ଏଇ ଭାରତରେ

ବୟସ କମ୍‌ ହେଲେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ବଳରେ ସଫଳତା ପାଇବାରେ କିଛି ଅସୁବିଧା ନ ଥାଏ ବୋଲି ପ୍ରମାଣ କରିଛନ୍ତି ଜଣେ ସଫଳ କୁନି ପରିବେଶକର୍ମୀ ପ୍ରସିଦ୍ଧି ସିଂ। ପ୍ରସିଦ୍ଧି ରହୁଛନ୍ତି ଚେନ୍ନାଇର ମହିନ୍ଦ୍ରା ଓ୍ବାଲର୍‌ଡ ସିଟିରେ। ତାଙ୍କ ବୟସ ଏବେ ୯ ବର୍ଷ। ଏହି ବୟସରେ ସେ ହଜାର ହଜାର ଗଛ ଲଗାଇ ୨୦ଟି ମିନି ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। କେବଳ ଏତିକି ନୁହେଁ, ‘ପ୍ରସିଦ୍ଧି ଫରେଷ୍ଟ ଫାଉଣ୍ଡେଶନ’ ନାମରେ ଏକ ଜଙ୍ଗଲ ପ୍ରତିଷ୍ଠା କରି ତାହାକୁ ସେ ଚଳାଉଛନ୍ତି। ତାଙ୍କୁ ୪ ବର୍ଷ ହୋଇଥିବାବେଳେ ଚେନ୍ନାଇରେ ଦେଖିଥିଲେ ଏକ ପ୍ରଳୟଙ୍କରୀ ବାତ୍ୟା। ବାତ୍ୟାରେ ବହୁ ଗଛ ନଷ୍ଟ ହୋଇଯାଇଥିଲା, ଯାହା ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ପରେ ଗଛ ଲଗାଇବାର ସଙ୍କଳ୍ପ ନେଇ ସେ ତାଙ୍କ ଅଭିଯାନ ଚଳାଇଛନ୍ତି। ଉକ୍ତ ଫାଉଣ୍ଡେଶନ ଦ୍ୱାରା ଏହିସବୁ କାର୍ଯ୍ୟ କରୁଛନ୍ତି। ନିଜ ଜନ୍ମମାଟିରେ ସେ ୨୦ଟି ମିନି ଜଙ୍ଗଲ କରିସାରିଲେଣି। ସେ ସବୁ ଗଛ ଲଗାଇବା ସହ ତାହାର ଯନତ୍ ବି ନେଉଛନ୍ତି। ମାତ୍ର ୨ ବର୍ଷ ବୟସରେ ପରିବେଶକୁ ଭଲ ପାଇବା ଆରମ୍ଭ ହୋଇଥିଲା ବୋଲି କହନ୍ତି ପ୍ରସିଦ୍ଧି। ଏବେ ସେହି ଭଲପାଇବା ତାଙ୍କୁ ସଫଳତା ଆଣିଦେଇଛି। ପ୍ରତିଦିନ ସେ ସବୁ ଜଙ୍ଗଲକୁ ଯାଆନ୍ତି ଓ ସେଠାରେ ଗଛଗୁଡ଼ିକୁ ନିରୀକ୍ଷଣ କରନ୍ତି। ଏବେ ସେହି ସବୁ ଜଙ୍ଗଲରେ ବହୁ ପ୍ରଜାତିର ପ୍ରଜାପତି ଓ ପକ୍ଷୀ ରହିବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ନଦୀ

ଡ. ପ୍ରଫୁଲ୍ଲ କୁମାର ସାହୁ ନଦୀ ହେଉଛି ସଭ୍ୟତାର ଜନ୍ମଦାତ୍ରୀ। ନଦୀର ସୁସ୍ଥତାରୁ ଜଣାପଡ଼େ ସଭ୍ୟତାର ସ୍ଥିତି। ମାତ୍ର ଭାରତବର୍ଷର ବଡ଼ବଡ଼ ସହର ପାର୍ଶ୍ୱରେ ବହିଯାଉଥିବା...

ଭିଡିଓ ଗେମ୍‌

କରୋନା ମହାମାରୀ ଯୋଗୁ ବିଶ୍ୱସାରା ଲୋକ ସଂକ୍ରମିତ। ଏହି ଭୂତାଣୁ ପ୍ରାୟ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶିଶୁଠାରୁ ବୟସ୍କଙ୍କୁ ଘରେ ବାନ୍ଧି ରଖିଛି।...

କଥାରେ ଅଖଣ୍ଡତା

ହରିୟାଣା ସରକାର ଘରୋଇ କମ୍ପାନୀରେ ୭୫ ପ୍ରତିଶତ ଚାକିରି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସଂରକ୍ଷଣ କରିବା ଲାଗି ଆଣିଥିବା ବିଲ୍‌କୁ ରାଜ୍ୟପାଳ ସତ୍ୟଦେଓ ନରେନ୍‌ ଆର୍ଯ୍ୟ...

ମହିଳାଙ୍କ ଅବୈତନିକ କାର୍ଯ୍ୟ

ଡା. ସବିିତା ମିଶ୍ର ଆମ ଭାରତୀୟ ସଂସ୍କୃତିରେ ମହିଳାମାନେ ସାଧାରଣତଃ ଗୃହ ଭିତରେ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ କରିଥାନ୍ତି। ସେମାନେ ଜଣେ ମା’, ସ୍ତ୍ରୀ,...

ଏଇ ଭାରତରେ

ମଦ ବିରୋଧରେ ଏକ ନିଆରା ଯୁଦ୍ଧ ଦେଖିବାକୁ ମିଳିଛି ଗୁଜରାଟରେ। ଗାନ୍ଧୀନଗର ଜିଲାର କଲୋଲ ତହସିଲ ଅନ୍ତର୍ଗତ ପିୟାଜ ଗାଁରେ ବିବାହ ପୂର୍ବରୁ କନ୍ୟା ପରିବାରର...

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀ ଜୀବିକା ଉପରେ ପ୍ରଭାବ ପକାଇଥିଲେ ବି ଅନେକଙ୍କୁ ନୂଆ ରାସ୍ତା ଦେଖାଇଛି। ଏମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଅମେଠିର ସୋମେଶ୍ୱର ସିଂ ଜଣେ। ସେ...

‘ଘିନୁଆ’ ଦଣ୍ଡ ଲୋଡ଼ା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସାମ୍ୟବାଦୀ ସାହିତ୍ୟର ଏକ ଅନବଦ୍ୟ ସୃଷ୍ଟି ‘ଶିକାର’ର କାହାଣୀ ଇତିମଧ୍ୟରେ ବହୁ ପାଠକଙ୍କ ବିସ୍ମୃତିରେ...

ବାର୍ଡ ଫ୍ଲୁ ଓ ଆମ ନୀତି

ମାନେକା ଗାନ୍ଧୀ ଭାରତର ଅନେକ ରାଜ୍ୟରେ ଲାଗିରହିଥିବା ବାର୍ଡ ଫ୍ଲୁ ସଂକ୍ରମଣ ରୋକିବା ଲାଗି ସେଠାରେ କୁକୁଡ଼ାଙ୍କୁ ମାରି ଦିଆଯାଉଛି। ନ ବୁଝିଶୁଝି ସ୍ବାସ୍ଥ୍ୟ ବିଭାଗ...

Advertisement
Archives

Model This Week