Posted inଫୁରସତ

ଭାରତର ରାଷ୍ଟ୍ରପତିଙ୍କ ମାସିକ ଦରମା କେତେ ଜାଣନ୍ତି: ଅବସର ପରେ ମିଳେ ଅନେକ କିଛି ସୁବିଧା

ଭାରତର ରାଷ୍ଟ୍ରପତି ଦେଶର ମୁଖ୍ୟ ହେବା ସହିତ ପ୍ରଥମ ନାଗରିକ ମଧ୍ୟ ଅଟନ୍ତି। ରାଷ୍ଟ୍ରପତି ମଧ୍ୟ ଭାରତୀୟ ସଶସ୍ତ୍ର ବାହିନୀର ସେନାଧ୍ୟକ୍ଷ ଅଟନ୍ତି। ଭାରତରେ ରାଷ୍ଟ୍ରପତି ନିର୍ବାଚକ ମଣ୍ଡଳ ସଦସ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି, ଯେଉଁଥିରେ ଉଭୟ ସଂସଦର ଗୃହ, ରାଜ୍ୟ ସଭାଗୁଡ଼ିକ ଏବଂ ୟୁନିୟନ ଅଞ୍ଚଳର ନିର୍ବାଚିତ ସଦସ୍ୟ ଅନ୍ତର୍ଭୁକ୍ତ ଥାନ୍ତି। ରାମ ନାଥ କୋବିନ୍ଦ ଏବେ ଭାରତର ରାଷ୍ଟ୍ରପତି । କୋବିନ୍ଦ ବିଶ୍ୱର ସର୍ବବୃହତ ରାଷ୍ଟ୍ରପତି ଭବନରେ ରୁହନ୍ତି। ଭାରତ ରାଷ୍ଟ୍ରପତିଙ୍କ ଦରମା ଏବଂ ଭତ୍ତା ଭାରତ ସଂସଦ ଦ୍ୱାରା ସ୍ଥିର ହୋଇଛି।
ଭାରତ ରାଷ୍ଟ୍ରପତିଙ୍କ ଦରମା ୫ ଲକ୍ଷ ଟଙ୍କା। ଏହାସହ ତାଙ୍କ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ।
ବାସସ୍ଥାନ: ରାଷ୍ଟ୍ରପତି ଭବନ ହେଉଛି ଭାରତ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ। ନୂଆଦିଲ୍ଲୀରେ ଅବସ୍ଥିତ ରାଷ୍ଟ୍ରପତି ଭବନରେ ୩୪୦ ରୁମ ଏବଂ ଚଟାଣ କ୍ଷେତ୍ର ୨,୦୦,୦୦୦ ବର୍ଗଫୁଟ।
ଚିକିତ୍ସା ସୁବିଧା: ଭାରତର ରାଷ୍ଟ୍ରପତି ସାରା ଜୀବନ ପାଇଁ ମାଗଣା ଚିକିତ୍ସା ସେବା ପାଇବାକୁ ହକଦାର।
ସୁରକ୍ଷା: ଭାରତର ରାଷ୍ଟ୍ରପତି ଏକ କଳା ମର୍ସିଡିଜ ବେଞ୍ଜ ଏସ୍‌୬୦୦ (ଡବ୍ଲ୍ୟୁ୨୨୧) ପୁଲମାନ ଗାର୍ଡ ପାଇବାକୁ ହକଦାର ଥାନ୍ତି। ରାଷ୍ଟ୍ରପତିଙ୍କ ଅଫିସିଆଲ ଗସ୍ତ ପାଇଁ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ଏକ ଲମ୍ବା ଲିମୋଜାସିନ ମଧ୍ୟ ଅଛି।

ଅବସର ପରେ ରାଷ୍ଟ୍ରପତି:
ଅବସର ପରେ ଭାରତର ରାଷ୍ଟ୍ରପତି ଅନେକ ଭତ୍ତା ପାଇଥାନ୍ତି। ଯେପରିକି…
– ପେନସନ ଭାବରେ ମାସକୁ ୧.୫ ଲକ୍ଷ
– ଏକ ସୁସଜ୍ଜିତ ମାଗଣା ବଙ୍ଗଳା
– ଦୁଇଟି ମାଗଣା ଲ୍ୟାଣ୍ଡଲାଇନ ଏବଂ ଏକ ମୋବାଇଲ ଫୋନ
– ପାଞ୍ଚ ଜଣ ବେସରକାରୀ କର୍ମଚାରୀ – କର୍ମଚାରୀଙ୍କ ଖର୍ଚ୍ଚ ବାର୍ଷିକ ୬୦.୦୦୦ ଟଙ୍କା
– ଟ୍ରେନ କିମ୍ବା ବିମାନରେ ସାଥୀଙ୍କ ସହିତ ମାଗଣା ଯାତ୍ରା।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri