ଉଚ୍ଚ ପାଚେରି ଡେଇଁ ଫାର୍ମ ହାଉସ ଭିତରକୁ ଛାତ୍ରୀ ଗଲେ କିପରି

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀର ନନ୍ଦନକାନନ ଅଞ୍ଚଳରେ ଏକ ଫାର୍ମ ହାଉସ ଭିତରେ ଥିବା ପୋଖରୀରୁ ଶୁକ୍ରବାର ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରିଛନ୍ତି ଏହା ଉପରୁ ପରଦା ହଟି ନାହିଁ। ପୋଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଚାହିଁ ରହିଛି। ମୃତ ଛାତ୍ରୀ ଜଣକ ହେଲେ ରଘୁନାଥପୁରରେ ରହୁଥିବା ଏକ ଘରୋଇ କଲେଜର ପ୍ରଫେସରଙ୍କ ଝିଅ କାମିନି ପ୍ରିୟଦର୍ଶିନୀ।

ଅନ୍ୟପକ୍ଷେ କାମିନିଙ୍କ ଶରୀରରେ କୌଣସି ପ୍ରକାର କ୍ଷତଚିହ୍ନ ନାହିଁ। ସବୁଠୁ ବଡ ପ୍ରଶ୍ନ ହେଲା ରାତି ଅଧରେ ଫାର୍ମହାଉସର ୧୦ ଫୁଟ ଉଚ୍ଚ ପାଚେରି ଡେଇଁ ସେ ଭିତରକୁ ଗଲେ କିପରି। ସେ ପୋଖରୀରେ ଡେଇଁ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ପାଣିରେ ବୁଡେଇ କେହି ହତ୍ୟା କରିଛିି ଏସବୁକୁ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଛି।

କାମିନିଙ୍କ ବାପା କହିଛନ୍ତି, ଗୁରୁବାର ରାତିରେ ଖାଇବା ପରେ କାମିନି ତାଙ୍କ ରୁମରେ ଯାଇ ଶୋଇଥିଲେ। ହେଲେ ରାତି ୨ଟାରେ ସେ ରୁମରେ ନ ଥିବା ତାଙ୍କ ମା ଜାଣିବାକୁ ପାଇଥିଲେ। ଏନେଇ ପରିବାର ଲୋକ ସଙ୍ଗେସଙ୍ଗେ ଥାନାକୁ ଜଣାଇଥିଲେ। ପୋଲିସ ରାତି ତମାମ ଖୋଜାଖୋଜି କରି କାମିନିଙ୍କ ସନ୍ଧାନ ପାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୫।୧୦(ବ୍ୟୁରୋ): ୪ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏହି ୪ ଅଧିକାରୀଙ୍କ ମଧ୍ୟରେ ୨ ଜଣ ଓଏଏସ୍‌ ଅଫିସର ଥିବା ବେଳେ ଜଣେ ଜିଲା...

ଗଞ୍ଜାମ ଜିଲାପରିଷଦ ବୈଠକ: ଫସଲ କ୍ଷତି ନେଇ ବୀମା କମ୍ପାନୀଙ୍କୁ ନୋଟିସ

ଛତ୍ରପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପରିଷଦ ବୈଠକ ଶୁକ୍ରବାର ଛତ୍ରପୁର ସ୍ଥିତ ଜିଲାପରିଷଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ସୋନମ ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚାଷୀଙ୍କୁ...

ବସ ଭଡ଼ା ବୃଦ୍ଧିକୁ ସମାଜବାଦୀ ପାର୍ଟିର ବିରୋଧ

ଭୁବନେଶ୍ୱର, ୧୧ା୭(ବ୍ୟୁରୋ)- ଡିଜେଲ ଦର ବୃଦ୍ଧି ହେଉ ହେଉ ରାଜ୍ୟ ସରକାର ବସ୍‌ ଭଡା ବୃଦ୍ଧି କରିଛନ୍ତି। ଯାହାକୁ ସମାଜବାଦୀ ପାର୍ଟି ବିରୋଧ କରିବା ସହ...

ସ୍କୁଲ ପାଇଁ ୪୦ଲକ୍ଷ ଦେଲେ ପୁରାତନ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ରାଜ୍ୟର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ୟୁନିଭର୍‌ସିଟି ହାଇସ୍କୁଲ ବାଣୀବିହାରର ପୁରାତନ ଛାତ୍ରୀଛାତ୍ର ‘ମୋ ସ୍କୁଲ୍‌ ଅଭିଯାନ’ରେ ସାମିଲ ହୋଇ ନିଜ ବିଦ୍ୟାଳୟର ଭିତ୍ତିଭୂମି...

ଆଇସିୟୁ ପାଇଁ ଏମ୍‌ପି ପାଣ୍ଠିରୁ ୧କୋଟି ଦେଲେ ଭର୍ତ୍ତୃହରି

କଟକ ଅଫିସ, ୨୮ା୩: କଟକ ଏମ୍‌ପି ଭର୍ତ୍ତୃହରି ମହତାବ ରାଜ୍ୟରେ ‘କରୋନା’ ମୁକାବିଲା ପାଇଁ ଏମ୍‌ପି ପାଣ୍ଠିରୁ ୧କୋଟି ଟଙ୍କା ଏବଂ ୩ ମାସର ଦରମା...

ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆଦ୍ୟପର୍ବ ଆରମ୍ଭ:ରାଧାଷ୍ଟମୀରେ ଅନୁକୂଳ ହେଲା ମାଟି

ଢେଙ୍କାନାଳ ଅଫିସ, ୭।୯ ପବିତ୍ର ରାଧାଷ୍ଟମୀରେ ମାଟି ଅନୁକୂଳ ସହ ଆରମ୍ଭ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜାର ଆଦ୍ୟପର୍ବ। ମୀନାବଜାର ଶ୍ରୀଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀ ପୂଜା...

‘ମୋ ସରକାର’ରେ ୨୭ ବିଭାଗର ୨୨୫ ସେବା

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟରେ ‘ମୋ ସରକାର’ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ...

ଖଡ଼ିଆଳରେ କଂଗ୍ରେସ ଆଗୁଆ

ନୂଆପଡ଼ା ଅଫିସ,୨୩।୫: ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଆଗରେ ରହିଛନ୍ତି। ଅଧିରାଜ ୧୮୩୦୭ ଭୋଟ...

Advertisement
Archives

Model This Week