)-ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ସୋଫିଆ କେନିନ୍‌ ସିଜନ ଆରମ୍ଭ ଆବୁଧାବି ଓପନ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଗ୍ରୀକ୍‌ ଖେଳାଳି...

ମ୍ୟାଚ୍‌ ଚାଲିଥିବାବେଳେ ହସ୍ପିଟାଲ୍‌ ଗଲେ ଏହି ଖେଳାଳି

ସିଡନୀ,୨୯।୧୧: ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ ଓ୍ବାର୍ନର ଆହତ ହୋଇଛନ୍ତି। ତାଙ୍କ ମାଂଶପେଶୀରେ ଯନ୍ତ୍ରଣା ଯୋଗୁ ମ୍ୟାଚ୍‌ ଚାଲିଥିବା ବେଳେ...

ଏହି କାରଣରୁ ସଚିନ ତେନ୍ଦୁଲକରଙ୍କୁ ଦିନେ ହାତଯୋଡିବାକୁ ପଡିଥିଲା

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ରମେଶ ତେନ୍ଦୁଲକରଙ୍କୁ କ୍ରିକେଟରେ ସର୍ବଶ୍ରେଷ୍ଠ ହେବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ଏକଦା କ୍ରିକେଟ୍‌ ଦୁନିଆରେ ରାଜ୍‌ କରୁଥିବା...

ମାତ୍ର ୨୩ ବର୍ଷ ବୟସରେ ଟି-୨୦ରେ କ୍ରିକେଟ୍‌ରେ ବଡ଼ ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ମୁମ୍ବାଇ,୧୧।୫: ଗୁଜରାଟ ଟାଇଟାନ୍ସ (ଜିଟି) ଲେଗ-ସ୍ପିନର ରସିଦ ଖାନ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲଏସଜି) ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଏକ ବଡ଼ ରେକର୍ଡ ହାସଲ...

କ୍ରିକେଟରୁ ଅବସର ନେଲେ ଜାକଟି

ପଣଜୀ, ୨୮ା୧୨ (ପି.ଟି.)- ଗୋଆ ସ୍ପିନର ଶଦାବ ଜାକଟି ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଗତ ଏକ ବର୍ଷ ହେଲା...

ଆଇପିଏଲ ୨୦୨୨: ଅରେଞ୍ଜ-ପର୍ପଲ କ୍ୟାପ ରେସ୍‌ରେ ଅଛନ୍ତି କେଉଁ ଖେଳାଳି ଜାଣନ୍ତୁ

ମୁମ୍ବାଇ,୧୭।୫: ଆଇପିଏଲ ୨୦୨୨ର ୬୪ତମ ମ୍ୟାଚ୍‌ ପରେ ଦିଲ୍ଲୀ କ୍ୟାପିଟାଲ୍ସର ଚାଇନାମାନ ସ୍ପିନର କୁଲଦୀପ ଯାଦବ ଏବଂ ପଞ୍ଜାବ କିଙ୍ଗ୍ସର ଓପନର୍‌ ଶିଖର ଧାୱନର ଅରେଞ୍ଜ୍‌...

ଚାଞ୍ଚଲ୍ୟକର ଖୁଲାସା କଲେ ମହାନ୍‌ ଅଲରାଉଣ୍ଡର

ସିଡନୀ,୩୦।୧୧: ଆସେଶ ସିରିଜ୍‌ ପୂର୍ବରୁ ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଥରେ ଏକ ବଟିକା ତାଙ୍କ ଗଳାରେ ଫସିଯିବା ପରେ...

ସ୍ନାଇଡରଙ୍କ ସହ ଲଢ଼ିବେ ବିଜେନ୍ଦର

ନ୍ୟୁଆର୍କ, ୧୩ା୭ (ପି.ଟି.)-ଏକ ବର୍ଷ ପରେ ପ୍ରଫେଶନାଲ ବକ୍ସିଂକୁ ଫେରିବେ ଭାରତୀୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂ। ଶନିବାର ସେ ଏଠାରେ ଆମେରିକାର ମାଇକ୍‌ ସ୍ନାଇଡରଙ୍କ...

Advertisement
Archives

Model This Week