ଏଇ ଭାରତରେ

ଆଗାମୀ ଜଳ ସଙ୍କଟ ଏକ ଭୟାବହ ସ୍ଥିତି ସୃଷ୍ଟି କରିବ ବୋଲି ଏବକାର ବେଙ୍ଗାଲୁରୁ ଜଳାଭାବ ସ୍ଥିତି ସମସ୍ତଙ୍କୁ ଚେତାଇ ଦେଇଛି। ବେଙ୍ଗାଲୁରୁରେ ପାଣି ପାଇଁ ଟ୍ୟାଙ୍କର ଉପରେ ଲୋକେ ନିର୍ଭର କରୁଛନ୍ତି। କିନ୍ତୁ ସହରର ଗୁରୁକୃପା ଆପାର୍ଟମେଣ୍ଟର ଜଳ ପରିଚାଳନା ଏଭଳି ସଙ୍କଟ ଦୂର କରିବାର ବାଟ ଦେଖାଇଛି। ଏହି ଆପାର୍ଟମେଣ୍ଟରେ ପରିବାରଗୁଡ଼ିକ ପାଇଁ ବର୍ଷାଜଳ ସଂରକ୍ଷଣ ପଦ୍ଧତି(ଆର୍‌ଡବ୍ଲ୍ୟୁଏଚ୍‌) ଆଶୀର୍ବାଦ ହୋଇପାରିଛି। ଆର୍‌ଡବ୍ଲ୍ୟୁଏଚ୍‌ରେ ବର୍ଷାଜଳ ସଂଗ୍ରହ କରି ସେମାନେ ବ୍ୟବହାର କରୁଛନ୍ତି। ଏହି ପଦ୍ଧତି ଆରମ୍ଭ କରିଥିଲେ ଗଣେଶ ସନ୍‌ଭାଗ। ପାଇପଠାରୁ ଆରମ୍ଭକରି ଫିଲ୍‌ଟର ଯାଏ ମୋଟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହି କାର୍ଯ୍ୟ ପାଇଁ ସେ କୌଣସି ଦେୟ ଦାବି କରୁନାହାନ୍ତି। ଆର୍‌ଡବ୍ଲ୍ୟୁଏଚ୍‌ରେ ୫୦,୦୦୦ ଲିଟର ଜଳ ରହିବା ଭଳି ୪ଟି ଟାଙ୍କି ନିର୍ମାଣ କରାଯାଉଛି ଓ ବଳକା ପାଣିକୁ ସକ୍‌ପିଟ୍‌କୁ ଛାଡ଼ିଦିଆଯାଉଛି। ଫଳରେ ଭୂତଳ ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଏହା ସାହାଯ୍ୟ କରୁଛି। ଏବେ ବେଙ୍ଗାଲୁରୁରେ ୨୦୦ରୁ ଅଧିକ ଆପାର୍ଟମେଣ୍ଟ ସନ୍‌ଭାଗଙ୍କ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଆପଣାଇଛି। ଏହି ପଦ୍ଧତି ଯୋଗୁ ଟ୍ୟାଙ୍କର ଉପରେ ନିର୍ଭରଶୀଳତା ହ୍ରାସ ପାଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri