ଇଣ୍ଡିଆନ ଆଇଡଲ-୧୨ ବିଜେତାଙ୍କୁ ଉପହାର ଦେଲେ ହ୍ରିତିକଙ୍କ ପରିବାର

ମୁମ୍ବାଇ : ଇଣ୍ଡିଆନ ଆଇଡଲ- ୧୨ ବିଜେତା ପଓ୍ବନଦୀପ ରାଜନ ଏବଂ ଅରୁଣିତା କାଞ୍ଜିଲାଲ ଏବେ ବେଶ ପରିଚିତ। ଏହି ଯୋଡି ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ ଏହି ଯୋଡି ଅଭିନେତା ହ୍ରିତିକ୍‌ ରୋଶନ ଏବଂ ତାଙ୍କ ବାପା, ମାଙ୍କୁ ମୁମ୍ବାଇ ବାସ ଭବନରେ ଭେଟିଥିଲେ। ଏହି ଅବସରରେ ହ୍ରିତିକଙ୍କ ମା’ ପିଙ୍କି ରୋଶନ ତାଙ୍କୁ ରୁଦ୍ରକଳା ଓ ଦେବୀ ଲକ୍ଷ୍ମୀଙ୍କ ମୁଦ୍ରା ସହିତ ଏକ ସୁନା ଚେନ୍‌ ଉପହାର ଦେଇଥିବା ନେଇ ଦୁହେଁ ଏକ ସାକ୍ଷାତକାରରେ କହିଛନ୍ତି।

ବିଜେତା ପଓ୍ବନଦୀପ ଏବଂ ରନରଅପ ଅରୁଣିତା ସେମାଙ୍କର ‘ରିଆଲିଟି ସୋ’ରେ ନିଜର ଜଲଓ୍ବା ଦେଖାଇସାରିଛନ୍ତି। ଇଣ୍ଡିଆନ ଆଇଡଲ- ୧୨ ଶେଷ ହେବା ପରେ ଦୁହଁିଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ‘ରିଆଲିଟି ଶୋ’ପାଇଁ ନିମନ୍ତ୍ରଣ କରାଯାଉଛି। କିଛି ଦିନ ପୁର୍ବରୁ ଦୁହେଁ ପାଖାପାଖି ଫ୍ଲାଟ କିଣିବା ନେଇ ଚର୍ଚ୍ଚାରେ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀବଲିଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ବିଜୟ

ସାଉଥ ସୁପର ଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ପୁଷ୍ପା ହିରୋଇନ୍‌ ଶ୍ରୀବଲି ତଥା ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଗତ କିଛି ଦିନ ହେବ ଏକ...

ମା’ ହେବାକୁ ଯାଉଛନ୍ତି ବ୍ରିଟନି ସ୍ପିୟର୍ସ

ପ୍ରସିଦ୍ଧ ଆମେରିକୀୟ ଗାୟିକା ବ୍ରିଟନି ସ୍ପିୟର୍ସ ତୃତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମ ଯୋଗେ ସୂଚନା ଦେଇଛନ୍ତି। ନିକଟରେ ପ୍ରେମିକ ସାମ...

ସିଦ୍ଧାର୍ଥଙ୍କ ପାଇଁ ଶେହନାଜଙ୍କ ଶେଷ ଶବ୍ଦ ଶୁଣି ଆଖିରେ ଆସିଯିବ ଲୁହ

ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ମୃତ୍ୟୁ ପରେ ତାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କ ପ୍ରଶଂସକ। ଏହି ଘଟଣା ପରଠୁ ସବୁବେଳେ ହସ...

ଆଲୟାଙ୍କ ଫିଟନେସ୍ ସିକ୍ରେଟ୍‌

ମୁମ୍ବାଇ: ପ୍ରଥମ ଫିଲ୍ମ ‘ଜୱାନି ଜାନେମନ’ ପରେ ଅଭିନେତ୍ରୀ ପୂଜା ବେଦିଙ୍କ ଝିଅ ଅଭିନେତ୍ରୀ ଆଲୟା ଏଫ୍ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ...

ଗାର୍ଡେନିଂରେ ବିତୁଛି ସମୟ

ଏବେ ସମଗ୍ର ବିଶ୍ୱ କରୋନା କବଳିତ। ଏଥିରୁ ନିଜକୁ ରକ୍ଷା କରିବା ପାଇଁ ଆମ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସମସ୍ତେ ଘରେ ହିଁ...

ଧର୍ମେନ୍ଦ୍ରଙ୍କୁ ନୁହେଁ ବରଂ ଜିତେନ୍ଦ୍ରଙ୍କୁ ବିବାହ କରିଥାନ୍ତେ ବଲିଉଡ୍‌ର ଡ୍ରିମଗର୍ଲ; ପ୍ରସ୍ତୁତ ଥିଲା ମଣ୍ଡପ, ହେଲେ…

ବମ୍ବେ: ବିଗତ ଦିନର ସୁପରଷ୍ଟାର ଜିତେନ୍ଦ୍ରଙ୍କ ଆଜି ହାପି ବର୍ଥ ଡେ। ୧୯୬୪ରେ ଫିଲ୍ମ ‘ଗୀତ ଗାୟା ପତ୍ଥରୋ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ଜିତେନ୍ଦ୍ର ଦୁଇଶହରୁ...

ଫେବୃୟାରୀରେ ପଡ଼ିବ ହାତଗଣ୍ଠି

ବମ୍ବେ: ପୁଣି ବିବାହ କରିବେ ଅଭିନେତା ଫରହାନ୍‌ ଅଖତର। ପ୍ରେମିକା ଶିବାନୀ ଦାଣ୍ଡେକରଙ୍କ ହାତ ଧରିବେ ସେ। ଆସନ୍ତା ଫେବୃୟାରୀ ୨୧ରେ ଏହି ବିବାହ ହେବା...

ସୁଶାନ୍ତଙ୍କ ପାଗଳ ପ୍ରଶଂସକ, ବାଣ୍ଟୁଛନ୍ତି ତାଙ୍କ ଫଟୋ ଥିବା ମାସ୍କ

ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ...

Advertisement
Archives

Model This Week