ଏଇ ଭାରତରେ

ପ୍ରକୃତି ଓ ପରିବେଶକୁ ଭଲ ପାଇବାର କେତେ ଗଭୀର ହୋଇପାରେ ତାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛଖି ଜଣେ ଇଞ୍ଜିନିୟରଙ୍କ ଜୀବନରେ। କମ୍ପୁଟର ସାଇନ୍ସ ଇଞ୍ଜିନିୟର ଆଭା ପାଣ୍ଡେ ରହନ୍ତି ଗୁରୁଗ୍ରାମରରେ । ସେ ରହୁଥିବା ଘର ଅଗଣାରେ ପରିବା ଚାଷ କରୁଛନ୍ତି ଫୁଲ ଚାଷ କରୁଛନ୍ତି । ୩୩ କିସମର ଫୁଲ ଫୁଟାଉଛନ୍ତି। ବର୍ଜ୍ୟ ଭାବେ ଲୋକାମାନେ ଫିଙ୍ଗି ଦେଉଥିବା ବାଥ୍‌ଟବ, ଡବା, ବାଲ୍‌ଟି ଆଦିରେ ଗଛ ଲଗାଇଛନ୍ତି। ଘରମାଲିକ ମଧ୍ୟ ଏହି କାର୍ଯ୍ୟରେ ତାଙ୍କ ସହ ସାମିଲ ହୋଇଛନ୍ତି। କେବଳ ଏତିକକି ନୁହେଁ, ଆଭା ରହୁଥିବା ଘର ସାମ୍ନାରେ ଥିବା କମ୍ୟୁନିଟି ପାର୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସକ୍ଷମ ହୋଇଛନ୍ତି। ପାର୍କରେ ଲୋକମାନେ ପକାଉଥିବା ଅଳିଆ ସଫା କରି ପାର୍କର ଶୋଭା ବଢ଼ାଇଛନ୍ତି। ନଗର ନିଗମ କର୍ମଚାରୀଙ୍କୁ ମଧ୍ୟ ପାର୍କ ତଥା ସେ ରହୁଥିବା ଆଖପାଖ ଅଞ୍ଚଳକୁ କିଭଳି ସଫା ରଖାଯାଇପାରିବ ସେଥିପ୍ରତି ସଚେତନତା ସୃଷ୍ଟି କରୁଛନ୍ତି। ଲୋକମାନେ ଅଳିଆ ଫିଙ୍ଗୁଥିବା ସ୍ଥାନଗୁଡିକରେ ଗଛ ଲଗାଇ ତାହାକୁ ବନ୍ଦ କରୁଛନ୍ତି। ଆଭାଙ୍କ ଏଭଳି ଅଭିଯାନକୁ ଲକ୍ଷ୍ୟ କରି ସେଠାକାର ଲୋକାମାନେ ତାଙ୍କ ସହ ସାମିଲ ହୋଇଛନ୍ତି। ସେମାନେ ପାର୍କରେ ଖାଲି ଜାଗା ଓ ଅନ୍ୟ ସ୍ଥାନ ଗୁଡ଼ିକରେ ଗଛ ଲଗାଇବା ଆରମ୍ଭ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri